ବନ୍ଧୁଗଣ ନମସ୍କାର । ଆପଣ ମାନେ ଜାଣିଥିବେ ଜୁନ 29 ତାରିଖ ରେ ପ୍ରିୟେ ତୁ ମୋ ସି ଫିଲ୍ମ ଟି ରିଲିଜ ହୋଇଛି । ଯାହାକୁ ଦେଖିବାକୁ ସହ ସହ ଲୋକ ହଲ କୁ ଯାଇଥିଲେ । ତେବେ ଏହି ଫିଲ୍ମ ଟି ଅନୁସୂଚିତ ଜାତି କୁ ନେଇ ଅଭିନୀତ ହୋଇଛି । ଯାହା ଅନୁସୂଚିତ ଜାତି ର ଲୋକଙ୍କୁ ଖୁବ ଆଘାତ ପହଞ୍ଚାଇଛି । କାରଣ ଏହି ଫିଲ୍ମ ରେ ଅନୁସୂଚିତ ଜାତି କୁ ନିଚ୍ଚା ଦେଖା ଯାଇଛି ।
ଏହା ସହ ଏହି ଫିଲ୍ମ ରେ ଛୁଆଁ ଅଛୁଆଁ କୁ ନେଇ ମଧ୍ୟ କିଛି ଦ୍ରୁଶ୍ଯ ଚିତ୍ରମାନ ହୋଇଛି । ଯାହାକୁ ନେଇ ବିରୋଧ କରା ଯାଇଛି । ଏହି ଫିଲମ ନାୟିକା ଅନୁସୂଚିତ ଜାତିର ହୋଇଥିବା କାହିଙ୍କୁ ସାଆନ୍ତାଣୀ ଙ୍କ ପୁଅ କୁ ଭଲ ପାଇଲା ତାହା ଦର୍ଶା ଯାଇଛି । ଅଭିନେତ୍ରୀ ଝିଲିକ ଓ ସୁଧାଂଶୁ ସାହୁ ଙ୍କ ବିରୁଦ୍ଧରେ ଏବେ ଆରମ୍ଭ ହୋଇ ଯାଇଛି ଆନ୍ଦୋଳନ ର ନିଆଁ ।
ସେଦିନ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଆଉ ଏବେ ଭୁବନେଶ୍ଵର ସ୍ଵାତି ହଲ ସାମନାରେ ଆନ୍ଦୋଳନ ର ନିଆଁ ତୀବ୍ର ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦଳିତ ଆଦିବାସୀ ମହା ସଂଘ ରେ ରାଜ୍ୟ ସଭାପତି ଲିଟୁ ଦାସଙ୍କ ସହ ତାଙ୍କ କର୍ମୀ ମାନେ ଆନ୍ଦୋଳନ କରୁଛନ୍ତି । ଗତ ଜୁନ 29ରେ ପ୍ରିୟେ ତୁ ମୋ ସି ଫିଲ୍ମ ଟି ରିଲିଜ ହୋଇଥିଲା ।
ଆଉ 1 ଜୁଲାଇରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଏବେ ଭୁବନେଶ୍ଵର ସ୍ଵାତି ହଲ ସାମନାରେ ଆନ୍ଦୋଳନ ହୋଇଛି । ଝିଲିକ ଭଟ୍ଟାଚାର୍ଜ୍ୟ ଓ ସୁଧାଂଶୁ ସାହୁ ଙ୍କୁ ଗିରଫ କରିବା ପାଇଁ ଏହି ଆନ୍ଦୋଳନ ରେ ଦାବି ହୋଇଛି । ତେବେ ଘଟଣା ସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ବୁଝା ସୁଝା କରୁଛି । ହେଲେ ଆନ୍ଦୋଳନ କାରୀ ମାନେ ବୁଝିବା ପାଇଁ ଆରାଜି ହେଉଛନ୍ତି ।
ଅନୁସୂଚିତ ଜାତି କୁ ଆକ୍ଷେପ କରି ଏହି ଫିଲ୍ମ ଟି ତିଆରି ହୋଇଥିବା ନେଇ ଦଳିତ ଆଦିବାସୀ ମାନେ ଆଜି ରାଜ ରାସ୍ତା କୁ ଓଲହାଇ ଛନ୍ତି । ଏବେ ଏମାନଙ୍କର ଗୋଟେ ଦାବି ହେଉଛି କି ଝିଲିକ ଭଟ୍ଟାଚାର୍ଜ୍ୟ ଓ ସୁଧାଂଶୁ ସାହୁ ଙ୍କୁ ଗିରଫ କରିବା ପାଇଁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ତେବେ ଏହି ଘଟଣା ଆଗକୁ ଏଉନ ରୂପ ନେବ ତାହାକୁ ନେଇ ଏବେ ସମସ୍ତେ ଅପେକ୍ଷା ରେ ଅଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।