ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ମହିଳା ମାନେ ହେଉଛନ୍ତି ଦେବୀ ସ୍ଵରୁପା, ଏହି କଥା ତ ଆମେ ଆପଣ ମାନେ ନିହାତି ଭାବରେ ଜାଣିଥିବେ । ତେବେ ମହିଳା ମାନେ ମଧ୍ୟ ୨ ପ୍ରକାରର ହୋଇଥାନ୍ତି । ଗୋଟିଏ ଜାତିର ମହିଳା ମାନେ ଘର ପାଇଁ ସୁଖ ସମୃଦ୍ଧି ଆଣିଥାନ୍ତି । ତ ଅନ୍ୟ ପକ୍ଷରେ କିଛି ମହିଳା ଘର ପାଇଁ ଦୁର୍ଭାଗ୍ୟର କାରଣ ହୋଇଥାନ୍ତି । ତେବେ ଆସନ୍ତୁ ସେହିପରି କିଛି ମହିଳାଙ୍କୁ ନେଇ ଆଲୋଚନା କରିବା । ଯେଉଁ ମହିଳା ମାନଙ୍କ ମନରେ ଗର୍ବ ଓ ଅହଂକାର କିଛି ନଥାଏ ।
ସେମାନେ ଘର ପାଇଁ ଉନ୍ନତିର କାରଣ ହୋଇଥାନ୍ତି । ଏହିପରି ମହିଳା ମାନଙ୍କ ଉପରେ ସଦା ସର୍ବଦା ଲକ୍ଷ୍ମୀ ମା’ କୃପା ଦ୍ରୁଷ୍ଟି ପକାଇ ରଖିଥାନ୍ତି । ମହିଳା ମାନଙ୍କ ଠାରେ ଅଜ୍ଞାନତା ଭାବ ରହିବା ଉଚିତ ନୁହେଁ । ପ୍ରତ୍ଯେକଟି ମହିଳାଙ୍କ ନିକଟରେ ଉପଯୁକ୍ତ ଶିକ୍ଷା ଓ ଜ୍ଞାନ ରହିବାର ଆବଶ୍ୟକତା ରହିଛି । ଯାହା ଦ୍ଵାରା ସେ ଉପଯୁକ୍ତ ମାର୍ଗରେ ନିଜ ଘର ପରିବାରର ଦାୟିତ୍ଵ ନେଇପାରିବେ ।
ମହିଳା ମାନେ ଲୋଭ ଠାରୁ ଦୂରର ରହିବା ହିଁ ଉଚିତ । ଯେଉଁ ମହିଳା ଥରେ ଲୋଭର ବଶବର୍ତୀ ହୋଇଯାଇଥାଏ । ସେହି ମହିଳା ମାନେ ଘରକୁ ଧ୍ବଂଶାବମୁଖୀ ଦିଗରେ ନେଇଯାଇଥାନ୍ତି । ତେଣୁ ନିଜ ସ୍ଵାମୀର ଯେତିକି ରୋଜଗାର ସେତିକି ରେ ସନ୍ତୁଷ୍ଟି ରଖୁଥିବା ମହିଳା ମାନେ ହିଁ ଘର ପାଇଁ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ତେବେ ଆଜି ଆପଣ ଜାଣିବାକୁ ପାଇବେ ।
ଏହା କି ଯେ ମହିଳା ମାନଙ୍କର କେଉଁ ଅଙ୍ଗକୁ ଛୁଇଁବା ଦ୍ଵାରା ପୁରୁଷ ମାନେ ଭାଗ୍ୟବାନ ହୋଇଯାଇଥାନ୍ତି । ପୁରୁଷ ମାନଙ୍କର ଭାଗ୍ୟର ଉଦୟ ହୋଇଯାଇଥାଏ । ତେବେ ଯଦି ଜଣେ ପୁରୁଷ ତା’ ର ଗୁରୁଜନ ମହିଳାଙ୍କର ପାଦ ସ୍ପର୍ଶ କରିଥାଏ । ତେବେ ସେହି ପୁରୁଷର ଭାଗ୍ୟ ଚମକି ଉଠିଥାଏ । ଯେଉଁ ପୁରୁଷ ନିଜ ମା’ କିମ୍ବା ନିଜର କୌଣସି ମଧ୍ୟ ଗୁରୁଜନ ମହିଳାଙ୍କର ପାଦକୁ ଛୁଇଁଥାଏ ।
ତେବେ ସେହି ପୁରୁଷ ନିଜ ଜୀବନରେ ଯେକୌଣସି କାର୍ଯ୍ୟ କରୁ । ସେ ନିଶ୍ଚୟ ସଫଳତା ପାଇଥାଏ ।ବିଳମ୍ବରେ ହେଉ ଅବା ଶୀଘ୍ର କିନ୍ତୁ ନିହାତି ଭାବରେ ତାକୁ ତା’ ର କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥାଏ । କାରଣ ପ୍ରତ୍ଯେକଟି ମହିଳା ଜଣେ ଜଣେ ଦେବୀ ଅଂଶଙ୍କର ଅଂଶ ହୋଇଥାନ୍ତି ।
ତେବେ ଯଦି ଆପଣ ନିଜର ଗୁରୁତ୍ଵପୂର୍ଣ୍ଣ ପ୍ରତ୍ଯେକଟି କାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କ ଗୁରୁଜନଙ୍କ ଆଶ୍ରୀବାଦ ନେଇ କାର୍ଯ୍ୟ କରିଥାନ୍ତି । ତେବେ ଆମକୁ ନିହାତି ଭାବେ କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ