ଭାରତର ଟପ୍-10 କ୍ରିକେଟର, ଏମାନଙ୍କ ପାଖରେ ଯେତେ ମହଙ୍ଗା ଘର ଅଛି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ନମସ୍କାର ବନ୍ଧୁଗଣ, କ୍ରିକେଟ ଏକ ଲୋକପ୍ରିୟ ଖେଳ ଅଟେ । ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କ ପାଖରେ ଅମାପ ଧନ ରହିଛି । ସେମାନେ ଗୋଟିଏ ମାସରେ କୋଟି କୋଟି ଟଙ୍କା କମାଇ ଦେଇଥାନ୍ତି । ତେବେ ଆନେକ ବଡ ବଡ ଖେଳାଳିଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିବା ପାଇଁ ଆପଣ ନିହାତି ଚାହିଁଥିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଭାରତୀୟ କ୍ରିକେଟ ଦଳର 10 ସର୍ବଶ୍ରେଷ୍ଠ ଖେଳାଳିଙ୍କ ସମ୍ପର୍କରେ ଯେଉଁମାନଙ୍କ ପାଖରେ ମହଙ୍ଗା ଘର ରହିବା ସହ ରାଜକୀୟ ଜୀବନଶୈଳୀରେ ଜୀବନ ବିତାଉଛନ୍ତି ।

ସୌରଭ ଗାଙ୍ଗୁଲି: ମହାରାଜା ବେହାଲା ପ୍ଲେସରେ ଭାରତର ପୂର୍ବତନ କପ୍ତାନ ରହୁଛନ୍ତି । ସୌରଭ ଗାଙ୍ଗୁଲିଙ୍କ ସେହି ଘରେ 40ଟି ରୁମ ରହିଛି । ତାଙ୍କ ଘରର ସବୁ ରୁମ ରାଜକୀୟ ଢଙ୍ଗରେ କରାଯାଇଛି । ତାଙ୍କ ଘରର ମୂଲ୍ୟ 10 କୋଟିରୁ ବି ବେଶି ଅଟେ । ହାର୍ଦ୍ଧିକ ପଣ୍ଡିଆ: ମୁମ୍ବାଇ ଭଳି ଏକେ ବଡ ସହରରେ ନିଜର ଏକ ଆଲିଶାନ ବଙ୍ଗଳା ତିଆରି କରିଛନ୍ତି । ଏହି ବଙ୍ଗଳା 6 ହଜାର ସ୍କୋୟାର ଫିଟ ଜାଗାକୁ ନେଇ ପ୍ରସ୍ତୁତ । ଏହି ବଙ୍ଗଳାର ମୂଲ୍ୟ 11 କୋଟି ଅଟେ ।

ରବୀନ୍ଦ୍ର ଜାଡେଜା: ଭାରତୀୟ ଟିମର ଏହି ଖେଳାଳି 4 ମହଲାର ଘରେ ରହୁଛନ୍ତି । ସେହି ଘର ଭିତରେ ଅନେକ ସୁବିଧା ରହିଛି । ତେଣୁ ତାଙ୍କ ବଙ୍ଗଳାର ମୂଲ୍ୟ 14 କୋଟିରୁ ଊର୍ଦ୍ଧ୍ଵ ଅଟେ । ସୁନୀଲ ଗଭାସ୍କର: ସୁନୀଲଙ୍କର ଏକ ସନଦାର ଭିଲ୍ଲା ରହିଛି ଗୋଆରେ । ତାଙ୍କର ଏହି ଘର ପାଞ୍ଚ ହଜାର ସ୍କୋୟାର ଫିଟ ଜାଗାରେ ପ୍ରସ୍ତୁତ । ସୁନିଲଙ୍କ ଏହି ଘରର ମୂଲ୍ୟ 21 କୋଟି ଠାରୁ ବେଶି ଅଟେ । ସିଧୁ: ଆପଣ ମାନେ ସିଧୁ ପାଜୀଙ୍କୁ ନିହାତି ଜାଣିଥିବେ ସେ ରହୁଥିବା ଘରର ମୂଲ୍ୟ 25 କୋଟି ଅଟେ । ଆଗରୁ ସେ ଜଣେ ଭଲ କ୍ରିକେଟର ଭାବରେ ପରିଚୟ ପାଇଥିଲେ ।

ରୋହିତ ଶର୍ମା: ମୁମ୍ବାଇ ସହରରେ ସେ ନିଜ ପାଇଁ ଏକ ବଡ ଆପାଟ ମେଣ୍ଟ କିଣିଛନ୍ତି । ଯାହାର ମୂଲ୍ୟ ପ୍ରାୟ 30 କୋଟି ହେବ । ବିରାଟ କୋହଲି: ବିରାଟ ମୁମ୍ବାଇରେ ଏକେ ବଡ ଆପଟମେଣ୍ଟ କିଣିଛନ୍ତି । ଏହା ସହ ହରିୟାଣା ମଧ୍ୟ ଏକ ଆଲିଶାନ ଘର ରହିଛି । ଏହି ଘରର ମୂଲ୍ୟ 80 କୋଟିରୁ ବି ବେଶି ଅଟେ । ବିରାଟ ଦୁନିଆର ସବୁଠାରୁ ଅଧିକ ପଇସା ପାଉଥିବା କ୍ରିକେଟର ଅଟନ୍ତି ।

ସଚିନ ତେନ୍ଦୁଲକର: ସଚିନ ଭାରତୀୟ କ୍ରିକେଟ ଟିମରେ ଜଣେ ବଡ ଖେଳାଳି ଭାବରେ ପରିଚୟ ପାଇଛନ୍ତି । ସଚିନ ତେନ୍ଦୁଲକର ମୁମ୍ବାଇର ବାନ୍ଦ୍ରା ସହରରେ ନିଜର ଏକ ବିରାଟ ଘର ତୋଳିଛନ୍ତି । ସଚିନ ରହୁଥିବା ଘରର ମୂଲ୍ୟ 40 ରୁ 45 କୋଟି ହେବ । ଧୋନି: ମହେନ୍ଦ୍ର ସିଂ ଧୋନି ଏକ ଆଲିଶାନ ଘରେ ରହୁଛନ୍ତି । ସେହି ଘରର ମୂଲ୍ୟ 40 କୋଟିରୁ ବେଶି ଅଟେ ।

ୟୁବରାଜ ସିଂ: ଏହି ଖେଳାଳିଙ୍କ ଘର ଷୋଳ ହଜାର ସ୍କୋୟାର ଫୁଟ ଜାଗାରେ ପ୍ରସ୍ତୁତ ହୋଇଛି । ଏହି ଘରରେ 25ଟି ରୁମ ରହିଛି । ୟୁବରାଜଙ୍କ ଘରର ମୂଲ୍ୟ 70 କୋଟିରୁ ବେଶି ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।