ସେଦିନ ଟ୍ରେନ ଦୁର୍ଘଟଣା ପାଇଁ କାନ୍ଦିଥିଲେ ମୋଦୀ, ଆଉ ଗତ କାଲି ହୋଇଥିବା ବସ ଦୁର୍ଘଟଣା ପାଇଁ କାନ୍ଦିଲେ ମୋଦୀ, ଦେଲେ 2 ଲକ୍ଷ ଟଙ୍କା ରାଶି ସହାୟତା

ନମସ୍କାର ବନ୍ଧୁଗଣ । ସେଦିନର ବାହାନଗା ର ଦୁର୍ଘଟଣା ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଆଖି ଛଳ ଛଳ ଲୁହ ଝରାଇ ଦେଇଥିଲେ ମୋସି । ଆଉ ଗତ କାଲୀ ଖବର ପାଇଛନ୍ତି ମୋଦୀ ପୁଣି ଓଡିଶାରେ ଏକ ବସ ଦୁର୍ଘଟଣା ହୋଇଛି ଆଉ 12 ଜଣଙ୍କର ଜୀବନ ଚାଲି ଯାଇଛି । ଏମିତିକି ଏହି ଦୁର୍ଘଟଣାରେ 7ରୁ 8 ଜଣ ଗୁରୁତର ଆହତ ହୋଇଛନ୍ତି । ଆଉ ଜଣଙ୍କୁ କଟକ SCB ମେଡିକାଲ ରେ ସ୍ଥାନାନ୍ତର କରା ଯାଇଛି ।

ଆଉ ଠିକ ସେତିକି ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡେ କାନ୍ଦି ପକାଇଛନ୍ତି । ଆଉ ମୃତକ ଙ୍କ ପରିଜନ ଙ୍କୁ 2 ଲଖା ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଜାତୀୟ ରିଲିଫ ପାଣ୍ଠି ପକ୍ଷରୁ ଏହି ସହାୟତା ଘୋଷଣା କରିଛନ୍ତି । ଏହା ସହ ପ୍ରତେକ ଆହତ ଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ଦିଗପହଣ୍ଡି ବସ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ କୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଲୋକଙ୍କୁ ହରାଇଥିବା ପରିଜନ ଙ୍କୁ ସମବେଦନା ଜଣାଇବା ସହ ତାଙ୍କରା ଆଶୁ ଆରୋଗ୍ଯ କାମନା କରିଛନ୍ତି ମୋଦୀ । ଏହା ସହ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ।

ମୃତକ ଙ୍କ ପରିବାରକୁ ସମଦେବନା ଜଣାଇବା ସହ ଆସୁ ଆରୋଗ୍ଯ କାମନା କରିଛନ୍ତି । ଏମିତି କି ମୃତକ ଙ୍କ ପରିବାରକୁ 3 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଧାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟଯନାୟକ । ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ଏହି ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରା ଯାଉଛି ।

ସେପଟେ ଆହତ ଙ୍କ ଚିକିତ୍ସା ମଧ୍ୟ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟ ପରେ ଆହତ ଙ୍କ ଚିକିତ୍ସା ଲାଗି SRC ପକ୍ଷରୁ 30 ହଜାର ଟଙ୍କା ଲେଖାଏଁ ରାଶି ଘୋଷଣା କରା ଯାଇଛି । ଏ ସବୁ ଭିତରେ କିନ୍ତୁ ବାହାନଗା ରେଳ ଦୁର୍ଘଟଣା ପରେ ଦିଗପହଣ୍ଡି ବସ ଦୁର୍ଘଟଣା ସମସ୍ତଙ୍କୁ ଭୟଭୀତ କରି ଦେଇଛି ।