ଭାଙ୍ଗିଯିବ ହୀରାକୁଦ ବୁଡିଯିବ ଓଡିଶା । ରାଜ୍ୟରେ ଚାଲିବ କଳା ଘୁମର ପାଣିର ତାଣ୍ଡବ । ମାଳିକା ବଚନ ସତ ହେବ ହୀରାକୁଦ ବନ୍ଧା ଭାଙ୍ଗିବ । ହୀରାକୁଦ ବନ୍ଧରେ ଫାଟ ଦିଶିଲା ଲୋକଙ୍କ ମନରେ ପାପ ଛୁଇଁଲା । ହଁ ଦର୍ଶକ ବନ୍ଧୁ ମାଳିକା ବଚନ ସତ ହେବ । ହୀରାକୁଦ ବନ୍ଧ ନିଶ୍ଚୟ ଭାଙ୍ଗିବ । 24 ଅଙ୍କରେ ଓଡିଶା ହୋଇବ ଜଳମଗ୍ନ । ପାଣି ପ୍ରଳୟରେ ଭାସିଯିବ ରାଜ୍ୟ । ସ୍ଥିତି ହେବ ଅସମ୍ଭାଳ ।
ହୀରାକୁଦ ଜଳ ଭଣ୍ଡାର ଦିନେ ଭାଙ୍ଗିବ ଆଉ ସାରା ଓଡିଶାରେ ପ୍ରଳୟ ସୃଷ୍ଟି ହେବ । ସାରା ରାଜ୍ୟ ପାଣିରେ ବୁଡିବ ଆଉ ଲୋକେ କଲବଲ ହେବେ । ଏମିତି କିଛି ବର୍ଣ୍ଣିତ ଥିଲା ମାଳିକା ରେ । ଆଉ କଣ ଏହା ସତ ହୋଇଯିବ କି ? କାରଣ ହୀରାକୁଦ ଡ୍ୟାମରେ ଦେଖା ଦେଇଛି ଫାଟ । ଦିନକୁ ଦିନ ହୀରାକୁଦ କୁ ବିପଦ ମାଡି ଆସୁଛି । ତା ହେଲେ ସତରେ କଣ ମାଳିକା ର ଚନ ସତ ହେବ ଆଉ ହୀରାକୁଦ ଭଣ୍ଡର ଭାଙ୍ଗିଯିବ ।
ଯାହା ପାଇଁ ଓଡିଶାରେ ଜଳମଗ୍ନ ହେବ । ହୀରାକୁଦ ବନ୍ଧରେ ଫାଟ ଦେଖାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଣି ଏମିତି ଚର୍ଚ୍ଚା କୁ ଦର୍ଶାଉଛି ମାଳିକା ରେ ବର୍ଣ୍ଣିତ ଥିବା ଘଟଣା । ମାଳିକା ରେ କଥା ସହ ବର୍ତ୍ତମାନ ର ଦେଖା ଦେଇଥିବା ଫାଟ କୁ ଦେଖିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ । ହୀରାକୁଦ ଡ୍ୟାମ ଭାଙ୍ଗିଲେ ସାରା ଓଡିଶା ପାଣି ରେ ବୁଡିଯିବ ।
ଖାଲି ପ୍ରଳୟ ନୁହେଁ ବରଂ ସୃଷ୍ଟି ହେବ ମହା ପ୍ରଳୟ । ମାଳିକା ରେ ହୀରାକୁଦ ଭନ୍ଧ ଭାଙ୍ଗି ବୋଲି ସୂଚନା ରହିଛି ମାନେ ଏହା ସତ ହେବା ନିଶ୍ଚିନ୍ତ ଅଟେ । କିନ୍ତୁ କଣ ଏତେ ଜଲ୍ଦି ଏହା ସତ ହେବ କି ? ହୀରାକୁଦ ବନ୍ଧା ଭାଙ୍ଗିଲେ ଖାଲି ଓଡିଶା ନୁହେଁ ବରଂ ଅନେକ ରାଜ୍ୟକୁ ବିପଦ ମାଡି ଆସିବ । ଯେଉଁ ହୀରାକୁଦ ର 5ଟି ଗେଟ ଖୋଲିଲେ 15ଟି ଜିଲା ବୁଡିଯାଏ ସେହି ହୀରାକୁଦ ବିପଦରେ ପଡିଲେ ସ୍ଥିତି କଣ ହେବ ତାହାକୁ ନେଇ ଏବେ ଚିନ୍ତିତ ।
ଛତିଶଗଡ ସରକାର ଙ୍କୁ ଓଡିଶା ସରକାର ବୈଠକ କୁ ଡକାଇ ଥିଲେ । କିନ୍ତୁ ଛତିଶଗଡ ସରକାର ବୈଠକ କୁ ଆସି ନ ଥିଲେ କି କୌଣସି ତଥ୍ୟ ଜଳ ଭଣ୍ଡାରକୁ ନେଇ ଓଡିଶା କୁ ଦେଉ ନାହିଁ । ସରକାର ଏବେ ଅଭିଜ୍ଞ ଟିମ ଗଠନ କରି ଫାଟ ମରାମତି କରିବାକୁ ଚିନ୍ତା ଅରୁଛନ୍ତି । ଏବେ ଠାରୁ ଯଦି ଫାଟ କୁ ମରାମତି ନ କରାଯାଏ ତେବେ ବହୁତ ଜଲ୍ଦି ମାଳିକା ର କଥା ସତ୍ୟ ହୋଇପାରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।