ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ଘରକୁ ଆଣନ୍ତୁ ଏହି ଗୋଟିଏ ଗୁପ୍ତ ଜିନିଷ ! ରାତାରାତି ହୋଇଯିବେ ମାଲାମାଲ୍

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପବିତ୍ର ଶ୍ରାବଣ ମାସ ଜୁଲାଇ ମାସ ୪ ତାରିଖରୁ ଆରମ୍ଭ ହେବ ପାଇଁ ଯାଉଛି। ତେବେ ଆପଣ ମାନେ ବନ୍ଧୁଗଣ ନିହାତି ଭାବେ ଜାଣିଥିବେ । ଯେ ଏହି ଶ୍ରାବଣ ମାସକୁ ପ୍ରଭୁ ଭୋଳାନାଥଙ୍କର ପବିତ୍ର ମାସ ବୋଲି କୁହାଯାଇଥାଏ । କାରଣ ଏହି ମାସଟି ପ୍ରଭୁ ଭୋଳାଶଙ୍କରକୁ ସମର୍ପଣ କରାଯାଇଥାଏ । ତେବେ ମାସ ଆରମ୍ଭ ହେବ ପୂର୍ବରୁ ଯଦି ଆପଣ ଏକ ଗୁପ୍ତ ଜିନିଷକୁ ଆପଣଙ୍କ ଘରେ ଆଣି ରଖିଥାନ୍ତି । ତେବେ ଏହା ଆପଣଙ୍କର ଭାଗ୍ୟକୁ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଥାଏ ।

ଏହା ଆପଣଙ୍କ ଭାଗ୍ୟର ଚାରଚାନ୍ଦ ଲଗାଇଦେଇଥାଏ । ଏହା ସହ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ଯା ମଧ୍ୟ ପ୍ରଭୁ ଭୋଳାନାଥଙ୍କ କୃପାରୁ ଧୀରେ ଧୀରେ ଦୂର ହେବାକୁ ଲାଗିବ । ତେବେ ଏଠାରେ ଆପଣ ମାନଙ୍କୁ କହି ରଖିବା ପାଇଁ ଚାହିଁବୁ । କି ଆସନ୍ତା ଶ୍ରାବଣ ମାସ ଗୋଟିଏ ନୁହେଁ । ବଂର ୨ ଟି ମାସ ହେବା ପାଇଁ ଯାଉଅଛି । ତେଣୁ ଆପଣ ଏହି ଶ୍ରାବଣ ମାସରେ ନିଜ ନିଜର ମନସ୍କାମନା ପ୍ରଭୁ ଭୋଳାନାଥଙ୍କ ଦ୍ଵାରା ପୂରଣ କରିପାରିବେ ।

ଯଦି ଆପ ଶ୍ରାବଣ ମାସର ପ୍ରତ୍ଯେକ ଷୋମବାର ଦିନ ୧ ଲୋଟା ଜଳ ନେଇ ଭଗବାନଙ୍କ ଉପରେ ଚଢାନ୍ତି । ଏହା ଦ୍ଵାରା ଭଗବାନ ଶଙ୍କର ଆପଣ ଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଯାଇଥାନ୍ତି । ଏହା ସହ ସେହି ବ୍ୟକ୍ତି ଉପରେ ନିଜର ଶୁଭଦ୍ରୁଷ୍ଟି ପକାଇଥାନ୍ତି । ହେଲେ ଆପଣ ନିଷ୍ଠା ସହକାରେ ଏହି ପୂଜାପାଠ ଆଦି କାର୍ଯ୍ୟ କରିବା ଉଚିତ ।  ତେବେ ଆପଣ ଏହି ପବିତ୍ର ଶ୍ରାବଣ ମାସରେ ନିଜ ଘରକୁ ୧୦୮ ଟି ବେଲପତ୍ର ନେଇ ଆସନ୍ତୁ ।

 

ତାହାକୁ ଆଣି ଧୋଇ ପରିଷ୍କାର କରି ନିଜର ପୂଜା ଘରେ କୌଣସି ପାତ୍ରରେ ବା କୌଣସି ପୂଜା ଗ୍ରନ୍ଥରେ ଦବାଇ ରଖି ଦିଅନ୍ତୁ । ଏହା ସହ ପ୍ରତ୍ଯେକ ଦିନ ଶିବଙ୍କ ମନ୍ଦିର ଯାଇ ସେଥିରୁ ଗୋଟିଏ ଲେଖାଏଁ ବେଲପତ୍ର ଆପଣଙ୍କୁ ଅର୍ପଣ କରିବାକୁ ପଡିବ ।  ଶ୍ରାବଣ ମାସର ପୂର୍ବରୁ ଘରକୁ ଶିବ ପୁରାଣ ନିହାତି ଭାବେ ଆଣନ୍ତୁ । ତେବେ ଏହି ପୁରାଣକୁ ଆଣି ଆପଣ ପ୍ରତ୍ଯେକ ଦିନ ନିଜ ଠାକୁର ଘରେ ରଖି ପୂଜା କରନ୍ତୁ ।

ଏହା ସହ ପ୍ରତ୍ଯେକ ଶ୍ରାବଣ ମାସର ଷୋମବାର ଦିନ ଏହାର କିଛି ଅଧ୍ୟାୟକୁ ପଢନ୍ତୁ । ଯଦି ଆପଣଙ୍କର ଶତ୍ରୁ ଦିନକୁ ଦିନ ବୃଦ୍ଧି ପାଉଥାନ୍ତି । ଆପଣଙ୍କର ଉନ୍ନତି ଦେଖି ଆପଣଙ୍କୁ ସହି ପାରୁନଥାନ୍ତି । ତେବେ ଏପରି କ୍ଷେତ୍ରରେ ଆପଣ ଏକ ପିତ୍ତଳର ଶିବ ତ୍ରିଶୂଳ ଆଣି ନିଜ ଠାକୁର ଘରେ ସ୍ଥାପନା କରି ତାହାର ପୂଜା ଅର୍ଚନା କରନ୍ତୁ ।

ଦେଖିବେ ଏହି ସବୁ ଉପାୟ ନିଷ୍ଠା ସହକାରେ କରିବା ଦ୍ଵାରା ଭଗବାନ ଶିବଙ୍କର କୃପା ଆପଣଙ୍କ ଉପରେ ନିହାତି ଭାବେ ପଡିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ