100 ବର୍ଷ ପରେ ସୂର୍ଯ୍ୟପରାଗରେ ବିରଳ ମହାସଂଯୋଗ, କୋଟିପତି ହେବେ ଏହି 4 ରାଶି, ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ 20 ତାରିଖରେ ଲାଗିବାକୁ ଯାଉଛି । ଏହି ପରାଗ ଭାରତ ସହ ଓଡିଶାରେ ଦୃଶ୍ୟମାନ ହେବ ନାହି । ଯେବେ ଚନ୍ଦ୍ରମାର ପରଛାଇ ସୂର୍ଯ୍ୟ ଉପରେ ପଡିଥାଏ ତାହାକୁ ସୂର୍ଯ୍ୟପରାଗ କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପରାଗର ବହୁତ ମହତ୍ଵ ରହିଛି । ସମଗ୍ର ବିଶ୍ବରେ ଏହାର ପ୍ରଭାବ ବିଶେଷ ଭାବେ ପଡିଥାଏ । ପରାଗ ଲାଗିବାର ସମୟ ହେଉଛି ଏପ୍ରିଲ 20 ଗୁରୁବାର ଦିନ ସକଳ 7ଟା 4 ମିନିଟରୁ ଆରମ୍ଭ ହୋଇ ଦିନ 12ଟା 29 ମିନିଟରେ ଶେଷ ହେବ । ଏହି ପରାଗ ମହାକାଶରେ ପ୍ରାୟ 5ଘଣ୍ଟା 25 ମିନିଟ ଯାଏଁ ଲାଗି ରହିବ ।

ଏହି ପରାଗ ଦକ୍ଷିଣ ଆଫ୍ରିକା, ଆଣ୍ଟାଲାଟିକ, ପାଶ୍ଚାତ୍ୟ ଦେଶ ମାନଙ୍କରେ ଦୃଶ୍ୟମାନ ହେବ । ଏହି ସୂର୍ଯ୍ୟପରାଗର ପ୍ରଭାବରେ କିଛି ରାଶିଙ୍କ ଉପରେ ଶୁଭ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସବିଶେଷ ଭାବେ । ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳା ମାନେ କିଛି କଟା କାଟି କିମ୍ବା ଛୁରୀ ଆଦି ଧାରୁଆ ଜିନିଷ ଧରନ୍ତୁ ନାହି ।

ଏହି ସମୟରେ ସିଲେଇ କରିବା ଅନୁଚିତ । ନଚେତ ଏହାର ପ୍ରଭାବ ଶିଶୁ ଉପରେ ପଡିଥାଏ । ଏହି ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହି । ପରାଗ ଲାଗୁଥିବା ସମୟରେ ଗର୍ଭବତୀ ମହିଳା ବାହାରକୁ ଯିବା ନିଷେଧ ଅଟେ । ଏହି ସମୟରେ ଗୋଟେ ନଡିଆକୁ ଧରିକି ବସିଲେ ପରାଗର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡିବ ନାହି । ଏହି ସମୟରେ ଭଗବାନଙ୍କ ନାମ ଜପ କରନ୍ତୁ । ଯେବେ ବି ପରାଗ ସମାପ୍ତ ହେବ ନଡିଆକୁ ଜଳାଭିଷେକ କରିବା ଉଚିତ । ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ କେଉଁ ରାଶିକୁ ଶୁଭ ଫଳ ପ୍ରଦାନ କରିବ ।

ବୃଷ ରାଶି : ଏମାନଙ୍କ ଉପରେ ସୂର୍ଯ୍ୟପରାଗର ଶୁଭ ପ୍ରଭାବ ରହିବ । ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ମାନ ସମାନ ବୃଦ୍ଧି ହେବ । ଆର୍ଥିକ ଦୃଷ୍ଟିରୁ ଫାଇଦା ପାଇବେ । ଧନ ଆସୁଥିବା ମାର୍ଗ ଖୋଲିଯିବ । ଧନ ପ୍ରାପ୍ତି ହେବା କାରଣରୁ ଆପଣ ମାଲାମାଲ ହେବେ ।

ମିଥୁନ ରାଶି : ଆପଣଙ୍କ ପାଇଁ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ବହୁତ ବଡ ସୌଭାଗ୍ୟ ନେଇକି ଆସୁଛି । ଆପଣ ବଡ ବଡ କାମରେ ସଫଳତା ପାଇବେ । ଭାଗ୍ୟ ଆପଣଙ୍କର ସାଥ ଦେବ । ଏଥିପାଇଁ ଆପଣ କୌଣସି ବ୍ୟାପାର ଆରମ୍ଭ କରିବାକୁ ଭାବୁଥିଲେ କରିପାରିବେ ।

ଧନୁ ରାଶି : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବ । ଆଚରଣ ଓ ସ୍ଵଭାବରେ ପରିବର୍ତ୍ତନ ହେବାର ସଂକେତ ରହିଛି । ଆପଣ ସମସ୍ତଙ୍କ ସହ ପ୍ରେମ ଓ ଶାନ୍ତ ଭାବେ ବ୍ୟବହାର କରିବେ । ଆପଣଙ୍କ ମନ ଭଗବାନଙ୍କ ଠାରେ ଅଧିକ ଲାଗି ରହିବ । ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ ।

କର୍କଟ ରାଶି : ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ଏହି ସମୟରେ ଯାନବାହାନ କିଣିପାରନ୍ତି । ପରିବାରରେ ବିବାଦ ହୋଇପାରେ । ମାନ ସମାନ ବୃଦ୍ଧି ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।