ମହଙ୍ଗା ପଡିଲା ପରକୀୟା ପ୍ରୀତି, ପ୍ରେମିକର ମନ ନ ଭରୁଣୁ ଘରକୁ ଯିବାକୁ ବ୍ୟସ୍ତ ହେଉଥିଲା ପ୍ରେମିକା, ଆଉ ତା’ପରେ ପ୍ରେମିକ ଯାହା କଲା ନା… ଦେଖନ୍ତୁ…

ପ୍ରେମିକା ଓ ପ୍ରେମିକ ଉଭୟ ବିବାହିତ । ହେଲେ ପ୍ରେମିକ ସହ କିଛି ବିତାଇବା ପାଇଁ ସ୍ଵାମୀ ଠାରୁ ଲୁଚି ପ୍ରେମିକ ସହ ହୋଟେଲ ଆସିଥିଲେ ମହିଳା । ବନ୍ଦ କୋଠରି ଭିତରେ ପ୍ରେମିକ ସହ ଟିକେ ଖୁସି ହେବାକୁ ସେ ଆସିଥିଲା । ହେଲେ ଏହାରି ଭିତରେ ଡେରି ହୋଇ ଯିବାରୁ ସ୍ଵାମୀଙ୍କ ଫୋନ କଲ୍ ଆସିବାରେ ଲାଗିଲା । ଏହା ଦେଖି ସ୍ଵାମୀ ଫୋନ କଲେଣି ମୋତେ ଏବେ ଛାଡିଦିଅ ଧନ ବୋଲି କହିଥିଲେ ପ୍ରେମିକା । ସେ ଘରକୁ ଯିବା ପାଇଁ ବ୍ୟସ୍ତ ହେଉଥିବା ବେଳେ ସେପଟେ କିନ୍ତୁ ପ୍ରେମିକର ମନ ଭରି ନଥିଲା ।

ପ୍ରେମିକ ଉପରେ ଭରସା କରି ଟିକିଏ ସମୟ ବିତାଇବା ପାଇଁ ଆସିଥିବା ବିବାହିତା ପ୍ରେମିକାକୁ ଶେଷରେ ରାଗରେ ମାରି ଦେଇଥିଲା ପ୍ରେମିକ । ପ୍ରେମିକ ସହ ପୁରା ରାତି କାଟିବାକୁ ମନା କରିବାରୁ ପ୍ରେମିକାକୁ ହ-ତ୍ୟା କରିଦେଲା ପ୍ରେମିକ । ଏଭଳି ଅବୈଧ ସମ୍ପର୍କ ରଖିବା ଉକ୍ତ ବିବାହିତା ମହିଳାଙ୍କ ପାଇଁ କାଳ ହୋଇଛି । ଯେଉଁ ବନ୍ଦ କୋଠରିରେ ଉଭୟ ପ୍ରେମିକ ଓ ପ୍ରେମିକା ମିଶି ରାସଲୀଳା କରୁଥିଲେ ସେହି ରୁମ୍ ରେ ହିଁ ପ୍ରେମିକାକୁ ଜୀବନରୁ ମାରି ଦେଇଛି ପ୍ରେମିକ ।

ପ୍ରେମିକା ସହ ଟିକିଏ ନିରୋଳା ମୂହୁର୍ତ୍ତ କାଟିବା ପାଇଁ ବିବାହିତା ପ୍ରେମିକା ସ୍ଵାମୀ, ପିଲାଛୁଆ ସମସ୍ତଙ୍କୁ ଛାଡି ହୋଟେଲକୁ ଚାଲି ଆସିଥିଲା । ହେଲେ ସ୍ଵାମୀଙ୍କ ଫୋନ ଦେଖି ଯେତେବେଳେ ଘରକୁ ଯିବା ପାଇଁ ପ୍ରେମିକା ଜିଦ୍ ଧରିଲେ ସେତେବେଳେ ମାନସିକ ସନ୍ତୁଳନ ହରାଇ ପ୍ରେମିକ ତାଙ୍କୁ ହ-ତ୍ୟା କରିବାକୁ ପଛାଇଲେନି । ଏଭଳି ଏକ ଅଭାବନୀୟ ଘଟଣା ଗାଜିଆବାଦରେ ଦେଖିବାକୁ ମିଳିଛି ।

ଗାଜିଆବାଦର ଏକ ହୋଟେଲରୁ ଏଭଳି ଏକ ଖବର ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ସ୍ତବ୍ଧ କରି ଦେଉଛି । ମୃ-ତ ପ୍ରେମିକା ଜଣକ ହେଉଛନ୍ତି ଗାଜିଆବାଦର ବାଗପଦରର 44 ବର୍ଷୀୟ ଅର୍ଚ୍ଚନା । ସେ ନିଜ ସ୍ଵାମୀ ରାଜକୁମାର ଓ ପିଲାଛୁଆଙ୍କ ସହ ସୁନାର ସଂସାର ଗଢିଥିଲେ । ହେଲେ ଲୁଚାଛପା ପ୍ରେମ ତାଙ୍କୁ ଏତେ ମଜା ଲାଗିଲା ଯେ ସେ ସମସ୍ତଙ୍କ ଠାରୁ ଲୁଚି ହୋଟେଲକୁ ଆସୁଥିଲେ । ସନ୍ଧ୍ୟା ଯାଇ ରାତି ହେବାରୁ ଅର୍ଚ୍ଚନାଙ୍କ ସ୍ଵାମୀ ବ୍ୟସ୍ତ ହୋଇ ଫୋନ କରିଥିଲେ । ଆଉ ସେତେବେଳେ ଘରକୁ ଯିବାକୁ ବ୍ୟସ୍ତ ହୋଇଥିଲେ ଅର୍ଚ୍ଚନା ।

ହେଲେ ତୃପ୍ତ ହୋଇ ନଥିବା ପ୍ରେମିକ ତାଙ୍କୁ ରାତି ବିତାଇବାକୁ କହିଥିଲା । ଅର୍ଚ୍ଚନା ଅରାଜି ହେବାରୁ ତାଙ୍କର ହ-ତ୍ୟା କରିଦେଲା । ତେବେ ହୋଟେଲ କର୍ମଚାରୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।