ଆଜିକାଲି ଫଟୋରେ ଅଲଗା ଅଲଗା ଉପାୟରେ ଉଠାଯାଏ ଏବଂ ନୂଆ ନୂଆ ଟେକନିକ ଜରିଆରେ ଆପଣ କାହାର ବି ଫଟୋ କୌଣସି ବି ଏଂଗଲରେ ଉଠାଇ ପାରିବେ । ଫଟୋ ସେହି ସମୟରେ ହିଁ କିଛି କହିଥାଏ ଯେତେବେଳେ ଫଟୋ ନେଉଥିବା ବ୍ୟକ୍ତିର ଟାଇମିଙ୍ଗ ଏବଂ ଏଂଗଲ ସଠିକ ହୋଇ ଥାଏ । ଫଟୋ ମାନଙ୍କର ଆମ ଜୀବନରେ ଗଭୀର ପ୍ରଭାବ ପଡିଥାଏ । ସ୍ମୃତିକୁ ମନେ ରଖିବା ପାଇଁ ଫଟୋ କାମରେ ଆସି ଥାଏ । ପରଫେକ୍ଟ ଟାଇମିଂଗ ଏବଂ ଏଂଗଲ ସହ ନିଆଯାଇଥିବା ଏହି ୧୧ ଟି ଫଟୋ ଆପଣମାନଙ୍କୁ ନିଶ୍ଚିତ ଦେଖିବା ଦରକାର ।
ପରଫେକ୍ଟ ଟାଇମିଂଗ ଏବଂ ଏଂଗଲ ସହ ନିଆଯାଇଥିବା ଏହି ୧୧ ଟି ଫଟୋ
ଆଜି ଆମେ ଆପଣଙ୍କୁ ଇତିହାସର ୧୧ ଟି ଏହିଭଳି ଫଟୋ ଦେଖାଇବୁ ଯାହାର ଟାଇମିଂଗ ଏବଂ ଏଂଗଲ ବହୁତ ଅଧିକ ପରଫେକ୍ଟ ଅଟେ । ଏହି ଫଟୋକୁ ଦେଖି ଆପଣ ବୁଝି ପାରିବେ କି ଏହି ଫଟୋକୁ ଉଠାଇ ଥିବା ବ୍ୟକ୍ତି କେତେ ବୁଦ୍ଧିମାନ ଅଟେ ।
୧. ହଜାର ସୈନିକ ମଧ୍ୟରେ ଛିଡା ହୋଇଥିବା ଜଣେ ମହିଳା ଯିଏକି ପୁରା ଅଲଗା ଲାଗୁଛନ୍ତି ।

୨. ପିସାର ଦ ଲୀନିଂଗ ଟାୱରର ସୁନ୍ଦର ଇଂଟୀରିୟର ଅଟେ ।

୩. ଆମେରିକାରେ ହୋଇଥବା ୯/୧୧ ଆକ୍ରମଣରେ ଜୀବନ ବଞ୍ଚାଇବା ପାଇଁ ଟାୱରରୁ ପଡୁଥିବା କିଛି ଲୋକମାନଙ୍କର ଫଟୋ ।

୪. ବର୍ଷ ୧୯୨୦ରେ ଯାହାର ସ୍ୱିମ ସୂଟର ଲମ୍ବା କମ ହୋଇଥାଏ ତେବେ ତାହ ଉପରେ ଫାଇନ ଲାଗିଥାଏ ।

୫.ବର୍ଷ ୧୯୪୭ରେ ଆମେରିକାର ବୁକକୀପର Evelyn Mchale ‘The Empire State Building’ ରୁ ଡେଇଁ ନିଜର ଜୀବନ ଦେଇ ଦେଇଥିଲେ

୬. ୧୮ତମ ଶତାବ୍ଦୀରେ ଏକ ବ୍ୟାଙ୍କର ତିଜୋରିର କବାଟ ଏମିତି ହେଉଥିଲା ।

୭. ଏହା ବେଜିଙ୍ଗର ଏକ ଟ୍ରାଫିକ କନ୍ଟ୍ରୋଲ ରୁମର ଏକ ସିନ ଅଟେ ।

୮. ନିକୋଲା ଟେସ୍ଲା ନିଜର ପ୍ରୟୋଗଶାଲାରେ ବସିଥିବା ସମୟରେ ଏକ ଫଟୋ ନିଆ ଯାଇଥିଲା ।

୯. ଏହି ଫଟୋରେ ନେଦେରଲ୍ୟାଣ୍ଡର ରାସ୍ତା ଉପରେ ଇଟା କେମିତି ବିଛା ଯାଉଛି ।

୧୦. ଦ୍ଵିତୀୟ ବିଶ୍ଵ ଯୁଧ୍ୟ ସମୟରେ ନିଜର ସବୁକିଛି ହରାଇ ବସିଥିବା ଏହି ପରିବାର ନିଜର ଚାରି ଜଣ ପିଲାଙ୍କୁ ବିକ୍ରି କରିବା ପାଇଁ ନିଷ୍ପତି ନେଇଥିଲେ ।

୧୧. ଏହା ହେଉଛି ଏବେରେଷ୍ଟ ଉପରୁ ଫଟୋ ଯାହାକି ବହୁତ ସୁନ୍ଦର ଦେଖାଯାଉଛି ।

ଯଦି ଏହି ଫୋଟୋଗୁଡ଼ିକ ଆପଣଙ୍କୁ ଭଲ ଲାଗିଥାଏ ତେବେ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।