ଆଜି ସରୁଛି ଗୋପାଳର ରିମାଣ୍ଡ ଅବଧି, ସାମ୍ନାକୁ ଆସିଲା Naba Dasଙ୍କ ମୃ-ତ୍ୟୁକୁ ନେଇ ନୂଆ ତଥ୍ୟ…. ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ guliକା-ଣ୍ଡ ମାମଲାର ତଦନ୍ତ ଜୋର ସୋରରେ ଚାଲିଛି । ପୋଲିସ ଅଭିଯୁକ୍ତ ଗୋପାଳକୁ ଗିରଫ କରିବା ସହ ରିମାଣ୍ଡରେ ମଧ୍ୟ ନେଇଥିଲା । ଆଉ ଆଜି ଗୋପାଳର ରିମାଣ୍ଡ ଅବଧି ସରିସାରିଛି । ତେବେ ଏହା ପ୍ରଶ୍ନ ଉଠୁଛି କି କଣ ପୋଲିସକୁ ଗୋପାଳ ଠାରୁ ଏଭଳି ଏକ ଘଟଣା ପଛର ପ୍ରକୃତ ସତ ଜଣା ପଡିଲା ନା ଆଉ କିଛି ତଥ୍ୟ ବାକି ରହିଯାଇଛି । ତେବେ ରିମାଣ୍ଡ ସମୟରେ ଗୋପାଳ ଠାରୁ କେଉଁ ସବୁ ପ୍ରକୃତ ସତ ଜଣା ପଡିଛି ତାହା ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା ସମ୍ପୂର୍ଣ ଭାବରେ ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ guliକା-ଣ୍ଡ ହୋଇଥିବା ଭଳି ଏକ ବଡ ଘଟଣା ପଛର ସତ ପୋଲିସକୁ ଜଣା ପଡିଛି କି ନାହିଁ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଏହି ଘଟଣା ପଛରେ ଥିବା ଅଭିଯୁକ୍ତ ଗୋପାଳଙ୍କୁ ଗିରଫ କରାଯାଇଛି । ତାଙ୍କୁ ଅନେକ କିଛି ପଚରା ଉଚରା ମଧ୍ୟ କରିଛି ପୋଲିସ ।

ଗୋପାଳକୁ ପୋଲିସକୁ ରିମାଣ୍ଡରେ ଅନେକ କିଛି କଥାର ଖୋଳ ତାଡରେ ଲାଗି ପଡିଥିଲା ପୋଲିସ । ଏହି ରିମାଣ୍ଡ ସମୟରେ ପୋଲିସ ହାତକୁ କେଉଁ ତଥ୍ୟ ଆସିଛି ତାହା ଏବେ ଜାଣିବା ବାକି ରହିଛି ।ରିମାଣ୍ଡ ସମୟରେ ଗୋପାଳ ପାଇଖାନା ଟାଙ୍କିରେ ଫିଙ୍ଗିଥିବା କାଗକ କଥା କହିଥିଲେ । ଯାହାର ଯାଞ୍ଚ ପରେ ପ୍ରକୃତରେ ପୋଲିସ ହାତରେ ସେହି କାଗଜର ଟୁକୁଡା ଲାଗିଥିଲା । କାଲି ଗୋପାଳ ଘରକୁ ପୋଲିସ ଯାଇ ଯାଞ୍ଚ ମଧ୍ୟ କରିଥିଲା ।

ପୋଲିସ ହାତରେ କେଉଁ ତଥ୍ୟ ଲାଗିଛି ତାହା ଏବେ ଜାଣିବା ବାକି ରହିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପୋଲିସକୁ ଏହି ରିମାଣ୍ଡ ସମୟରେ କଣ ଗୋପାଳ ଠାରୁ ମିଳି ପାରିଛି ସଠିକ ତଥ୍ୟ ନା ଆଉ ଥରେ ପୋଲିସ ଗୋପାଳକୁ ନେଇ ପଚରା ଉଚରା କରିବ । ଏଭଳି ଏକ ଘଟଣା ପଛରେ ବ୍ୟକ୍ତିଗତ ଶତ୍ରୁତା ଥିବାର କଥା କୁହାଯାଉଛି ।

ପୁଣି ଆଉ ଥରେ ଗୋପାଳକୁ ଚାରି ଦିନିଆ ରିମାଣ୍ଡରେ ନିଆ ଯିବାର ଅନୁମତି ମିଳିଛି ପୋଲିସକୁ । କ୍ରାଇମବ୍ରାଞ୍ଚ ପୁଣି ଥରେ ଏହି 4 ଦିନିଆ ରିମାଣ୍ଡ ପରେ ବଡ ସତର ପର୍ଦାଫାସ କରିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।