ଘରକୁ ଏହି 5 କୀଟ ଆସୁଛନ୍ତି କି ? ଏମାନେ ଦେଇଥାନ୍ତି ମହା ଶୁଭ ସଙ୍କେତ, ଅଚାନକ ପ୍ରାପ୍ତି ହେବ ଧନ ସମ୍ପତ୍ତି

ନମସ୍କାର ବନ୍ଧୁଗଣ, ଆମ ଜୀବନରେ ଭଲ ସମୟ ଆସିବା ପୂର୍ବରୁ ଭଗବାନ  ଆଗରୁ କିଛି ସଙ୍କେତ ଦେଇଥାନ୍ତି । ପ୍ରକୃତିରେ ବାସ କରୁଥିବା ସମସ୍ତ ଜୀବଜନ୍ତୁଙ୍କର ମହତ୍ଵ ରହିଛି । ଛୋଟ କୀଟ ଘରକୁ ବଡ ଖୁସି ଆସିବାର ଶୁଭ ସଙ୍କେତ ଦେଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ପାଞ୍ଚଟି କୀଟ ସମ୍ପର୍କରେ ଯେଉଁମାନଙ୍କର ଆଗମନ ଆପଣଙ୍କ ଘରକୁ ସୁଖ ଶାନ୍ତି ଧନ, ସମ୍ପତ୍ତି ଇତ୍ୟାଦି ଆସିବାର ସଙ୍କେତ ଦେଇଥାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ପାଞ୍ଚୋଟି କୀଟ ସମ୍ପର୍କରେ ।

ମହୁମାଛି: କୁହାଯାଏ ମହୁମାଛି ଖରାପ ସମୟ ଏବଂ ଦାରିଦ୍ରତା ଆସିବାର ସଙ୍କେତ ଦେଇଥାନ୍ତି । ତେଣୁ ଯଦି ଆପଣ ମହୁମାଛିର ଛତା ଆପଣଙ୍କ ଘରେ ଦେଖନ୍ତି ତେବେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ । ମହୁମାଛିର ଛତାରେ ଥିବା ଅସଂଖ୍ୟ କଣା ଆପଣଙ୍କ ଜୀବନରେ ଅସଂଖ୍ଯ ସମସ୍ୟା ସୃଷ୍ଟି କରିଥାନ୍ତି । ବୁଢିଆଣୀ: ଘରେ ବୁଢିଆଣୀର ଜାଲ ହେବା ଅଶୁଭ ହୋଇଥାଏ । ବୁଢିଆଣୀ ଆପଣଙ୍କ ଘରକୁ ଦୁର୍ଭାଗ୍ୟ ନେଇ ଆସିଥାଏ । ତେଣୁ ଆପଣ ନିଜ ଘରକୁ ସର୍ବଦା ସଫା ରଖନ୍ତୁ ।

ପ୍ରଜାପତି: ଆପଣଙ୍କ ଘରକୁ ପ୍ରଜାପତି ଆସିବା ଏକ ଶୁଭ ସଙ୍କେତ ହୋଇଥାଏ । ପ୍ରଜାପତି ନିଜ ସହ ଆପଣଙ୍କ ସୌଭାଗ୍ୟ ଆସିବାର ସୂଚନା ନେଇ ଆସିଥାଏ । ପ୍ରଜାପତି ଘରକୁ ଆସିବାର ଅର୍ଥ ଆପଣଙ୍କୁ ବହୁତ ଶୀଘ୍ର ଏକ ଖୁସି ଖବର ମିଳିବାକୁ ଯାଉଛି । କଳା ଭଅର: ଘରକୁ କଳା ଭଅର ଆସିବା ଶୁଭ ହୋଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣଙ୍କୁ ବହୁତ ଶୀଘ୍ର ବିବାହ ସହ ଜଡିତ ଶୁଭ ଖବର ମିଳିବାକୁ ଯାଉଛି । ଭଅରକୁ ଆପଣ ଭୁଲରେ ମଧ୍ୟ ମାରିବା ଉଚିତ ନୁହେଁ ।

କଳା ପିମ୍ପୁଡି: ଯଦି ଆପଣଙ୍କ ଘରକୁ କଳା ପିମ୍ପୁଡି ଆସୁଥାନ୍ତି ତେବେ ବୁଝିଯିବେ କି ଆପଣଙ୍କ ଘରକୁ ଧନର ଆଗମନ ହେବାକୁ ଯାଉଛି । କଳା ପିମ୍ପୁଡି ମାନଙ୍କୁ ଖାଇବା ଦେବା ଶୁଭ ହୋଇଥାଏ । ଯଦି ଆପଣ ରଖିଥିବା ଚାଉଳ ଡବାରୁ କଳା ପିମ୍ପୁଡି ବାହାରିବାର ଦେଖନ୍ତି ତେବେ ଆପଣଙ୍କ ସଞ୍ଚିନ୍ତ ଧନ ବୃଦ୍ଧି ହେବାର ଏହା ଏକ ସଙ୍କେତ ଅଟେ ।

ଚୁଚୁନ୍ଦ୍ରା: ଯଦି ଦୀପାବଳି ଦିନ ଆପଣ ଚୁଚୁନ୍ଦ୍ରା ଦେଖନ୍ତି ତେବେ ଆପଣଙ୍କ ଜୀବନରେ ଅପାର ଧନ ଆସିବାର ରାସ୍ତା ଫିଟି ଯାଏ । ତେଣୁ ଆପଣଙ୍କ ଘରକୁ ଚୁଚୁନ୍ଦ୍ରାର ଆଗମନ ଧନ ସମ୍ପତ୍ତି ଆସିବାର ସୂଚନା ଦେଇଥାଏ । ଝିଟିପିଟି: ଯଦି ଆପଣଙ୍କ ଘରକୁ ଝିଟିପିଟିର ଆଗମନ ହୁଏ ତେବେ ଏହା ଏକ ଶୁଭ ସଙ୍କେତ ବୋଲି ଜାଣିଯିବେ ।

କଳା ବିଛା ଘରକୁ ଆସିବା ଅଶୁଭ । ଗେଣ୍ଡା ଘରକୁ ଆସିବା ଶୁଭ ହୋଇଥାଏ । ଯଦି ଆପଣ ନିଜ ପୂଜା ଘରେ ସବୁଦିନ ଝିଟିପିଟି ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ଧନର ଆଗମନକୁ ସୁଚାଇ ଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।