ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘର ଆଖପାଖରେ ଏପରି ଅନେକ ଜିନିଷ ରହିଅଛି । ଯେଉଁ ଜିନିଷ ଘର ଆଖପାଖରେ ରହିବା ଦ୍ଵାରା ଘରର ବାସ୍ତୁଦୋଷ ସମସ୍ଯା ଆସିଥାଏ । ତେବେ ଆଜି ଆପଣ ମାନଙ୍କୁ ଏପରି କିଛି ଗଛ ବିଷୟରେ କହିବା ପାଇଁ ଯାଉଛୁ । ଯେଉଁ ଗଛ ଗୁଡିକ ଆପଣଙ୍କ ଘର ପାଖରେ ରହିବା ଦ୍ଵାରା ଆପଣଙ୍କ ଘର ପାଇଁ ଆଦ୍ୱା ଶୁଭ ଫଳଦାୟକ ହୋଇନଥାଏ । ଏପରି ଗଛ ଘର ପାଖରେ ରହିଥିଲେ ଘର ପରିବାର ନଷ୍ଟ ହୋଇଯାଇଥାଏ ।

ପ୍ରଥମେତଃ ଘରର ମୁଖ୍ୟ ଦ୍ଵାରରେ କୌଣସି ବଡ ବୃକ୍ଷ ରଖିବା ଅନୁଚିତ । କାରଣ ଏପରି ରଖିବା ଦ୍ଵାରା ଘରେ ରହୁଥିବା ଲୋକଙ୍କର ନୀତିନୀତି କିଛି ନା କିଛି ସମସ୍ଯାର ସାମ୍ନା କରିବାକୁ ପଡୁଥାଏ । ମୁଖ୍ୟଦ୍ଵାର ସାମ୍ନାରେ କୂଅ କିମ୍ବା ପାଣିଟାଙ୍କି ଟ୍ରାଖିବା ମଧ୍ୟ ଅନୁଚିତ । କାରଣ ଏହି ୨ ଜିନିଷ ଘର ସାମ୍ନାରେ ରହିବା ଦ୍ଵାରା ଘର ପରିବାରର ମାନସିକ ସ୍ଥିତି ଭଲ ରହିନଥାଏ । ଯେଉଁ କାରଣରୁ ସେହି ଘର ପରିବାରର ଲୋକେ ସବୁବେଳେ କିଛି ନା କିଛି କାରଣ ପାଇଁ ଅଧିକ ଚିନ୍ତାରେ ରହିଥାନ୍ତି ।
ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଭାଙ୍ଗିଯାଇଥିବା କୌଣସି ପ୍ରକାର ଜିନିଷ ଆଦି ରଖିବା ମଧ୍ୟ ଅନୁଚିତ । ଏପରି ଜିନିଷ ଘର ପାଖରେ ରହିବା ଦ୍ଵାରା ଯେତେ ରୋଜଗାର କରିଲେ ମଧ୍ୟ ଘରର ଉନ୍ନତି ହୋଇନଥାଏ । କାରଣ ଏହି ସବୁ ଭଙ୍ଗାତୁଟା ଜିନିଷ ଗୁଡିକ ଘରର ଉନ୍ନତି ଆଣିବାରେ ବାଧକ ସାଜିଥାନ୍ତି । ଘରର ଦ୍ଵାର ସାମ୍ନାରେ ସିଡି ବନାଇବା ମଧ୍ୟ ଅନୁଚିତ । କାରଣ ଏହା ମଧ୍ୟ ଘରର ବାସ୍ତୁଦୋଷକୁ ବିଗାଡି ଦେଇଥାଏ ।

ଯାହା ଦ୍ଵାରା ଯେତେ ରୋଜଗାର କରିଲେ ମଧ୍ୟ ଘରେ ସବୁବେଳେ କିଛି ନା କିଛି ଅଭାବ ଅନାଟନ ଦେଖାଦେଇଥାଏ । ଘରର ସାମ୍ନାରେ ବିଦ୍ୟୁତ ତଥା ଟେଲିଫୋନ ଖୁମ୍ବ ମଧ୍ୟ ରଖିବା ଅନୁଚିତ । ନଚେତ ସେହି ଘର ପରିବାର ଲୋକଙ୍କୁ ଅନେକ କିଛି ସ୍ଵାସ୍ଥ ସହ ଜଡିତ ସମସ୍ଯା ସାମ୍ନା କରିବାକୁ ପଡିଥାଏ ।
ଘରର ସାମ୍ନାରେ ପଳାଶ ଗଛ ରହିଥାଏ ।ତେବେ ସେହି ଘରର ମୁରବୀ ବାହାର ସ୍ଥାନରେ ମାନସମ୍ମାନର ଅଧିକାରୀ ହୋଇପାରିନଥାନ୍ତି । ଘରର ମୁଖ୍ୟଦ୍ଵାର ସାମ୍ନାରେ ଯଦି ତେନ୍ତୁଳୀ ଗଛ ରହିଥାଏ । ତେବେ ଏହା ମଧ୍ୟ ଘର ପାଇଁ ଅନେକ କିଛି କ୍ଷତି ନେଇ କରି ଆସିଥାଏ । ତେବେ ଘର ସାମ୍ନାରେ ତେନ୍ତୁଳୀ ଗଛ ରହିଥିଲେ । ସେହି ଘରେ କାହାର ନା କାହାର ଅକାଳ ମୃ-ତ୍ୟୁ ଦେଖାଦେଇଥାଏ ।

ତେଣୁ ଭୁଲରେ ମଧ୍ୟ ନିଜ ଘରର ସାମ୍ନାରେ ତେନ୍ତୁଳୀ ବୃକ୍ଷ ଲଗାନ୍ତୁ ନାହିଁ କିମ୍ବା ରଖନ୍ତୁ ନାହିଁ । ଘର ସାମ୍ନାରେ ଓସ୍ତ ବୃକ୍ଷ ରହିଥିଲେ, ଭୁତପ୍ରେତ ତଥା ନକରାତ୍ମକ ଶକ୍ତିର ପ୍ରଭାବ ସେଠାରେ ଦେଖା ଯାଇଥାଏ । ଘରର ସାମ୍ନାରେ କ୍ଷୀର ବାହାରୁଥିବା ଗଛ ରହିବା ଦ୍ଵାରା ଘରର ବିନାଶ କରିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଅଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ