ମହା ବିପଦରେ ହୀରାକୁଦ, ଭାଙ୍ଗିଯିବ ବୋଲି ହେଲାଣି ଆଶଙ୍କା !

ଘାରିଲାଣି ଭୟ ବିପଦରେ ପଡିବ କି ହୀରାକୁଦ ଜଳଭଣ୍ଡାର ? ମାଡି ଆସିବ କି ପ୍ରଳୟ ପାଣି ହେବ କି ବନ୍ୟା ? ହୀରାକୁଦ ଡ୍ୟାମ ଅସୁରକ୍ଷିତ ବୋଲି ଧରିଲାଣି ଆଲୋଚନା । ଜଳ ଜଳ ହୋଇ ଦିଶୁଛି ଫାଟ ହୋଇ ଯାଆନ୍ତୁ ସାବଧାନ ! ହଁ ଦର୍ଶକ ବନ୍ଧୁ ଏବେ ଓଡ଼ିଶାକୁ ମାଡି ଆସୁଛି ମହା ବିପଦ । ସାରା ଓଡିଶା ବୁଡି ଯାଇପାରେ ପାଣିରେ । ଭାବିଲା ବେଳକୁ ଆଉ କିଛି ନ ଥିବ । ହୀରାକୁଦ ଜଳ ଭଣ୍ଡାର କୁ ନେଇ ଏବେ ଏମିତି କିଛି ଆଶଙ୍କା ସୃଷ୍ଟି ହୋଇଛି ।

ଏ କେଉଁ ମାଳିକା ବଚନ ନୁହେଁ କି ଶାସ୍ତ୍ର ବାଣୀ ନୁହେଁ ଏ କଥା ପୁରା ସତ ଘଟଣା । ହୀରାକୁଦ ବନ୍ଧା ଫାଟି କି ଅଛି ଆଉ ଜଳ ଭଣ୍ଡାର ବିପଦରେ ପଡିଛି । ସେଥିପାଇଁ ଓଡିଶାର ଲୋକେ ଭୟଭୀତ ହୋଇ ରହିଲେଣି । କେଉଁ ମୂହୁର୍ତ୍ତ ରେ ବି ହୀରାକୁଦ ଜଳ ଭଣ୍ଡର କୁ ବିପଦ ବୋଲି ବୋଲି ବିଶେଷଜ୍ଞ କହୁଛନ୍ତି । ଆଉ ଏବେ ହୀରାକୁଦ ଜଳ ଭଣ୍ଡାର କୁ ବିପଦ ମାଡି ଆସୁଛି ।

ଯାହାକୁ ନେଇ ଆଲୋଚନା ସୃଷ୍ଟି ହୋଇଛି । ପ୍ରତି ବର୍ଷ ଓଡିଶାରେ ବନ୍ୟା ସ୍ଥିତି ଦେଖା ଯାଉଛି । ଓଡିଆରେ ପାଣିପାଗ ପାଖରେ ଥିବା ସମୁଦ୍ର ଓ ମହାନଦୀ ପାଇଁ ବନ୍ୟା ହୋଇଥାଏ । ତେଣୁ ପ୍ରତି ବର୍ଷ ହେଉଥିବା ବନ୍ୟା କୁ ରୋକିବା ପାଇଁ ହୀରାକୁଦ ଡ୍ୟାମ ରହିଛି । ଏହି 2ଟି ବନ୍ଧ ଓଡିଶାରେ ବନ୍ୟା ର ବିପଦ କିଛି ମାତ୍ରା ରେ କମ ହୋଇଯାଇଥାଏ ।

ପ୍ରାୟ ଅଧା ଜଳକୁ ଏହି 2 ବନ୍ଧା ନିଜ ଗର୍ଭରେ ନେଇ ଯାଇଥାନ୍ତି । ଆଉ ଯେବେ ପଣି ଫୁଲ ହୋଇଯାଏ ସେତେବେଳେ ଗେଟ ଖୋଲି ଦିଆଯାଏ । ଆଉ ସେହି ଗେଟ ଦେଇ ବାହାରୁଥିବା ପାଣି ସାରା ଓଡିଶାର ଖେଳିଯାଏ । ତେଣୁ ଅନୁମାନ କରି ହେଉଛି ଯେଉଁଠି ଗୋଟେ ଗେଟ ଖୋଲିଲେ ଏତେ ବିପଦ ରହିଥାଏ ସେଠାରେ ସବୁ ଗେଟ ଯଦି ଖୋଲାଯାଏ ତେବେ କଣ ହେବ ସ୍ଥିତି ।

ଆଉ ଏବେ ହୀରାକୁଦ ବନ୍ଧ ଉପରେ ମୁଣ୍ଡରେ ଓଡିଶା ଓ ଛତିଶଗଡ ରେ ପହିଲି ବର୍ଷା ମୌସୁମୀ ବର୍ଷା ପରେ ଜଳ ଭଣ୍ଡର ବୃଦ୍ଧି ପାଇଛି । ଏହା ସହ ଜଳ ଭଣ୍ଡାରର ଜଳ ସ୍ତର ସାମାନ୍ଯ କୁ ଉପରକୁ ଉଠିଛି । କିଛି ଦିନ ତଳେ ହୀରାକୁଦ ର ଜଳ ସ୍ତର 600.39 ଫୁଟ ଥିବା ବେଳେ ପରେ ତାହା ବୃଦ୍ଧି ପାଇ 600.56 ଫୁଟ ରେ ପହଞ୍ଚି ଥିଲା ।

ଖରା ଦିନରେ ଜଳସ୍ତର ନିମ୍ନଗାମୀ ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି । କଲମା ବ୍ୟାରେଜରେ 9ଟି ଗେଟ ଖୋଲିବା ପରେ ସେଠାରୁ 4000ରୁ ଅଧିକ ଜଳ ନିଷ୍କାସିତ ହେଉଛି । ପ୍ରତି ବର୍ଷ ଏହାର ସୁରକ୍ଷା ପାଇଁ 2 କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ଠିକ ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ । ଠିକ ସମୟରେ ମରାମତି କରାଯାଉ ନାହିଁ ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।