ଖାଦ୍ୟ ଖାଇବାର ନିୟମ, ସ୍ଵାମୀ ସହିତ ଭୋଜନ କରୁଥିବା ସ୍ତ୍ରୀ ନିଶ୍ଚୟ ଦେଖନ୍ତୁ- Sri krishna Vani

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତି ଭୋଜନ କରିଥାନ୍ତି । କାରଣ ପ୍ରତ୍ଯେକଟି ସଜୀବ ଖାଦ୍ୟ ଗ୍ରହଣ କରିଥାନ୍ତି । ତେବେ ଭୋଜନ କରିବା ସମୟରେ କିଛି କଥା ପ୍ରତି କିନ୍ତୁ ଧ୍ୟାନ ରଖିବା ନିହାତି ଉଚିତ । କାରଣ ଖାଦ୍ୟ ଖାଇବା ସମୟରେ ପ୍ରତ୍ଯେକ ବ୍ୟକ୍ତି ପାଇଁ କିଛି ନିୟମମାନ ରହିଥାଏ । କାରଣ ଖାଦ୍ୟ ଯଦି ସେହି ସବୁ ନିୟମକୁ ମାନି ଖାଇବେ । ତେବେ ତାହା ଭଗବାନଙ୍କ ପ୍ରସାଦ ଆପଣ ପାଇଁ ପାଲଟିଜୀବ ।

ଖାଦ୍ୟ ଖାଇବା ପୂର୍ବରୁ ୨ ହାତ ଓ ୨ ପାଦକୁ ଭଲ ଭାବରେ ଧୋଇ ସ୍ବଚ୍ଛତାର ସହ ଖାଦ୍ୟ ଖାଇବା ଉଚିତ । ଖାଦ୍ୟ ଖାଇବା ପୂର୍ବରୁ ମାତା ଅର୍ଣ୍ଣପୂର୍ଣ୍ଣାଙ୍କୁ ସ୍ମରଣ କରି ତାଙ୍କୁ ପ୍ରଣାମ କରି ଖାଦ୍ୟ ସେବନ କରିବା ଉଚିତ । ମହିଳା ମାନେ ସ୍ନାନାଦି କାର୍ଯ୍ୟ ସାରି ଶୁଦ୍ଧପୂତ ଭାବରେ ରୋଷେଇ କାର୍ଯ୍ୟ ଆରମ୍ଭ କରନ୍ତୁ । କାରଣ ରୋଷେଇ ଘରେ ମା’ ଅର୍ଣ୍ଣପୂର୍ଣ୍ଣାଙ୍କର ନିବାସ ହୋଇଥାଏ । ତେଣୁ ସ୍ନାନ ନକରି ରୋଷେଇ କାର୍ଯ୍ୟ କରନ୍ତୁ ।

ଦରକାର ପଡିଲେ, ମୁହଁ, ହାତ ଧୁଆଧୁଇ ହୋଇ ସମଏ ସମଏ ରୋଷେଇ କରିପାରିବେ । ଖାଦ୍ୟ ଖାଇବା ସମୟରେ ଯଦି କୌଣସି ପଶୁ, ପକ୍ଷୀ ଆପଣଙ୍କ ସମ୍ମୁଖକୁ ଚାଲି ଆସିଥାନ୍ତି । ତେବେ ଆପଣ ତାହାଙ୍କୁ ନିଜ ଖାଦ୍ୟରୁ କିଛି ଅଂଶ ନିହାତି ଭାବେ ଭୋଜନ କରିବାକୁ ଦିଅନ୍ତୁ । ଏହା ଦ୍ଵାରା ମା’ ଅର୍ଣ୍ଣପୂର୍ଣ୍ଣା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ରନ୍ଧନ କାର୍ଯ୍ୟ ସାରିଲା ପରେ ପ୍ରଥମେ ଅଗ୍ନୀଦେବଙ୍କୁ ଖାଦ୍ୟ ଅର୍ପଣ କରି ତାପରେ ନିଜେ ଖାଦ୍ୟ ସେବନ କରନ୍ତୁ ।

ଭୋଜନ କରିବା ସମୟରେ ଉତ୍ତର କିବା ପୂର୍ବ ଦିଗକୁ ମୁହଁ କରି କରିବା ଉଚିତ । ଦକ୍ଷିଣ ଦିଗକୁ କରାଯାଉଥିବା ଭୋଜନ ପ୍ରେତ ମାନଙ୍କୁ ପ୍ରାପ୍ତ ହୋଇଯାଇଥାଏ । ଏହା ସହ ପଶ୍ଚିମ ଦିଗକୁ ମୁହଁ କରି କହିବା ଦ୍ଵାରା ତାହା ପାଚନ ସମୟରେ ଶରୀରରେ ବାଧା ସୃଷ୍ଟି କରିଥାଏ । ଭଙ୍ଗା ବାସନରେ ସେବନ କରିବା ଅନୁଚିତ । ଏହା ସହ ଷୋଊଥିବା ଶେଯରେ ମଧ୍ୟ ସେବନ କରିବା ଅନୁଚିତ ।

ଓସ୍ତ କିମ୍ବା ବରଗଛ ର ଛାଇରେ ଭୋଜନ କରିବା ଅନୁଚିତ । ଛିଡା ହୋଇ କିମ୍ବା ଚପଲ ପିନ୍ଧି ଭୋଜନ କରିବା ଅନୁଚିତ । ଯେଉ ଖାଦ୍ୟରୁ କେଶ ବାହାରିଥାଏ । ସ୍ଵାମୀ ଓ ସ୍ତ୍ରୀ ଗୋଟିଏ ଥାଳିରେ ଭୋଜନ କରିବା ଅନୁଚିତ । ସେହି ଭୋଜନକୁ ପୁନଃ ସେବନ କରିବା ଅନୁଚିତ । ସ୍ଵାମୀ ଆଗେ ଭୋଜନ କରିସାରିବା ପରେ ସ୍ତ୍ରୀ ଭୋଜନ କରିବା ଉଚିତ ।

ଯାହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ ବଢିବା ସହ ସ୍ଵାମୀ ଓ ସ୍ତ୍ରୀ ଉଭୟ ଉଭୟଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ