କ୍ଷୀରରେ ଏହି ଜିନିଷ ମିଶାଇ ଫୁଟାଇ ସେବନ କରନ୍ତୁ, ଗୋଟେ ଦିନରେ ସମସ୍ତ Joint Pain ରୁ ମିଳିବ ମୁକ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଣ୍ଠୁ ଗଣ୍ଠିରେ କଷ୍ଟ ଯନ୍ତ୍ରଣା ଏକ ଏପରି ସମସ୍ଯା ଯାହାକି ବର୍ତ୍ତମାନ ସମୟରେ ବହୁତ ଲୋକଙ୍କ ପାଖରେ ଦେଖିବାକୁ ମିଳିଛି । ବହୁ କମ୍ ବର୍ଷ ବୟସରୁ ମଧ୍ୟ ଲୋକମାନେ ଏହି ଆଣ୍ଠୁ, ଅଣ୍ଟା, ହାତ ଓ ଗୋଡର ଜଏଣ୍ଟ ସ୍ଥାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେଣୁ ଏହି ସମସ୍ଯା ପାଇଁ କ୍ଷୀର ଦ୍ଵାରା ପ୍ରସ୍ତୁତ ଏକ ସୁପର ଘରୋଇ ଉପଚାର ଆଜି ଆପଣଙ୍କୁ ଆମେ କହିବ ପାଇଁ ଯାଉଛୁ । ତେବେ ଏହି ଉପଚାର ପାଇଁ ପ୍ରଥମେ କ୍ଷୀରର ଆବଶ୍ୟକତା ରହିଛି ।

କାରଣ କ୍ଷୀରର ସେବନ ଦ୍ଵାରା ଶରୀରରେ କ୍ୟାଲସିୟମର ମାତ୍ରାକୁ ବଢାଇଥାଏ । ଯାହା ଦ୍ଵାରା ହାଡ, ଗଣ୍ଠି ମଜଭୁତ ରହିଥାଏ । ତାପରେ ଏହି ଉପଚାର ପାଇଁ ହଳଦୀ ଓ ଅଦାର ଆବଶ୍ୟକତା ରହିଛି । ହଳଦୀ ଓ ଅଦା ଆପଣଙ୍କ ଗଣ୍ଠିରେ ସୃଷ୍ଟି ହେଉଥିବା ଦରଜ ଓ ପେନ୍ କୁ ଦୂର କରିଥାଏ । ତେବେ ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ୧ ଗ୍କାସ କ୍ଷୀର ଆଣନ୍ତୁ । ସେହି କ୍ଷୀରକୁ ଗରମ କରି ଫୁଟାଇ ଦିଅନ୍ତୁ ।

ସେତେବେଳେ ସେହି ଗରମ ଗରମ କ୍ଷୀରରେ ଅଧା ଚାମଚ ହଳଦୀ ଓ ଅଧ ଚାମଚ ଛେଚା ହୋଇଥିବା ଅଦାକୁ ମିଶାଇ ଦିଅନ୍ତୁ । ଏହା ସହିତ ଏହି କ୍ଷୀରରେ ଖଣ୍ଡେ ଡାଲଚିନି ମଧ୍ୟ ଭାଙ୍ଗିକି ମିଶାଇ ଦିଅନ୍ତୁ । ଏହା ସହିତ ୩ ରୁ ୪ ଟି ଗୋଲମରୀଚ ମଧ୍ୟ ସେଥିରେ ମିଶାନ୍ତୁ । ତାପରେ ଏହି ସମସ୍ତ ଉପକରଣ କ୍ଷୀରରେ ମିଶାଇ ସାରି ଭଲ ଭାବରେ କ୍ଷୀରକୁ ଫୁଟାଇ ଦିଅନ୍ତୁ ।

ତାପରେ ଆପଣଙ୍କ ଏହି କ୍ଷୀରର ସୁପର ରେମିଡି ପ୍ରସ୍ତୁତ ହୋଇଯିବ । ତାପରେ ଏହି କ୍ଷୀରକୁ ଛାଣି ଆପଣ ଦିନରେ ଅତି କମ୍ ରେ ୧ ଥର ନିହାତି ଭାବେ ସେବନ କରନ୍ତୁ । ପାଖାପାଖି ୨୧ ଦିନ ପର୍ଯ୍ୟନ୍ତ ଏହି ରେମିଡିର ସେବନ କରି ଦେଖନ୍ତୁ । ଆଣ୍ଠୁ, ଗଣ୍ଠି, ଅଣ୍ଟା ଆଦି ଶରୀରର ଜଏଣ୍ଟ ପେନ୍ ସମସ୍ଯା ଦୂର ହେବାକୁ ଲାଗିବ ।

କାରଣ ଏହି ରେମିଡିରେ ବ୍ୟବହାର କରାଯାଇଥିବା କ୍ଷୀର ହାଡ, ଗଣ୍ଠିକୁ ମଜଭୁତ କରିଥାଏ । ଏହା ସହ ଗଣ୍ଠି ସ୍ଥାନରୁ ଲମିଯାଇଥିବା ଗ୍ରୀସକୁ ମଧ୍ୟ ବଢାଇଥାଏ । ଏହା ବ୍ଯତୀତ ରେମିଡିରେ ପଡିଥିବା ଅନ୍ୟ ସମସ୍ତ ସାମଗ୍ରୀ ଜଏଣ୍ଟର ପେନ୍ କୁ ଧୀରେ ଧୀରେ କମାଇବା ଆରମ୍ଭ କରିଥାଏ । ବହୁତ ଶୀଘ୍ର ହାତ, ଗୋଡ ଓ ଅଣ୍ଟାର ମୁଭମେଣ୍ଟ ମଧ୍ୟ ଭଲ ଭାବରେ ହୋଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଏହିଭଳି ସ୍ଵାସ୍ଥଜନିତ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ