ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରେ । ଆଜି ଦିନ ଟି ବିଦ୍ୟାର୍ଥୀ ଙ୍କ ପାଇଁ ଭଲ ରହିବାର ଅଛି । ଆଜି ଦିନରେ ପ୍ରେମ ଓ ବ୍ୟାପାର ଆରଟି ସ୍ଥିତି ଠିକ ରହିବ । ସ୍ୱାସ୍ଥ୍ୟ ମାଧ୍ୟମ ରହିବ । ଆର୍ଥିକ ଉନ୍ନତି ର ନୂଆ ରାସ୍ତା ଖୋଲିବ । ପଢା ଲେଖାରେ କମ ରୁଚି କାରଣରୁ ପିଲା ମାନେ ଅଳ୍ପ ନିରାଶା ହୋଇ ପାରନ୍ତି । ଭାଇ ଭଉଣୀ ଙ୍କ ସାମାଜିକ ସ୍ଥିତି ରେ ଅପ୍ରତ୍ୟାଶିତ ଓ ଅଚାନକ ବୃଦ୍ଧି ହେବ । ବ୍ୟବସାୟରେ ଅଚାନକ କୌଣସି ବଡ ଲାଭ ହୋଇପାରେ ।
ବୃଷ ରାଶି : ଆଜି ଆପଣଙ୍କ ଜୀବନରେ ଆସୁଥିବା ସବୁ ଦୁଖ କଷ୍ଟର ନିବାରଣ ହେବ । ନିଜର ଆବେଗ କୁ କାବୁ କରନ୍ତୁ । ଆଜି ଆର୍ଥିକ ସ୍ଥିତି ଭଲ ରହିବ । ଆଜି ଦିନରେ ଶତ୍ରୁ ମିତ୍ର ହେବାକୁ ଚେଷ୍ଟା କରିବେ । ଗୁଣ ଜ୍ଞାନ ର ପ୍ରାପ୍ତି ହେବ । ଶୁଭ ସମାଚାର ପ୍ରାପ୍ତି ହେବ । ଆପଣଙ୍କ ଅସ୍ଥିରତା କାରଣରୁ ଲୋକେ ଆପଣଙ୍କ ଠାରୁ ଦୂରେଇ ଯିବେ । ଭେଟି ବା ଉପହାର ପ୍ରାପ୍ତି ହେବ । ବେରୋଜଗାର ଦୂର କରିବାକୁ ପ୍ରୟାସ ସଫଳ ହେବ । ସ୍ୱାସ୍ଥ୍ୟ ଓ ପ୍ରେମ ରେ ସୁଧାର ହେବ । ଚାକିରି ରେ ନବୀନ ଅବସର ମିଳିବ ।
ମିଥୁନ ରାଶି : ସମାଜରେ ଯଶ ଓ କୀର୍ତ୍ତି ରେ ବୃଦ୍ଧି ହେବ । ନିଜର ଚିଡିଚିଡା ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ । ଘରୋଇ କାମରେ ବ୍ୟସ୍ତତା ବୃଦ୍ଧି ପାଇପାରେ । ପରିବାର ରେ କୌଣସି ମାଙ୍ଗଳିକ କାର୍ଯ୍ୟ ର ଆୟୋଜନ ହେବ । ଆପଣ ନିଜ କାମ ପାଇଁ କାହାର ସାହାଜ୍ଯ ନେବେ । ଆଜି ନିଜ କାମ ପ୍ରାର୍ଥୀ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ଓ ଖୁଶିମୟ ରହିବ । ଭାଗ୍ଯର ସହଯୋଗ ମିଳିବ। ଅଚାନକ ଧନ ଲାଭ ହେବାର ଯୋଗ ରହିଛି ।
କର୍କଟ ରାଶି : ଆଜି ଆପଣଙ୍କୁ ନିଜର ଉପଲବ୍ଧି ଉପରେ ଗର୍ବ ଅନୁଭବ ହେବ । କୌଣସି ବନ୍ଧୁ ଙ୍କୁ ଉଧାର ଦେଇଥିବା ଟଙ୍କା ଫେରି ପାଇବେ । ଦରକାର ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହି । ଆଜି ପିତା ଙ୍କ ସହଯୋଗରେ ଜରୁରୀ କାମ ପୁରା କରିବେ । ଆଜି ଆପଣ କାର୍ଯ୍ୟ ସ୍ଥଳରେ ମନ ଲଗାଇ କାମ କରିବେ । ସାଇନ୍ସ ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରହିବାର ଅଛି । କୋଣସି ବିଷୟ ବସ୍ତୁ ବୁଝିବାରେ ବନ୍ଧୁ ଙ୍କ ସହଯୋଗ ନେବେ । କୌଣସି ବଡ ବିବାଦ ହୋଇପାରେ । ତେଣୁ ବଞ୍ଚିତ ରୁହନ୍ତୁ ।
ସିଂହ ରାଶି : ମାତା ପିତା ଙ୍କ ସହଯୋଗରେ ଆର୍ଥିକ କ୍ଷତି ହେବାରୁ ବଞ୍ଚିତ ହେବେ । ଘରୁ ବାହାରିବା ସମୟରେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ନୂଆ ଊର୍ଜା ସଂଚାର ହେବ । ଛାତ୍ର ଙ୍କୁ ଶିକ୍ଷା କ୍ଷେତ୍ର ରେ ସମ୍ମାନ ପ୍ରାପ୍ତ ହେବ । ଆର୍ଥିକ ଲାଭ ର ଅବସର ମଜବୁତ ହେବ । ଆର୍ଥିକ ଲାଭ ହେବ କିନ୍ତୁ ଲାଭ ରୁ ଆର୍ଥିକ ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି । ପିଲା ମାନଙ୍କ ସହ ବିବାଦ କରନ୍ତୁ ନାହି । ସାମାଜିକ ସ୍ତର ରେ ଖ୍ଯାତି ରେ ବୃଦ୍ଧି ହେବ । ବନ୍ଧୁ ମାନଙ୍କ ସହ ଯାତ୍ରା କରିବେ ।
କନ୍ୟା ରାଶି : ବେରୋଜଗାର ଦୂର କରିବାର ପ୍ରୟାସ ବରିଷ୍ଠ ବ୍ୟକ୍ତି ଙ୍କ ସହାୟତାରେ ସଫଳ ହେବ । ଛାତ୍ର ଙ୍କୁ ଗୁରୁଜନ ମାନଙ୍କର ସହଯୋଗ ମିଳିବ । ଅଧିକାରୀ ଆପଣଙ୍କୁ ପ୍ରୋଜେକ୍ଟ ଉପରେ ସହଯୋଗ କରିବେ । ଆପଣଙ୍କୁ ପଦ ବା ଗାରିମା ରେ ବୃଦ୍ଧି ହେବ । ସ୍ଥିତି ଆର୍ଥିକ ପକ୍ଷ ରେ ନଜର ଆସିବ । ଲଭ ଲାଇଫ ରେ ଆପଣନ କର ସମ୍ମାନ ବଢିବ । ଆପଣ ନିଜକୁ ସ୍ଵସ୍ଥ ମନେ କରିବେ । ଆଜି ଆପଣଙ୍କୁ ନିଜର ମେହନତର ଫଳ ନିଶ୍ଚୟ ମିଳିବ । ଆପଣଙ୍କର କିଛି ଅଧୁରା କାମ ରହି ଯାଇପାରେ ।
ତୁଳା ରାଶି : ମନ ରେ ପଜେଟିଭ ବିଚାର ର ପ୍ରଭାବ ରହିବ । ଆଜି ଆପଣଙ୍କୁ ଅଧିକ ଦୌଡ ଧପଡ କରିବାକୁ ପଡିପାରେ । ଆଜି ଆପାଙ୍କ ଦିନ ପ୍ରସନ୍ନତା ଦାୟକ ରହିବ । ନିଜ ପିଲାଙ୍କ ଠାରୁ ଶୁଭ ସମାଚାର ପ୍ରାପ୍ତ ହେବ । ପ୍ରେମ ସମ୍ପର୍କରେ ସଫଳତା ପ୍ରାପ୍ତି ହେବ । ଆପଣ ନିଜର କାମ ପୁରା ଇମାନନ୍ଦାରୀ, ବୁଦ୍ଧିମତା ବ ନିଷ୍ଠା ପୂର୍ବକ କରିବେ । ପରିବାର ର ସମସ୍ୟାର ଅନ୍ତ ଘଟିବ । ଛୋଟ ଛୋଟ କଥାକୁ ନେଇ ପରିବାର ମଧ୍ୟରେ ସମ୍ପର୍କ ରେ ବୃଦ୍ଧି ହେବ । କୌଣସି ନୂଆ ପ୍ରେମ ସମ୍ପର୍କ ସ୍ଥାପନ ହୋଇପାରେ ।
ବିଛା ରାଶି : ଆଜି ଆପଣଙ୍କୁ ବ୍ୟାପାର ଓ ଚାକିରି କ୍ଷେତ୍ର ରେ ବଡ ସଫଳତା ମିଳିବାର ଯୋଗ ରହିଛି । ଆଜି ଆପଣଙ୍କୁ ସନ୍ତାନ ପକ୍ଷ ରୁ ଶୁଭ ସମାଚାର ପ୍ରାପ୍ତ ହେବ । ବିଦ୍ୟାର୍ଥୀ ଅଧ୍ୟୟନ ରେ ବ୍ୟସ୍ତ ରେ ରହିବେ ତଥା ଭଲ ପରିଣାମ ପ୍ରାପ୍ତ କରିବେ । ବ୍ୟାପାରୀ ଲୋକଙ୍କର ବ୍ୟାପାର ଆବଢିବ । ଜୀବନ ସାଥିଙ୍କ ସମ୍ପର୍କ ଉତ୍ତମ ରହିବ । ବୁଡି ଯାଇଥିବା ଟଙ୍କା ଫେରି ପାଇବେ । ଭାଗ୍ଯର ସହଯୋଗ ରହିବ ପ୍ରୟାସ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ଧନୁ ରାଶି : ସୋହାର୍ଦ୍ୟପୂର୍ଣ୍ଣ ପାରିବାରିକ ଜୀବନ ରହିବ । କୌଣସି ମନୋରଞ୍ଜନ ଯାତ୍ରା ବା କାର୍ଯ୍ୟ କ୍ରମ ହୋଇପାରେ । ଆଜି ଦିନ ଟି ଶାନ୍ତି ପୂର୍ବକ ବା ସାବଧାନ ପୂର୍ବକ ରୂପରେ ବ୍ଯତୀତ କରନ୍ତୁ । ନୂଆ କାର୍ଯ୍ୟ ରେ ଅସଫଳତା ପ୍ରାପ୍ତି ହେବାର ଯୋଗ ରହିଛି । ତେଣୁ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହି । କ୍ରୋଧ ଉପରେ ସଂଯମ ରଖନ୍ତୁ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନିଅନ୍ତୁ । ଆଜି ଅସହାୟ ଲୋକଙ୍କୁ ଦାନ କରନ୍ତୁ । ଖର୍ଚ୍ଚ ବଢିବ କାରଣରୁ ଆର୍ଥିକ ସଙ୍କଟ ବହଡିପାରେ । ତେଣୁ ସତର୍କ ରୁହନ୍ତୁ ।
ମକର ରାଶି : ଆଜି ଆପଣ ନିଜର ସ୍ୱାସ୍ଥ୍ୟ କୁ ଅଣଦେଖା କରନ୍ତୁ ନାହି । ମୌସୁମୀ ରୋଗକୁ ନେଇ ସତର୍କ ରୁହନ୍ତୁ । ଚାକିରି ଓ ବ୍ୟାପାର ରେ ସହ କର୍ମୀ ମାନଙ୍କର ସହଯୋଗ ମିଳିବ । ଲମ୍ବା ଯାତ୍ରା ବ କୌଣସି ଧାର୍ମିକ ସ୍ଥଳ କୁ ଯିବାର ଆୟୋଜନ ହୋଇପାରେ । ବିଦେଶରୁ ମିତ୍ର ବା ସ୍ନେହଜନ ଙ୍କ ଠାରୁ ସମାଚାର ମିଳିବାରୁ ଆନନ୍ଦ ପ୍ରାପ୍ତି ହେବ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । କିନ୍ତୁ ଖର୍ଚ୍ଚ ଅଧିକ ରହିପାରେ । ଆପଣଙ୍କ ଯୋଜନା ଫଳପ୍ରଦ ହେବ । ଜୀବନରେ ଯାହା ବି ଇଚ୍ଛା ରହିଛି ତାହା ଧୀରେ ଧୀରେ ପୁରା ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।
କୁମ୍ଭ ରାଶି : ଆଜି ଆପଣଙ୍କୁ ଜୀବନ ସାଥିଙ୍କ ପୁରା ସହଯୋଗ ମିଳିବ । ପ୍ରେମ ସମ୍ପର୍କ ମଜବୁତ ହେବ । ଆପଣଙ୍କର ବାଢୁଥିବା ଆତ୍ମବିଶ୍ଵାସ ଆପଣଙ୍କୁ ଲକ୍ଷ୍ୟ ପୁରା କରିବାରେ ବହୁତ ସାହାଜ୍ଯ କରିବ । ଆପଣ କିଛି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବେ । ଆପଣ ଅନ୍ୟ ଅପେକ୍ଷା ନିଜ ଉପରେ ଅଧିକ ଧ୍ୟାନ ଦେବେ । ଆଜି ସନ୍ଧ୍ୟା ରେ ପରିବାର ସହ ଅଧିକରୁ ଅଧିକ ସମୟ ବ୍ଯତୀତ କରିବାକୁ ଚେଷ୍ଟା କରନ୍ତୁ । ଲେଖନ କାର୍ଯ୍ୟ ଓ ବୌଧିକ କ୍ଷେତ୍ର ରେ ସକ୍ରିୟ ରହିବେ ।
ମୀନ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଅଫିସରେ ଆପଣ ନିଜ କାମକୁ ନେଇ ସନ୍ତୁଷ୍ଟ ଅନୁଭବ କରିବେ । ପରିବାର ଜନ ଙ୍କ ସହ ସମୟ ଆନନ୍ଦ ପୂର୍ବକ ରହିବ । ଯଦି କୌଣସି ବନ୍ଧୁ ଙ୍କ ସହ ସମସ୍ଯା ହୋଇଛି ତେବେ ବହୁତ ଜଲ୍ଦି ଏହାର ସମାଧାନ ହୋଇଯିବ । ଆପଣ ନିଜ ଭୁଲ ବୁଝି ବନ୍ଧୁ ଙ୍କୁ କ୍ଷମା ମାଗିବେ । ଆଜି ଆପଣ ବହୁତ ଆତ୍ମବିଶ୍ଵାସ ରେ ଭାରି ରହିବେ । ବିଜେନେସ ରେ ବଡ ଫାଇଦା ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।