ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।
1- କେଉଁ ଜୀବ ଆଖି ଦ୍ଵାରା ଶୁଣିପାରେ ?
ଉ: ପାଣିବେଙ୍ଗ ଆଖି ଦ୍ଵାରା ଶୁଣିପାରେ ।
2- କେଉଁ ପକ୍ଷୀକୁ ଛୁଇଁବା ମାତ୍ରେ ମରିଯାଏ ?
ଉ: ଟିଟୋନୀ ପକ୍ଷୀ ।

3- ବିଶ୍ଵର ସବୁଠାରୁ ବଡ ପକ୍ଷୀର ନାମ କଣ ?
ଉ: ଓଷ୍ଟ୍ରିଚ ସବୁଠୁ ବଡ ପକ୍ଷୀ ।
4- କେଉଁ ଗଛର ପତ୍ରରୁ ନୂଆ ଗଛ ସୃଷ୍ଟି ହୋଇଥାଏ ?
ଉ: ଅମରପୋଇ ଗଛର ପତ୍ରରୁ ।
5- କେଉଁ ଜୀବ ଉଭୟ ଆଖି ଓ କାନ ଦ୍ଵାରା ନିଃଶ୍ଵାସ ନେଇପାରେ ?
ଉ: ହରିଣ ।
6- କେଉଁ ଜୀବର ଲାଞ୍ଜ କଟିଗଲେ ରକ୍ତ ବାହାରେ ନାହିଁ ?
ଉ: ଝିଟିପିଟି ର ଲାଞ୍ଜ ।
7- ଦିନ ଅପେକ୍ଷା କିଏ ରାତିରେ ଅଧିକ ଶିକାର କରିଥାଏ ?
ଉ: ବାଘ ରାତିରେ ଅଧିକ ଶିକାର କରେ ।
8- କାହାର ଆଠଟି ଆଖି ଥାଏ ?
ଉ: ମାଙ୍କଡସା ର ଆଠଟି ଆଖି ।
9- କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ ?
ଉ: ଝିଣ୍ଟିକାର ରକ୍ତର ରଙ୍ଗ ନୀଳ ।

10- କେଉଁ ଜୀବ ବଞ୍ଚିଥିବା ପର୍ଯ୍ୟନ୍ତ ତା’ର ଦାନ୍ତ ବଢିଥାଏ ?
ଉ: ହାତୀ ବଞ୍ଚିଥିବା ଯାଏଁ ତା’ର ଦାନ୍ତ ବଢେ ।
11- କେଉଁ ପକ୍ଷୀର ଦାନ୍ତ ଥାଏ ?
ଉ: ବାଦୁଡିର ଦାନ୍ତ ଥାଏ ।
12- ତରଭୁଜ ଖାଇଲେ କେଉଁ ରୋଗ ଶୀଘ୍ର ଭଲ ହୋଇଯାଏ ?
ଉ: ରକ୍ତହୀନତା ।
13- ଗୋଟିଏ ବର୍ଷରେ କେତେ ଘଣ୍ଟା ହୋଇଥାଏ ?
ଉ: 365 ଦିନ = 8760 ଘଣ୍ଟା ।
14- କିଏ ଜନ୍ମ ହେବାର ଦୁଇ ମାସ ଯାଏଁ ଶୋଇ ରୁହେ ?
ଉ: ଭାଲୁ ଜନ୍ମ ହେବାର ଦୁଇ ମାସ ଯାଏଁ ଶୋଇ ରୁହେ ।
15- କେଉଁ ସାମୁଦ୍ରିକ ପ୍ରାଣୀ ତା’ ଛୁଆକୁ ନିଜ ମୁହଁରେ ରଖି ବୁଲୁଥାଏ ?
ଉ: କୁମ୍ଭୀର ନିଜ ଛୁଆକୁ ମୁହଁରେ ରଖି ବୁଲେ ।

16- କେଉଁ ଗଛ ମନୁଷ୍ୟ ଓ ପଶୁ ପକ୍ଷୀଙ୍କୁ ଖାଇ ଯାଏ ?
ଉ: ମାକ୍ରାଡି ଗଛ ମନୁଷ୍ୟ ଓ ପଶୁ ପକ୍ଷୀଙ୍କୁ ଖାଇଯାଏ ।
17- କଇଁ ଫୁଲ କେଉଁ ସମୟରେ ଫୁଟିଥାଏ ?
ଉ: କଇଁ ଫୁଲ ରାତି ସମୟରେ ଫୁଟିଥାଏ ।
18- ଭାରତର କେଉଁ ରାଜ୍ୟରେ ଗୋଟିଏ ବି ଟ୍ରେନ ଚାଲେ ନାହିଁ ?
ଉ: ମେଘାଳୟ ରାଜ୍ୟରେ ଟ୍ରେନ ଚାଲେ ନାହିଁ ।
19- ରାଣୀ ପିମ୍ପୁଡି କେତେ ବର୍ଷ ଜୀବିତ ରହିପାରେ ?
ଉ: 50 ବର୍ଷ ।
20- କେଉଁ ଜୀବ ଜିଭ ଦ୍ଵାରା ଶୁଣିପାରେ ?
ଉ: ସାପ ଜିଭ ଦ୍ଵାରା ଶୁଣିପାରେ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।