ହେ ଭଗବାନ ! ଏବେ ଏବେ ଆସିଲା ଆଉ ଏକ ଦୁଃଖ ଖବର, ଗୋଟେ ଦିନରେ ଚାଲିଗଲେ Bollywoodର 2ଟି ବରିଷ୍ଠ ଅଭିନେତା… ଶୋକରେ ସାରା ବଲୀଉଡ

ନମସ୍କାର ବନ୍ଧୁଗଣ, କଣ କାହା ନଜର ଲାଗିଯାଇଛି କି ବଲିଉଡ ଜଗତକୁ । ଏହି କଥା ନିଶ୍ଚୟ ସମସ୍ତଙ୍କ ମନରେ ଆସୁଥିବ । ଆଜ୍ଞା ହଁ ଆସିବନି ବା କାହିଁକି ସେହିଭଳି ହୃଦୟ ବିଦାରକ ଭଳି ଖବର ହିଁ ମିଳୁଛି । କିଛି ସମୟ ପୂର୍ବରୁ ହାସ୍ୟ ଅଭିନେତା ପରାଗ କଂସାରା ଏ ଦୁନିଆ ଛାଡି ଚାଲିଯିବାର ଖବର ଆସିଥିଲା, ଏବଂ ଏବେ ଖବର ଅନୁଯାୟୀ ବଲିଉଡର ଅଭିନେତା ଅରୁଣ ବାଲୀଙ୍କ ମଧ୍ୟ ବିୟୋଗ ହୋଇଛି । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବେ କିଭଳି ଘଟିଲା ତାଙ୍କ ମୃତୁ । ଜାଣିବା ପାଇଁ ସମସ୍ତେ ବହୁତ ଅପେକ୍ଷାରେ ଥିବେ । ଆଉ ଡେରି ନକରି ଜାଣନ୍ତୁ ଏହା ସମ୍ପର୍କରେ ।

ସୂଚନା ଅନୁଯାୟୀ ବଲିଉଡର ଜଣେ ନାମୀ ଦାମୀ କଳାକାର ଅରୁଣ ବାଲିଙ୍କ ମୃତୁ ୭୯ ବର୍ଷ ବୟସରେ ଘଟିଛି । ତେବେ ସେ ଅନେକ ଦିନ ଧରି ଅସୁସ୍ତ ଥିଲେ । ଅରୁଣ ବାଲୀ ଅନେକ ଚଳଚିତ୍ର ଓ ଟିଭି ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଅରୁଣ ବାଲୀ ସୌଗନ୍ଧ, ରଜୁ ବନଗୟା ଜେଣ୍ଟେଲ ମ୍ୟାନ, ଫୁଲ ଅର ଅଙ୍ଗାର, ଲାଗେ ରହୋ ମୁନ୍ନା ଭାଇ ଏଭଳି ଅନେକ ଚଳଚିତ୍ରରେ ନିଜ ଅଭିନୟର ଜାଦୁ ଦେଖାଇଥିଲେ ।

ସେହିଭଳି ଟିଭି ସିରିଏଲ କୁମକୁମ, ପ୍ୟାରସା ବନ୍ଧନ, ଦେବୋ କି ଦେବ ମହାଦେବ ଭଳି ସିରିଏଲରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କ ମନ କିଣିପାରିଥିଲେ ଟଙ୍କାର ଅତି ପ୍ରିୟ ହୋଇପାରିଥିଲେ । ସୂଚନା ଅନୁସାରେ ଅରୁଣ ବାଲୀ ଆଜି ସକାଳ ୪ଟା ସମୟରେ ସେସ ନିଶ୍ଵାସ ତ୍ୟାଗ କରିଛନ୍ତି । ଅରୁଣ ବାଲୀ କିଛିଦିନ ଧରି ଅସୁସ୍ତ ଥିଲେ ତାଙ୍କୁ କିଛି ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ଅରୁଣ ବାଲୀ ଗୋଟିଏ ବିରଳ ରୋଗ ସହ ସଂଘର୍ଷ କରୁଥିଲେ ।

ସେ ଅନେକ ପ୍ରକ୍ଷାତ କଳାକାରଙ୍କ ସହ କାମ କରିଥିବା ବେଳେ ତାଙ୍କ ବିଯୋଗରେ ବଲିଉଡରେ ଶୋକରଛାୟା ଖେଳିଯାଇଛି । ଏହା ମନୋରଞ୍ଜନ ଜଗତ ପାଇଁ ଏକ ଦୁଖର ଖବର । ଏହିଭଳି ଭାବେ ଜଣଙ୍କ ପରେ ଜଣେ ସଂସାର ଛାଡି ନିଜର ସ୍ଥାନକୁ ସମସ୍ତ ପ୍ରଶଂସକଙ୍କ ହୃଦୟରେ ତିଆରି କରି ତାଙ୍କୁ ଶୋକର ଛାୟାରେ ଭସାଇ ଚିର ନିଦ୍ରାରେ ଶୋଇପଡୁଛନ୍ତି । ଏଭଳି କହବର ସୂନୀ ସମସ୍ତେ ବହୁତ ମର୍ମାହତ ହୋଇପଡିଛନ୍ତି ।

ତାଙ୍କୁ ପସନ୍ଦ କରୁଥିବା ତାଙ୍କର ଫ୍ୟାନମାନେ ଏହି କଥାକୁ ବିଶ୍ଵାସ ମଧ୍ୟ କରିପାରୁନାହାନ୍ତି କି ସେ ଆଉ ଆମ ଗହଣରେ ନାହାନ୍ତି । ଆଉ କେବେ ମଧ୍ୟ ଆମେ ତାଙ୍କ ଅଭିନୟ ଦେଖିପାରିବା ନାହି ଏହା ଭାବି ବହୁତ ଭାଙ୍ଗି ପଡ଼ୁଛନ୍ତି ତାଙ୍କ ଅତିପ୍ରିୟ ଲୋକମାନେ । ଆଶା କରୁଛୁ ଭଗବନା ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।