କିଡନୀ ଖରାପ ପୂର୍ବରୁ ଶରୀର ଦେଇଥାଏ ଏହି 6 ଟି ଲକ୍ଷଣ ! ଜାଣି ନ ପାରିଲେ ଯାଇ ପାରେ ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଡନୀ ହେଉଛି ଆମ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ମାନଙ୍କ ମଧ୍ୟରୁ ଅନ୍ୟତମ । ଶରୀରର ବହୁବିଦ୍ଧ କାର୍ଯ୍ୟ କରିବାରେ ପ୍ରମୁଖ ଭୂମିକା ଆମ ଶରୀରରେ ଥିବା କିଡନୀ ନିଭାଇଥାଏ । ତେବେ ଆମ ଶରୀରରେ ଥିବା ୨ ଟି କିଡନୀ ମଧ୍ୟରୁ ଯଦି ଗୋଟିଏ କିଡନୀ ଖରାପ ହୋଇଯାଇଥାଏ । ତେବେ ଅନ୍ୟ ଏକ କିଡନୀ ଦ୍ଵାରା ଶରୀର ମଧ୍ୟର କିଛି କିଛି କାର୍ଯ୍ୟ ତ ହୋଇଯାଇଥାଏ । ହେଲେ ଯଦି ୨ ଟି ଯାକ କିଡନୀ ଖରାପ ହୋଇଯାଇଥାଏ ।

ତେବେ ମନୁଷ୍ୟ ବଞ୍ଚିବା କଷ୍ଟକର ହୋଇଯାଇଥାଏ । ତେବେ କିଡନୀ ଖରାପ ହେବା ପୂର୍ବରୁ ଶରୀରକୁ ଦେଉଥିବା ୫ଟି ଲକ୍ଷଣ ବିଷୟରେ ଚାଲନ୍ତୁ ଆଲୋଚନା କରିବା । କିଡନୀ ଖରାପ ହେବା ପୂର୍ବରୁ ଦେଉଥିବା ଲକ୍ଷଣ ଗୁଡିକ ହେଉଛି । ଯଦି କୌଣସି ବ୍ୟକ୍ତି ୩୦ ବର୍ଷ ବୟସ ପୂର୍ବରୁ ହାଇ ବ୍ଲଡ଼ପ୍ରେସରର ଶିକାର ହୋଇଥାଏ । ତେବେ ଏନେଇ ଡାକ୍ତରଙ୍କ ତୁରନ୍ତ ପରାମର୍ଶ ନେଇଯିବା ନିତ୍ୟାନ୍ତ ଜରୁରୀ ଅଟେ । କାରଣ ଏହା କିଡନୀ  ଡାମେଜ ହେବାର ମଧ୍ୟ ବହୁ ସମୟରେ ସଂକେତ ଦେଇଥାଏ ।

ଦିତୀୟରେ ଯଦି ପରିସ୍ରା ଫେଣ ଯୁକ୍ତ ହେଉଥିବ । ତେବେ ଏହା ମଧ୍ୟ ଏକ କିଡନୀ ଖରାପ ହେବାର ସଂକେତ ମଧ୍ୟରୁ ଏକ ହୋଇଥାଏ । ତୃତୀୟରେ ଯଦି ଶରୀରର କୌଣସି ଅଙ୍ଗ ସର୍ବାଧିକ ମାତ୍ରରେ ଫୁଲି ଯାଉଥାଏ । ବିଶେଷ କରି ପାଦ ଗୁଡିକ ମୋଟା ମୋଟା ହେଉଜାଉଥାଏ । ତେବେ ଏଥିପ୍ରତି ଜମାରୁ ମଧ୍ୟ ହେଳା କରିବା ଉଚିତ ନୁହେଁ । କାରଣ ଯେତେବେଳେ କିଡନୀ ଖରାପ ହେବାକୁ ଆରମ୍ଭ କରିଥାଏ ।

ସେତେବେଳେ ବ୍ଲଡ଼ର ଠିକ ଭାବେ ବିଶୁଦ୍ଧି କରଣ ହୋଇପାରିନଥାଏ । ତେଣୁ ବ୍ଲଡ଼ର ସଠିକ ଚଳାଚଳ ଅଭାବ କାରଣରୁ କୌଣସି ଅଙ୍ଗରେ ଜମାଟ ବାନ୍ଧି ଏଭଳି ସ୍ଥିତି ଆସିଥାଏ । ଚତୁର୍ଥରେ ଯଦି କୌଣସି କାମ କରିବା ପୂର୍ବରୁ ଶୀଘ୍ର ଥକି ପଡ଼ୁଛନ୍ତି । ବାରମ୍ବାର ଥକାପଣ ସହ ହାଲିଆ ଲାଗୁଥାଏ ।

ତେବେ ଏହା କିଡନୀ ଡାମେଜ ସହ ଅନ୍ୟ କୌଣସି ଶରୀରର ମଧ୍ୟରେ ସୃଷ୍ଟି ହେଉଥିବା ରୋଗର ଲକ୍ଷଣ ମଧ୍ୟ ହୋଇପାରେ । ଯଦି ଶୀତ ଋତୁ ନଥାଇ ମଧ୍ୟ ଆପଣଙ୍କ ଶରୀରକୁ କିଛି ଦିନ ଧରି ଲଗାତାର ଥଣ୍ଡା ଲାଗୁଥାଏ । ତେବେ ଏହାକୁ ଜମାରୁ ମଧ୍ୟ ଅନଦେଖା କରି ନିଜ ଶରୀରକୁ ବିପଦ ମୁଖୀ କରନ୍ତୁ ନାହିଁ ।

ତେବେ ଏହି ଉପରୋକ୍ତ ଲକ୍ଷଣ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଅନୁଭୂତ ହେଉଥାଏ । ତେବେ ଏନେଇ ଡାକ୍ତରଙ୍କ ପରାମର୍ଶ ନେଇଯିବା ଅତ୍ୟନ୍ତ ଜରୁରୀ ଅଟେ । କରଣ ଏହି ସମସ୍ତ ଲକ୍ଷଣ କିଡନୀ ଖରାପ ହେବ ପୂର୍ବରୁ ଶରୀରରୁ ପୂର୍ବରୁ ଦର୍ଶାଇ ଦେଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ