ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଳିତ ବର୍ଷ ଓଡିଶାର ସବୁଠାରୁ ପ୍ରସିଦ୍ଧ ଯାତ୍ରା ରଥଯାତ୍ରା ଜୁନ ୨୦ ତାରିଖରେ ପଡିବା ପାଇଁ ଯାଉଅଛି । ରଥଯାତ୍ରା ଅବସରରେ ପୁରୀ ଧାମରେ ବହୁତ ବଡ ରଥଯାତ୍ରା ଅନୁଷ୍ଟିତ ହେବା ପାଇଁ ଯାଉଅଛି । ଏହି ପବିତ୍ର ରଥ ଯାତ୍ରା ଅବସରରେ ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଏହି ୫ ଗୋଟି ରାଶି ଉପରେ ପଡିବା ପାଇଁ ଯାଉଅଛି । ତେବେ ସେହି ରାଶି ଧାରଣ କରିଥିବା ବ୍ୟକ୍ତିବିଶେଷ ମାନଙ୍କର ରାଜଯୋଗ ପଡିଅଛି ।

ବୃଷ ରାଶି;- ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଭୁ ଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କର ବିଶେଷ କୃପାଦ୍ରୁଷ୍ଟି ପଡିବା ପାଇଁ ଯାଉଅଛି । ଏହି ରାଶିରେ ଆକସ୍ମିକ ଧନପ୍ରାପ୍ତି ହୋଇପାରେ। ଏମାନଙ୍କୁ ତାଙ୍କ ଜୀବନରେ ବହୁତ ବଡ ସଫଳତା ମିଳିବା ପାଇଁ ଯାଇଅଛି । ସମାଜରେ କିଛି ମହତ୍ଵପୂର୍ଣ୍ଣ କାର୍ଯ୍ୟ କରିବାର ସୁଯୋଗ ପାଇବେ । ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ଉନ୍ନତି ଘଟିବ ।
ସିଂହ ରାଶି ;- ଏହି ରାଶି ଉପରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କୃପା ବନି ରହିବ । ଯେଉଁ କାରଣରୁ ଏହି ରାଶିର ଭାଗ୍ୟ ତାଙ୍କ ସପକ୍ଷରେ ରହିବ । ଏହା ସହ ଘର ପରିବାରରେ ମଧ୍ୟ ଉତ୍ତମ ବୁଝାମଣା ରହିବ । ଆପଣଙ୍କ ଜୀବସାଥିର ଆପଣଙ୍କୁ ସାହାଜ୍ଯ ମିଳିବ । ଚାକିରୀ କରୁଥିବା ବ୍ୟକ୍ତି ମାନେ ଚାକିରୀ କ୍ଷେତ୍ରରେ ମାନ, ସମ୍ମାନର ଅଧିକାରୀ ହେବା ସହ ପଦ୍ଵନ୍ନତି ମଧ୍ୟ କରି ପାରନ୍ତି ।

କନ୍ୟା ରାଶି ;- ଏହି ରାଶି ଉପରେ ବିଶେଷ ଭାବେ ମା’ ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିବ । ଯେଉଁ କାରଣରୁ ଆପଣ କରିଥିବା ପରିଶ୍ରମର ମୂଲ୍ୟ ଆପଣଙ୍କୁ ଯଥା ଶୀଘ୍ର ମିଳିପାରିବ । ଆପଣଙ୍କ ଉପରେ ଥିବା କାହାର କୁନଜର ମଧ୍ୟ ଦୂର ହୋଇଯିବ । ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ରହିବ ।
ତୁଳା ରାଶି ;- ଆପଣଙ୍କର ମଧ୍ୟ ଏହି ପବିତ୍ର ରଥଯାତ୍ରାର ଅବସରରେ ଭାଗ୍ୟ ଚମକିବା ପାଇଁ ଯାଉଅଛି । ଯେଉଁ କାରଣରୁ ଆପଣଙ୍କର ମଧ୍ୟ ଆଗାମୀ ଦିନ ଭଲ ରହିବା ପାଇଁ ଯାଉଛି । ସନ୍ତାନ ମାନଙ୍କ ଠାରୁ ଭଲ ଖବର ଶୁଣିବାକୁ ପାଇପାରନ୍ତି । ଏହା ସହ ଆପଣଙ୍କ ମନ ଓ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବ । ଆର୍ଥିକ ସ୍ଥିତି ମଧ୍ୟ ଆଗ ଅପେକ୍ଷା ଭଲ ରହିବ । ଘରେ କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି ।

କୁମ୍ଭ ରାଶି ;- କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ମଧ୍ୟ ଭାଗ୍ୟରେ ବଡ ପରିବର୍ତ୍ତନ ହେବା ପାଇଁ ଯାଉଅଛି । ଯେଉଁ କାରଣରୁ ଏମାନେ ନିଜର ଅଯଥା ଚିନ୍ତାରୁ ମୁକ୍ତି ପାଇପାରିବେ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନ ମାନଙ୍କ ପରାମର୍ଶ ନେଇ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଜୀବନରେ ଲାଗି ରହୁଥିବା କଷ୍ଟରୁ ମୁକ୍ତି ପାଇବେ ।
ଭଗବାନ ଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ ନାମ ନେଇ ନିଜର କାର୍ଯ୍ୟ କରନ୍ତୁ । ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ୍ ନିହାତି ଭାବେ ମିଳିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ