ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତାଙ୍କ ଘର ଭିତରେ କ’ ଣ ଚାଲିଛି, ସେ କଥା ବେଳେବେଳେ ବାହାରକୁ ଚାଲି ଆସୁଛି । ତେବେ ଏପରି କିଛି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ମନ୍ତବ୍ୟ ୟୁଟ୍ଯୁବର MR ଗଜପତି ମିଡିଆ ସାମ୍ନାରେ କହିଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ କାହାକୁ କୁହାଯାଇଥାଏ । ଅନେକ କଳାକାର ଆଜି ପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି । କାଷ୍ଟିଙ୍ଗ କାଉଚ ମାନେ ଯେଉଁ ମାନେ ପ୍ରଥମ କରି କଳାକାର ହେବାକୁ ଆସିଥାଏ ।

ସେହି ପୁଅ ହେଉ ଅବା ଝିଅଙ୍କ ପାଖରେ କ’ ଣ ସବୁ ଆକଟିଂ ସ୍କିଲ ରହିଛି । ତାହାକୁ ଜାଣିବା ପାଇଁ ଏକ ଅଡିସନ ହୋଇଥାଏ । ତାହାକୁ ହିଁ କାଷ୍ଟିଙ୍ଗ କାଉଚ କୁହାଯାଇଥାଏ । ସେଥିରେ ଯେଉଁମାନେ ଆଟିଷ୍ଟ ହେବା ପାଇଁ ଚାହୁଁଥାନ୍ତି । ସେମାନେ ବିଭିନ୍ନ ପ୍ରକାର ଅଭିନୟର ପଦର୍ଶନ କରିବେ ।
ଯେଉଁଥିରୁ ଜାଣି ହୋଇଥାଏ । ଯେ କିଏ କେଉଁ ପ୍ରକାର ଅଭିନୟ ଭଲ ଭାବରେ କରିପାରିବ । ହେଲେ ଆଜିକାଲୀର ବହୁତ କଳାକାର ବିଶେଷ କରି ଝିଅ କଳାକାର ମାନେ କାଷ୍ଟିଙ୍ଗ କାଉଚ ନାମ ଶୁଣିଲେ ମାତ୍ରେ ଅଲଗା କିଛି ଭାବି ଦେଉଛନ୍ତି । ସଙ୍ଗେ ସଙ୍ଗେ କାଷ୍ଟିଙ୍ଗ କାଉଚକୁ ନେଗେଟିଭ ଅର୍ଥରେ ବୁଝି ନେଉଛନ୍ତି ।

ହେଲେ ବର୍ତ୍ତମାନ ଯେଉଁ ପ୍ରଯୋଜକ ଟୁଟୁ ନାୟକଙ୍କ ନାମରେ କାଷ୍ଟିଙ୍ଗ କାଉଚକୁ ନେଇ ବିବାଦ ଉଠିଛି । ଯେଉଁ ଅଭିନେତ୍ରୀମାନେ ମଧ୍ୟ ଟୁଟୁ ଭାଇଙ୍କୁ ଏପରି କାଷ୍ଟିଙ୍ଗ କାଉଚର ଆରୋପ ଲଗାଉଛନ୍ତି । ସେମାନେ ସଂପୂର୍ଣ୍ଣ ଭୁଲ ଅଭିଯୋଗ ଲଗାଉଛନ୍ତି । କାରଣ ଟୁଟୁ ଭାଇ ବ୍ୟକ୍ତିଗତ ସ୍ତରରେ ଜଣେ ବହୁତ ହିଁ ବଢିଆ ଲୋକ ବୋଲି ଆମେ କାହିଁକି ସାରା ଓଡିଶାବାସୀ ଜାଣିଛନ୍ତି ।
ଅନେକ କଳାକାର ଙ୍କୁ ସେ ନିଜ ହାତରେ ସୁପରଷ୍ଟାର କରି ତୋଳି ପାରିଛନ୍ତି । ତେବେ ବିଶେଷ ଭାବରେ ପ୍ରକୃତି ମିଶ୍ର ଯେଉଁ ବଡ ଏକ ଅଭିଯୋଗ ଟୁଟୁ ଭାଇଙ୍କ ଉପରେ ଆଣିଛନ୍ତି । ତେବେ ଏଠାରେ ସ୍ପଷ୍ଟ ହୋଇ ଜଣା ପଡୁଛି । ଯେ ଗତ ଦିନ ମାନଙ୍କରେ ପ୍ରକୃତି ମିଶ୍ର ଓ ବାବୁଶାନଙ୍କ ବିବାଦ ସମୟରେ ଟୁଟୁ ଭାଇ ଯେଉଁ କିଛି ମନ୍ତବ୍ୟ ରଖିଥିଲେ । ସେହି କଥାର ରାଗ ରଖି ହିଁ ପ୍ରକୃତି ମିଶ୍ର ଟୁଟୁ ଭାଇଙ୍କ ଉପରେ ମିଠା କାଷ୍ଟିଙ୍ଗ କାଉଚର ଆରୋପ ଲଗାଉଛି । ତେବେ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ