ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେଶ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟମାନ ଭରି ହୋଇ ରହିଛି । ସେହି ସମସ୍ତ ତଥ୍ୟ ମଧ୍ୟରୁ କିଛି ସାଧାରଣ ଜ୍ଞାନ ଆଜି ଆପଣ ମାନେ ଏହି ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ତେବେ ଆଉ ସମୟ ବିଳମ୍ବ ନଳଋ ଚାଲନ୍ତୁ ସେହି ସମସ୍ତ ଜ୍ଞାନପୂର୍ଣ୍ଣ ତଥ୍ୟ ବିଷୟରେ ଆଲୋଚନା କରିନେବା ।
୧ ;- ସାପ ବିଶର ରଙ୍ଗ କ’ ଣ ଅଟେ ?
ଉତ୍ତର;- ସାପ ବିଶର ରଙ୍ଗ ହଳଦିଆ ଅଟେ ।
୨;- ମ୍ୟାଚିସ ବାକ୍ସର ଉଦ୍ଭାବନ କିଏ କରିଥିଲେ ?
ଉତ୍ତର;- ମ୍ୟାଚିସ ବାକ୍ସର ଉଦ୍ଭାବନ ଜନ୍ ୱାର୍କର କରିଥିଲେ ।
୩;- କେଉଁ ପଶୁର କ୍ଷୀରରୁ ସର୍ବାଧିକ ଲହୁଣୀ ମିଳୁଛି ?
ଉତ୍ତର;- ମଇଁଷି ରୁ କ୍ଷୀରରୁ ସର୍ବାଧିକ ଲହୁଣୀ ମିଳିଥାଏ ।
୪;- ସିଂହର ଗର୍ଜନ କେତେ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥାଏ ?
ଉତ୍ତର;- ସିଂହର ଗର୍ଜନ ୪ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥାଏ ।
୫;- କେଉଁ ଶସ୍ୟର ଚୋପା ଖାଇବା ଦ୍ଵାରା ଶରୀରର ବୃଦ୍ଧି ହେବାରେ ସାହାଜ୍ଯ କରେ ?
ଉତ୍ତର;- ଯଅ ବା ଓଟ୍ସ ଚୋପା ଖାଇବା ଦ୍ଵାରା ଶରୀରର ବୃଦ୍ଧି ହେବାରେ ସାହାଜ୍ଯ କରିଥାଏ ।
୬;- କଞ୍ଚା ମରୀଚ ଖାଇବା ଦ୍ଵାରା ଆମ ଶରୀରରେ କଣ ଲାଭ ହୁଏ ?
ଉତ୍ତର;- କଞ୍ଚା ମରୀଚ ଖାଇବା ଦ୍ଵାରା ଆମ ଶରୀରରେ ରକ୍ତ ସଫା ହୋଇଥାଏ ।
୭;- କେଉଁ ଜୀବ ୧ ବର୍ଷ ପର୍ଯ୍ୟନ୍ତ ଖାଇବା ପିଇବା ବିନା ବଞ୍ଚି ପାରିଥାଏ ।
ଉତ୍ତର;- ବିଛା ହେଉଛି ଏକ ଏପରି ଜୀବ, କିଏକି ୧ ବର୍ଷ ପର୍ଯ୍ୟନ୍ତ ବିନା ଖାଇ, ପିଇ ମଧ୍ୟ ବଞ୍ଚି ପାରିଥାଏ ।
୮;- କେଉଁ ପରିବାରେ ସମସ୍ତ ଭିଟାମିନ ମିଳିଥାଏ ?
ଉତ୍ତର;- ଲାଉ ରେ ସମସ୍ତ ପ୍ରକାର ଭିଟାମିନ ମହଜୁଦ ରହିଥାଏ ।
୯;- କେଉଁ ପନିପରିବା ଖାଇବା ଦ୍ଵାରା ୩୦୦ ରୁ ଅଧିକ ରୋଗ ଭଲ ହୁଏ ?
ଉତ୍ତର;- ସଜନା ବା ମୁନିକା ଖାଇବା ଦ୍ଵାରା ୩୦୦ ରୁ ମଧ୍ୟ ଅଧିକ ରୋଗ ଭଲ ହୋଇଯାଇଥାଏ ।
୧୦;- ମୃତ୍ୟୁ ପରେ ମଧ୍ୟ ଆମ ଶରୀରର କେଉଁ ଅଙ୍ଗ ବଢି ଚାଲିଥାଏ ?
ଉତ୍ତର;- ମୃତ୍ୟୁ ପରେ ମଧ୍ୟ ଆମ ଶରୀରର ନଖ ବଢି ପାରିଥାଏ ।
୧୧;- ଭାରତର ସର୍ବନିନ୍ମ ଜନସଂଖ୍ୟା ବିଶିଷ୍ଠ ରାଜ୍ୟର ନାମ କଣ ?
ଉତ୍ତର;- ଭାରତର ସର୍ବନିନ୍ମ ଜନସଂଖ୍ୟା ବିଶିଷ୍ଟ ରାଜ୍ୟର ନାମ ସିକ୍କିମ ଅଟେ ।
୧୨;- କେଉଁ ଦେଶରେ ପ୍ରଥମ ଆମ୍ବୁଲାନ୍ସ ସେବା ଚାଲୁ ହେଲା ?
ଉତ୍ତର;-ୟୁରୋପ ଦେଶରେ ପ୍ରଥମ ଆମୁଲାନ୍ସ ସେବା ଚାଲୁ ହେଲା ।
୧୩;- କେଉଁ ଦେଶରେ ବିଶ୍ଵର ବୃହତ୍ତମ ବିମାନବନ୍ଦର ରହିଛି ?
ଉତ୍ତର;- ଆମେରିକାର ଦେଶରେ ବିଶ୍ଵର ବୃହତ୍ତମ ବିମାନବନ୍ଦର ରହିଛି ।
୧୪;- କଦଳୀ ସହିତ କଣ ଖାଇଲେ ଜଣେ ବ୍ୟକ୍ତି ମରିଯାଇ ପାରେ ?
ଉତ୍ତର;- କଦଳୀ ସହିତ ଜଣେ ବ୍ୟକ୍ତି ଅଣ୍ଡା ଖାଇଲେ, ମରିଯିବାର ସମ୍ଭାବନା ରହିଥାଏ ।
୧୫;- ଦୁନିଆର ପ୍ରଥମ ଯୋଗ ବିଶ୍ଵବିଦ୍ୟାଳୟ ଦେଶ ବାହାରେ କେଉଁ ଠାରେ ଖୋଲିଥିଲା ?
ଉତ୍ତର;- ଆମେରିକାରେ ଦୁନିଆର ପ୍ରଥମ ଯୋଗ ବିଶ୍ଵବିଦ୍ୟାଳୟ ଖୋଲିଥିଲା ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ, ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ