ଶାଶୁକଥା ନମାନି ବୋଲବମ ଗଲା ବୋହୁ ,ଏବେ ବୋହୂକୁ ଘରେ ପୁରାଉ ନାହିଁ ଶାଶୁ ।

ବୋହୁ କହିଲା ମୁଁ ବୋଲବମ ଯିବୀ । ମୁଁ ଶିବଲିଙ୍ଗରେ ଯାଇ ପାଣି ଢାଳିବି । ସାସୁ କହିଲା ଝିଅ ତୁ ଆମିଷ ଖାଇଛୁ ଝିଅ ତୁ ବୋଲବମ ଯିବା ଦରକାର ନାହିଁ । ଆମ ଘର ସ୍ତ୍ରୀ ଲୋକ ମାନେ ବୋଲବମ ଯାଆନ୍ତି ନାହିଁ । କିନ୍ତୁ ଶାଶୁ କଥା ମାନି ନ ଥିଲା ବୋହୁ । ଆଉ ବୋହୁ କୁଆଡେ ବୋଲବମ ଚାଲି ଯାଇଥିଲା । ଆଉ ବୋଲବମ ରୁ ଫେରିବା ପରେ ଶାଶୁ ଘର କବାଟ ବନ୍ଦ କରି ଦେଲା । କବାଟ ବନ୍ଦ କରି ଶାଶୁ କବାଟ ଖୋଲିଲା ନାହିଁ ।

ବୋହୁ ଯେତେ କବାଟ ବାଡେଇଲେ ବି ଶାଶୁ ଖୋଲା ନାହିଁ କବାଟ । ହଁ ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଆଉ ବୋହୁ ଯେବେ ବୋଲବମ ଯାଇଥିଲା ଘଟଣା ପୁରା ବିଗିଡିଗଲା । ଆଉ କବାଟ ଖୋଲିଲେ ନାହିଁ ଶାଶୁ । ଏ ନେଇ ବୋହୁ ଅଭିଯୋଗ କରିଛନ୍ତି କି ନୂଆ ପ୍ରେମିକା ପାଇଛନ୍ତି ସ୍ଵାମୀ ।

ସେଥିପାଇଁ ତାଙ୍କୁ କୁଆଡେ ହନ୍ତସନ୍ତ କରା ଯାଉଛି । ସ୍ଵାମୀ ହେଉଛନ୍ତି ପ୍ରଶାନ୍ତ ନାୟକ ଯିଏ କି ଜଣେ ଭଲ କଣ୍ଠ ଶିଳ୍ପୀ ବୋଲି ପୁରା ଅଞ୍ଚଳ ଜାଣିଛନ୍ତି । ତାଙ୍କ ଧର୍ମ ପତ୍ନୀ ଏଭଳି କିଛି ଅଭିଯୋଗ କରିଛନ୍ତି । ବୋହୁ ଜଣକ ଘର ଆଗରେ4 ଘଣ୍ଟା ଧରି ଅପେକ୍ଷା କରିଥିଲେ । ରାତି ସାରା ଜଗି ଥିଲେ ହେଲେ କେହି ବି କବାଟ ଖୋଲିଲେ ନାହିଁ ।

ଶ୍ରାବଣ ସୋମବାର ରେ ଭଗବାନ ଶିବ ଙ୍କୁ ଦର୍ଶନ କରିବା ପାଇଁ ବୋହୁ ଯାଇଥିଲେ । କିନ୍ତୁ ଘରକୁ ଫେରିବା ବେଳକୁ ସ୍ଵାମୀ ଶାଶୁ ଘରେ ପୁରାଇ ଦେଲେ ନାହିଁ । ତେବେ ସ୍ତ୍ରୀ ବିଶୁଣୁପ୍ରିୟା କିଛି ଏମିତି ଅଭିଯୋଗ ଆଣିଛନ୍ତି ଯେ ସ୍ଵାମୀ ଜିଲ୍ଲା ସାଂସ୍କୃତିକ ଅଧିକାରିଣୀ ସୁସ୍ମିତା ବାଉରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି । ଆଉ ସେଥିପାଇଁ ପରିବାର ଲୋକେ ତାଙ୍କୁ ଏମିତି ହଇରାଣ କରୁଛନ୍ତି ।

ତେବେ ଏହାରି ମଧ୍ୟରେ ମଧ୍ୟସ୍ଥି ସାଜି ସମାଜସେବୀ ରୀନା ବହୁତ ଚେଷ୍ଟା କରିଥିଲେ ଦୁଇ ପରିବାରକୁ ବୁଝାଇବା ପାଇଁ । ରୀନା ଏପଟେ ବୋହୁ କୁ ବି ବୁଝାଉ ଥିଲେ ଆଉ ଅନ୍ୟ ପରେ ଶାଶୁ ଓ ସ୍ଵାମୀ କୁ ବୁଝାଇ ଥିଲେ । ହେଲେ ପରିବାରରେ କୌଣସି ସମାଧାନ ହେଲା ନାହିଁ । ଆଉ ସିଧା ସଳଖ କହିଛନ୍ତି ଶାଶୁ ବୋହୁ ମୋ ପାଖରେ ରହିଲେ ମୁଁ ଚଳି ପାରିବି ନାହିଁ ।

ଶେଷରେ ନ୍ୟାୟର ଆଶାରେ ସ୍ତ୍ରୀ ବିଶୁଣୁପ୍ରିୟା ଜିଲ୍ଲାପାଳ ଙ୍କ ସହ ସମାଜସେବୀ ରୀନା ଙ୍କ ମାଧ୍ୟମ ରେ ସାକ୍ଷାତ କରିଛନ୍ତି । ଆଶା ରଖିଛନ୍ତି ନିଶ୍ଚିନ୍ତ ଭାବେ ତାଙ୍କୁ ନ୍ୟାୟ ମିଳିବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।