କଣ ଆପଣଙ୍କୁ ବି ହୋଇଥାଏ ଶରୀରର କଳା ଅଂଶ ଦ୍ଵାରା ଲଜ୍ୟା ଅନୁଭବ, ତେବେ ଏହି ୩ଟି ଘରୋଇ ଉପାୟ ଦ୍ଵାରା କେମିତି ପାଇବେ ମୁକ୍ତି ଦେଖନ୍ତୁ

ଆଜିକାଲି ସମସ୍ତଙ୍କ ମୁଣ୍ଡରେ ଫ୍ୟାସନର ଭୁତ ପସିଛି । ଏହା ଝିଅମାନଙ୍କ ମଧ୍ୟରେ ଅଧିକ ଦେଖାଯାଏ । ଏମିତିରେ ସେମାନେ ଅନେକ ପ୍ରକାରର ଡ୍ରେସ ପିନ୍ଧିଥାନ୍ତି, କିନ୍ତୁ କିଛି ଝିଅମାନେ ନିଜର ଶରୀରର କଳା ଅଂସ ଯୋଗୁ କିଛି ଡ୍ରେସ ପିନ୍ଧି ପାରନ୍ତି ନାହିଁ । କାରଣ ତାଙ୍କ ଲଜ୍ୟା ଅନୁଭବ ହୋଇଥାଏ ।

ଆଜିକାଲି ଜମାନାରେ ପ୍ରାୟତଃ ଝିଅମାନେ ସ୍ଲୀବଲେସ ଟୀଶର୍ଟ, ବ୍ଲାଉଜ, ଗାଉନ ଏବଂ ଶର୍ଟ୍ସ ପିନ୍ଧିବାକୁ ପସନ୍ଦ କରନ୍ତି । କିନ୍ତୁ ବେକ, ଅଂଡରଆର୍ମ୍ସ ଇତ୍ୟାଦି ଜାଗାରେ କାଳ ଅଂସ ଥିବାରୁ କିଛି ଝିଅମାନେ ଏହାକୁ ପିନ୍ଧିବାକୁ କୁଣ୍ଠାବୋଧ କରନ୍ତି । ଏବଂ ଇଚ୍ଛା ଥିଲେ ବି ପିନ୍ଧି ପାରନ୍ତି ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ଶରୀରର କଳା ଅଂସକୁ ଦୂର କରିବା ପାଇଁ କିଛି ଖାସ ଉପାୟ କହିବୁ ।

କାହିଁକି ହୋଇଥାଏ ଶରୀରରେ କିଛି ଅଂସ କଳା ?

ଏମିତିରେ ଶରୀରରେ କଳା ଅଂସ ହେବାର ବିଭିନ୍ନ କାରଣ ହୋଇପାରେ, କିନ୍ତୁ କିଛି ସାଧାରଣ କାରଣ ବିଷୟରେ ଆମେ କହିବାକୁ ଯାଉଛୁ –

୧. ହାର୍ମୋନରେ ଅସଂତୁଳନ

୨. ଫଙ୍ଗାଲ ଇନଫେକସନ

୩. ସନବର୍ନ

୪. ଠିକ ସେ ସଫା ନ କରିଲେ

କେମିତି ଦୂର କରିବେ ଶରୀରର କଳା ଅଂସ ?

ଶରୀରର କଳା ଅଂସ ଦୂର କରିବା ପାଇଁ କିଛି ଘରୋଇ ଉପାୟ ।

୧. ନଡିଆ ତେଲ – ଯଦି ଆପଣ ନିଜ ଶରୀରର କଳା ଅଂସକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନଡିଆ ତେଲର ଉପଯୋଗ କରନ୍ତୁ । ଏଥିପାଇଁ ଆପଣଙ୍କୁ ସବୁଦିନ ରାତିରେ ଶୋଇବା ପୂର୍ବରୁ ନଡିଆ ତେଲରେ ପ୍ରଭାବିତ କ୍ଷେତ୍ରକୁ ମାଲିଶ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ତୁରନ୍ତ ପାର୍ଥକ୍ୟ ଦେଖାଯିବ ।

୨. କଫି ପାଉଡର, ହଳଦୀ ଏବଂ ଲେମ୍ବୁର ପେଷ୍ଟ – ପ୍ରଥମେ ଅଧା ଚାମଚ କଫି ପାଉଡର, ହଳଦୀ ଏବଂ ଅଳ୍ପ ଲେମ୍ବୁ ରସକୁ ମିଶାଇ ତାର ପେଷ୍ଟ କରି ଦିଅନ୍ତୁ ଏବଂ ଏହା ପରେ ଏହାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଶରୀରର କଳା ଅଂସରେ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ବହୁତ ଜଲ୍ଦି ଏହାର ଫଳ ଦେଖିବାକୁ ମିଳିବ ।

୩. ଆଳୁର ପେଷ୍ଟ – ଆଳୁର ପେଷ୍ଟ କଳା ଅଂସକୁ ଦୂର କରିବା ପାଇଁ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ସ୍ନାନ କରିବା ପୂର୍ବରୁ ପ୍ରଥମେ ଆଳୁର ପେଷ୍ଟକୁ ପ୍ରଭାବିତ କ୍ଷତ୍ରରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ଛାଡି ଦିଅନ୍ତୁ ଏବଂ ଏହା ପରେ ଆପଣ ସ୍ନାନ କରି ନିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ବହୁତ ଜଲ୍ଦି ପାର୍ଥକ୍ୟ ଦେଖିବାକୁ ମିଳିବ ।

ସାଙ୍ଗମାନେ ଆଶା କରୁଛୁ କି ଆମର ଏହି ଘରୋଇ ଉପାୟ ଆପଣଙ୍କୁ ଶରୀରରେ କଳା ଅଂଶ ହଟେଇବାରେ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଶେୟାର କରନ୍ତୁ ଓ ଆଗକୁ ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।