ଏଭଳି ବିକଳ ଦୃଶ୍ୟ ଦେଖି ଆଖିରେ ଆସିଯିବ ଲୁହ, କଥା ସିନା କହି ପାରୁନି ହେଲେ ନିଜ ଛୁଆ ପାଇଁ ଝରାଉଛି ଲୁହ… ଦେଖନ୍ତୁ Video

ବନ୍ଧୁଗଣ କପିଳାସ ହାତୀ ଉଧାର କେନ୍ଦ୍ର ର କାଠ ଖୁଦା ଭିତରେ ଜଗତପୁର ରୁ ଉଧାର କରା ଯାଇଛି ନର ମାଈ ହାତୀ । କଟକ ଜଗତପୁର ଅଂଚଳ ରେ ମଣିଷ ମରା ହାତୀ କୁ କାବୁ କରିବା ପରେ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଅଣା ଯାଇଥିଲା । ଆଉ ଏଠାରେ ପହଞ୍ଚିବା ପରେ ଉଧାର ବଣୁଆ ମାଈ ହାତୀ କୁ ନେଇ ଅନେକ ରୋଚନ କଥା ସାମନା କୁ ଆସିଛି । ହାତୀ ଟି ର ସାବକ ଜଗତପୁର ପାଖରୁ ତା ଠାରୁ ଅଲଗା ହୋଇ ଯାଇ ଥିବାରୁ ସେ ମନେ ମନେ ତାକୁ ଖୋଜୁଛି ।

ଛୁଆ କୁ ପାଖରେ ନ ପାଇ ମଝିରେ ମଝିରେ ହିଂସ୍ର ମଧ୍ୟ ହୋଇ ଯାଉଛି ମାଈ ହାତୀ । ସେଥିପାଇଁ ସେ ରହୁଥିବା କାଠ ଉଖାଡକୁ ସଂପୂର୍ଣ୍ଣ ଭାବରେ ଜାଲି ରେ ଆବଦ୍ଧ କରାଯାଇ ହାତୀ କୁ ରଖା ଯାଇଛି । ଯେମିତି କୌଣସି ବାହାର ଲୋକକୁ ସେ ସହଜରେ ଦୃଶ୍ୟମାନ ହେବ ନାହି । ଜଗତପୁର ଅଞ୍ଚଳ ରେ ଲୋକ ମାନଙ୍କର ହୋ ହାଲା ଓ ଛିଡାଇବା ଯୋଗୁଁ ହାତୀ ଟି ଏଣେତେଣେ ପଶି କ୍ଷତାକ୍ତ ହୋଇଛି । ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ତାକୁ ଆଣ୍ଟି ବାୟୋଟିକ ମାଧ୍ୟମ ରେ ଚିକିତ୍ସା କରା ଯାଉଛି ।

ବଣୁଆ ହାତୀ ହୋଇ ଥିବାରୁ ତାକୁ ଖାଲି ଜଙ୍ଗଲ ଡାଳ ପାତ୍ର ଖାଇବାକୁ ଦିଆ ଯାଇଛି । ଏପରେ ନର ହନ୍ତା ଉଗ୍ର ମାଈ ହଟାଇ କୁ ଶାନ୍ତ କରିବା, ତା ଶରୀରରେ ଥିବା କ୍ଷତ କୁ ଭଲ କରିବା ବନ ବିଭାଗ ପାଇଁ ଏକେ ବଡ ଚ୍ୟାଲେଞ୍ଜ ହୋଇଛି । ଉଗ୍ର ହୋଇ କପିଳାସ ରେ ଥିବା ହାତୀ ଟି ୨୦ ବର୍ଷର ଗଯ ବଣୁଆ ହାତୀ ହୋଇଥିବା ବେଳେ ଖାଦ୍ୟ ସଂଗ୍ରହ ପାଇଁ ତାର ନିଜସ୍ଵ ଦକ୍ଷତା ମଧ୍ୟ ରହିଛି । ତେଣୁ ସେ ସୁସ୍ଥ ଓ ଶାନ୍ତ ହେବା ପରେ ତାକୁ ଜଙ୍ଗଲରେ ଛାଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ହାତୀ କୁ ସୁସ୍ଥ କରିବା ପାଇଁ ବନ ବିଭାଗ ତରଫରୁ ପୁରା ଚେଷ୍ଟା ଜାରି ରହିଛି । ହାତୀ କିଭଳି ଭାବେ ଭୟ ରେ ଏଣେତେଣେ ବୁଲୁଛି ତାହା ଆପଣ ମାନେ ଏହି ଭିଡିଓ ର୍ତେ ଦେଖି ପାରିବେ । ନିଜ ପିଆ କୁ ନ ପାଇ ହାତୀ ଟି ଏଭଳି ଅବସ୍ଥାରେ ଆସି ପହଞ୍ଚି ଯାଇଛି ବୋଲି ବନ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ହାତୀ କୁ କାଠ ଭିତରେ ବନ୍ଦୀ କରି ରଖା ଯାଇଥିବା ବେଳେ ତାର ସଠିକ ଭାବେ ଯତ୍ନ ମଧ୍ୟ ନିଆ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।