ଆଜିର ରାଶିଫଳ, 14 ଅକ୍ଟୋବର 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ପ୍ରେମ ସମ୍ପର୍କ ମଜବୁତ ହେବ । ଆପଣଙ୍କର ଛୋଟ ଭୁଲ ଆପଣଙ୍କ କ୍ରୋଧର କାରଣ ହୋଇପାରେ । ନିଜର ଭୂଲର ଅନୁଭବ କରିବା ପରେ ଆପଣ ନିଜକୁ ପରିବର୍ତ୍ତନ କରନ୍ତୁ । ବିତ୍ତୀୟ ମାମଲାରେ ସହଜରେ ଆଗକୁ ବଢିବେ । ସହର ମାନଙ୍କରେ କିଛି ନିବେଶ ମଧ୍ୟ କରିବେ । ସାମାଜିକ ଗତି ବିଧି ବଢିବ । ଦରକାର ଠାରୁ ଅଧିକ ଅହଂକାର ଦେଖାନ୍ତୁ ନାହି । ଆପଣଙ୍କର ସମୟ ଭଲ ହେବାର ଅଛି । ଶତ୍ରୁ ପରାସ୍ତ ହେବେ । ଅଟକି ରହିଥିବା କାମ ଚାଲୁ ହେବ ।

ବୃଷ ରାଶି : ଯେଉଁ ଲୋକେ ଚାକିରି ସନ୍ଧାନ ରେ ଅଛନ୍ତି ସେମାନଙ୍କୁ ଚାକିରି ମିଳିପାରେ । କୌଣସି ବ୍ୟକ୍ତି ଙ୍କ ପ୍ରଭାବରେ ଆପଣ ନିଜ ଉପରେ ନେଗେଟିଭ ଊର୍ଜା ହାବି ହେବାକୁ ଦିଅନ୍ତୁ ନାହି । କିଛି ଖାସ ବ୍ୟକ୍ତି ଙ୍କୁ ନିଜର ମହତ୍ଵ ବିଷୟରେ ଜଣାଇବାକୁ ଚେଷ୍ଟା କରନ୍ତୁ । ବ୍ୟକ୍ତିଗତ କଥା ଓ କାମ କୁ ଅଲଗା ଅଲଗା ରଖନ୍ତୁ । ଆତ୍ମବିଶ୍ଵାସ ରେ ପରିପୂର୍ଣ୍ଣ ରେ ରହିବେ । କିନ୍ତୁ କ୍ରୋଧ ଅଧିକ ରହିବ । ପରିବାର ସହ କିଛି ସମୟ ବ୍ଯତୀତ କରିବାରେ ସମ୍ପର୍କରେ ମଧୁରତା ବଢିବ । ପଇସା ର ଲୋଭ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ।

ମିଥୁନ ରାଶି : ଆଜି ନୂଆ ଲୋକଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି । ଧନ ଆଗମନର ସମ୍ଭାବନା ରହିଛି । ଆଜି କୋର୍ଟ କଚେରୀ ମାମଲାରେ ବିଜୟ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସ୍ଥିତି ଠିକ ରହିବ । ଯଦି ଆପଣଙ୍କର କିଛି ପୁରୁଣା ଉଧାର ରହି ଯାଇଛି ତେବେ ତାହା ସୁଝିବାରେ ଆଜି ଆପଣ ସଫଳ ହେବେ । ବିଦ୍ୟାର୍ଥୀ ଙ୍କୁ ନିଜର ସାଥିଙ୍କର ସହଯୋଗ ମିଳିବ । ଛାତ୍ର ପ୍ରତିଯୋଗିତା ପରୀକ୍ଷା ରେ ସଫଳ ହେବେ । ସ୍ୱାସ୍ଥ୍ୟ ସୁଖ ଉତ୍ତମ ରହିବ ।

କର୍କଟ ରାଶି : ବିଦ୍ୟାର୍ଥୀ ବର୍ଗ ଙ୍କୁ ମାନ ସମାନ ପ୍ରାପ୍ତି ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ । ଯଦି କୌଣସି ବିଦ୍ୟାର୍ଥୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ରାଜନୈତିକ କ୍ଯାରିୟର ରେ ନବୀନ ଅବସର ପ୍ରାପ୍ତ ହେବ । ଶୁଭ ସମାଚାର ର ପ୍ରାପ୍ତ ହେବ । ଆଗାମୀ ଦିନରେ କିଛି ବଡ ଯୋଜନା କରିବାର ଅବସର ମିଳିବ । ଜୀବନ ସାଥି ଙ୍କ ସହ ସାହାଜ୍ଯ ଓ ସମର୍ଥନ ମିଳିବ । ପ୍ରେମ ରେ ସ୍ଥିତି ଭଲ ରହିବ ।

ସିଂହ ରାଶି : ଆଜି କାମ ଭାର କାରଣରୁ ଆପଣ ଚିନ୍ତା ରେ ରହିବେ । ସବୁ ସୁଖ ସୁବିଧା ପ୍ରାପ୍ତି ହେବ । ଆଜି ଭାଇ ମାନଙ୍କର ମାର୍ଗ ଦର୍ଶନ ରେ କୌଣସି କଠିନ ରୁ କଠିନ କାମ ସହଜରେ ପୂରଣ ହେବ । କୌଣସି ଯାତ୍ରା ରୁ ଆପଣଙ୍କୁ ଆଧ୍ୟାତ୍ମିକ କେନ୍ଦ୍ର ରୁ ଶାନ୍ତି ଅନୁଭବ ହେବ । ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରହିବ । ଜୀବନରେ କିଛି ନୂଆ ଅନୁଭୂତି ହୋଇପାରେ । ଆପଣଙ୍କ ଜୀବନରେ ଯାହା ମଧ୍ୟ ସମସ୍ଯା ରହିଥିଲା ତାହା ଦୂର ହେବାକୁ ଯାଉଛି ।

କନ୍ୟା ରାଶି : ପରିବାର ରେ ମାତା ଓ ପିତା ଙ୍କ ସହଯୋଗ ମିଳିବ । ଅଚାନକ କିଛି ବଡ ଅଟକି ଯାଇଥିବା କାମ ସଠିକ ସମୟରେ ପୁରା ହେବ । ଆପଣ ନିଜର ପରିବାର ର ସଦସ୍ୟ ଙ୍କ ସହ କୌଣସି ତୀର୍ଥ ସ୍ଥାନ କୁ ଯାତ୍ରା କରିବାର ଯୋଜନା କରିବେ । ଯଦି ଏପରି ହୁଏ ତେବେ ଧ୍ୟାନ ଦେବେ କି କାରଣ ଆଜି ଆପଣଙ୍କର ପ୍ରିୟ ବସ୍ତୁ ହଜି ଯିବାର ସମ୍ଭାବନା ରହିଛି । ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିଆବାକୁ ମିଳିବ । ବୁଝି ବିଚାରୀ କିଛି ବଡ କାର୍ଯ୍ୟ ସଠିକ ସମୟରେ ହେବ ।

କନ୍ୟା ରାଶି : ଆଜି ଆପଣଙ୍କୁ ଦିନ ସାରା ସାବଧାନ ରହିବାର ଅଛି । ଘରେ ଛୋଟ ଛୋଟ କାର୍ଯ୍ୟ ର ଦାୟିତ୍ଵ ଆପଣଙ୍କୁ ମିଳିପାରେ । ଯାହା ପାଇଁ ଆପଣ ରେଡି ରୁହନ୍ତୁ । ଆଖ ପାଖର ଲୋକଙ୍କ ଠାରୁ ବିବାଦ କରିବାରୁ ବଞ୍ଚିତ ରୁହନ୍ତୁ । କାମ କାର୍ଯ୍ୟ ରେ ଆପଣଙ୍କ ମାନ ସମାନ ମିଳିପାରେ । ମା ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମ ଓ ବ୍ୟାପାର ଆପଣଙ୍କର ଧୀରେ ଧୀରେ ଚାଲିବ । ଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ ମାଧ୍ୟମ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଚାକିରି କ୍ଷେତ୍ରରେ ପ୍ରମୋସନ ହୋଇପାରେ ।

ତୁଳା ରାଶି : ପରିବାର ରେ ମାତା ଓ ପିତା ଙ୍କ ସହଯୋଗ ମିଳିବ । ଅଚାନକ କିଛି ବଡ ଅଟକି ଯାଇଥିବା କାମ ସଠିକ ସମୟରେ ପୁରା ହେବ । ଆପଣ ନିଜର ପରିବାର ର ସଦସ୍ୟ ଙ୍କ ସହ କୌଣସି ତୀର୍ଥ ସ୍ଥାନ କୁ ଯାତ୍ରା କରିବାର ଯୋଜନା କରିବେ । ଯଦି ଏପରି ହୁଏ ତେବେ ଧ୍ୟାନ ଦେବେ କି କାରଣ ଆଜି ଆପଣଙ୍କର ପ୍ରିୟ ବସ୍ତୁ ହଜି ଯିବାର ସମ୍ଭାବନା ରହିଛି । ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିବ । ବୁଝି ବିଚାରୀ କିଛି ବଡ କାର୍ଯ୍ୟ ସଠିକ ସମୟରେ ହେବ ।

ବିଛା ରାଶି : ଆଜି ବନ୍ଧୁ ବା ପରିବାର ବର୍ଗ ଙ୍କ  ତରଫରୁ ଆପଣଙ୍କୁ ଉପହାର ମିଳିବ । ଆଜି ଦିନରେ ଧର୍ଯ୍ୟର ସହିତ ସଠିକ ସମୟର ଅପେକ୍ଷା କରିବାକୁ ହେବ । ଆସୁଥିବା ଦିନ ଗୁଡିକର ପ୍ଲାନିଂ କରିବାକୁ ହେବ । ଯୁବକ ମାନଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । କାରଣ ଆପଣଙ୍କର ଆଜି କାହା ସହିତ ବିବାଦ ହେବାର ଆଶଙ୍କା ଭରପୁର ଅଛି । ରୋଜଗାର ର ପ୍ରାପ୍ତି କୌଣସି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ମାଧ୍ୟମରୁ ହେବାକୁ ଯାଉଅଛି । ବ୍ୟାପାର ବାଣିଜ୍ୟ ଆପଣଙ୍କର ଉଚିତ ଚାଲିବ । ମନରେ ପ୍ରସନ୍ନତା ର ଭାବ ଦେଖାଯିବ । କିନ୍ତୁ ନିଜର ଭାବନା କୁ ନିଜ ଅଧୀନରେ ରଖନ୍ତୁ ।

ଧନୁ ରାଶି : ସମ୍ପତ୍ତି ତଥା ବାହାନ ର ବିକ୍ରି ତଥା କିଣିବା ଆପଣଙ୍କ ପାଇଁ ଲାଭପ୍ରଦ ହେବ । ସାଙ୍ଗ ମାନଙ୍କ ଦ୍ଵାରା କୌଣସି ଅଟକିଥିବା କାର୍ଯ୍ୟ କୁ ସଂପୂର୍ଣ୍ଣ କରିବାରେ ସହାୟତା ମିଳିବ । ନୂତନ ବ୍ୟବସାୟ ରେ ପଇସା ଲଗାଇବା ଦ୍ଵାରା ଦୁଇ ଗୁଣା ଧନଲାଭ ହେବ । ଜମିବାଡି ସାଙ୍ଗେ ଜଡିତ ସମସ୍ଯା ର ସମାଧାନ ଆଜି ହେବ । ଆପଣଙ୍କ ଜୀବନ ସାଥିର ମନ ଆଜି ଉଦାସ ରହିବ । ସେଥିପାଇଁ ଆପଣ ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଆପଣଙ୍କ ସମ୍ବନ୍ଧ ଭଲ ଭାବରେ ଚାଲିବ ନାହିଁ । ବ୍ୟାପାରରେ ଉତ୍ତମ ଲାଭ ପାଇବା ଫଳରେ ଆପଣ ଦିନ ସାରା ପ୍ରସନ୍ନ ରହିବେ ।

ମକର ରାଶି : ପୁରୁଣା ସାଙ୍ଗ ସାଥି ମାନଙ୍କ ସହିତ ଭେଟ ହେବ । କୌଣସି ବଡ କମ୍ପାନୀ ସହିତ ଆପଣ କାମ କରୁଥିବା ସମୟରେ ଆପଣଙ୍କୁ ପ୍ରୋପୋଜାଲ ଆସିବ । ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ଆଜିର ଦିନ ଉତ୍ତମ ରହିବ । ନୂଆ ପ୍ରଜେକ୍ଟ ଉପରେ କାମ କରିବା ଉପରେ ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନେବା ଆପଣଙ୍କ ପାଇଁ ଲାଭ ଦାୟକ ହେବ । ଆପଣ ଆୟ ର ଏକ ଅତିରିକ୍ତ ସ୍ରୋତ ପ୍ରାପ୍ତ କରିପାରିବେ । କୌଣସି ପ୍ରକାରର ଚାପ ଆପଣଙ୍କୁ ଅନୁଭବ ହୋଇପାରେ । ଆପଣ ଗାୟତ୍ରୀ ମନ୍ତ୍ର ର ଜପ କରନ୍ତୁ ସମାଜରେ ମାନ ସନ୍ନମାନ ବଢିବ ।

କୁମ୍ଭ ରାଶି : ଆଜି କିଛି ଅଦ୍ଭୁତ ସ୍ଥିତି ଆପଣଙ୍କ ସହିତ ବନିବାକୁ ଯାଉଛି । ସନ୍ଧ୍ୟା ସମୟରେ କୌଣସି ସମାରୋହ କୁ ଯିବାର ସୁଯୋଗ ମିଳିପାରେ । ପଇସା ମାମଲାରେ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ପରିଣାମ ଦେବାକୁ ଯାଉଅଛି । କମ ପ୍ରୟାସ ରେ ଆପଣଙ୍କୁ ଉତ୍ତମ ଧନ ର ଲାଭ ହେବାକୁ ଯାଉଅଛି । ଏହା ବ୍ଯତୀତ ସମ୍ପତ୍ତି ସହିତ ଜଡିତ ଅନେକ ଲାଭ ପ୍ରାପ୍ତ ହୋଇ ପାରିବ । ଆଖପାଖ ର ଲୋକଙ୍କୁ କୌଣସି କାମ ନିମନ୍ତେ ଆପଣଙ୍କର ସହାୟତା ଲୋଡା ହୋଇପାରେ ।

ମୀନ ରାଶି : ଆର୍ଥିକ ସ୍ଥିତି କାରଣରୁ ଆଜି ଆପଣଙ୍କ ର କୌଣସି ମହତ୍ଵପୂର୍ଣ୍ଣ କାମରେ ବାଧା ସୃଷ୍ଟି ହୋଇପାରେ । ଅଚାନକ ଭାବରେ ଶରୀରରେ କୌଣସି ବାଧା ସୃଷ୍ଟି ହୋଇ ଆପଣଙ୍କ ଦିନସାରା କାମରେ ତ୍ରୁଟି ନଜର ଆସିପାରେ । ଆପଣ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଛାତ୍ର ଛାତ୍ରୀ ମାନେ ନିଜ ପରିଶ୍ରମ ଦ୍ଵାରା ବହୁତ ଉତ୍ତମ ଫଳ ପ୍ରାପ୍ତ କରିବେ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଗୋଟିଏ ଲାଇକ କରନ୍ତୁ ।