Limited Offer: 0 ଟଙ୍କାରେ ମିଳୁଛି i-Phone ! କେବଳ ପ୍ୟାନ ଓ ଆଧାର କାର୍ଡ ଦେଇ ନେଇପାରିବେ ମନ ପସନ୍ଦର i-Phone, ଜଲଦି ଦେଖନ୍ତୁ

ସାରା ବିଶ୍ବରେ ଆଇଫୋନ ଭଳି ସ୍ମାର୍ଟ ମୋବାଇଲର ଚାହିଦା ଖୁବ ଅଧିକ । ଆଇଫୋନ ବ୍ୟବହାର କରିବାକୁ ସମସ୍ତେ ମନ ବଳାଇଥାନ୍ତି । ହେଲେ ଏହାର ମୂଲ୍ୟ ବହୁତ ଅଧିକ ଯୋଗୁଁ ଇଚ୍ଛା ଥିଲେ ମଧ୍ୟ ଅନେକ ଲୋକ ଆଇଫୋନ କିଣିପାରନ୍ତି ନାହିଁ । ପୂର୍ବରୁ ବିଭିନ୍ନ ଫିଚର୍ସର ଆଇଫୋନ ମାର୍କେଟକୁ ଆସିଥିବା ବେଳେ ନିକଟରେ ଆଇଫୋନ-୧୪ ସଂସ୍କରଣ ମଧ୍ୟ ଲଞ୍ଚ କରିଛି । ଆଇଫୋନ-୧୪ ଚାରୋଟି ଭ୍ୟାରିଆଣ୍ଟରେ ଲଞ୍ଚ ହୋଇଛି ଯଥା ଆଇଫୋନ-୧୪, ଆଇଫୋନ-୧୪ ପ୍ଲସ, ଆଇଫୋନ-୧୪ ପ୍ରୋ ଏବଂ ଆଇଫୋନ-୧୪ ପ୍ରୋ ମ୍ୟାକ୍ସ ।

ଆଇଫୋନର ପୂର୍ବ ସଂସ୍କରଣ ଆଇଫୋନ-୧୩ ଠାରୁ ଆଇଫୋନ-୧୪କୁ ଆହୁରି ଅଧିକ ଅପଗ୍ରେଡ କରାଯାଇଛି । ମୋବାଇଲର ଡିସପ୍ଳେ ଠାରୁ ଆରମ୍ଭ କରି ସ୍କ୍ରିନ କ୍ଵାଲିଟି, କ୍ଯାମେରା, ବ୍ଯୀଟେରୀ ଲାଇଫ ଓ ଷ୍ଟୋରେଜ ପର୍ଯ୍ୟନ୍ତ ସବୁ ଫିଚର୍ସରେ ଆଇଫୋନ-୧୪ ଏହାର ପୂର୍ବ ସଂସ୍କରଣ ଠାରୁ ଉନ୍ନତମାନର ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଆପଣ କୌଣସି ଦୁର୍ଘଟଣାର ସମୁଖୀନ ହେଉଛନ୍ତି ତେବେ ଏହି ଫୋନ ତୁରନ୍ତ ଆପଣଙ୍କ ଏମରଜେନ୍ସି ନମ୍ବରକୁ କଲ୍ ଲଗାଇଦେବ ।

ତେବେ ଅନେକ ଆକର୍ଷଣୀୟ ଫିଚର୍ସ ସହ ଆଇଫୋନ ଲଞ୍ଚ କରିଥିଲେ ମଧ୍ୟ ଅନେକ ଲୋକ ଏହାକୁ କିଣିବା କଥା ଚିନ୍ତା ସୁଦ୍ଧା କରିପାରନ୍ତି ନାହିଁ । ହେଲେ ଏହି ଅସୁବିଧା ଆଉ ଦେଖିବାକୁ ମିଳିବ ନାହିଁ । କାରଣ ଆଇଫୋନ ବର୍ତ୍ତମାନ ବହୁତ ସହଜ ଫାଇନାନ୍ସ ମଧ୍ୟ ଯୋଗାଇ ଦେଉଛି । ତେବେ ଆପଣ ଯଦି ଆଇଫୋନ କିଣିବାକୁ ଆଗ୍ରହୀ ଅଛନ୍ତି ତେବେ ଭୁବନେଶ୍ବର ଜୟଦେବ ବିହାରସ୍ଥିତ ବନଶ୍ରୀ ମୋବାଇଲ ଷ୍ଟୋରକୁ ଯାଇ ଏହି ଆଇଫୋନକୁ ଆପଣଙ୍କ ସୁବିଧା ଅନୁଯାୟୀ ସୁଲଭ ମୂଲ୍ଯରେ କିଣିପାରିବେ ।

ଆଇଫୋନ ଆପଣଙ୍କୁ ବିନା କୌଣସି ଡାଉନ ପେମେଣ୍ଟରେ ଉପଲବ୍ଧ ହେବ । ଏଥିପାଇଁ ଆପଣଙ୍କୁ କେବଳ ପ୍ୟାନକାର୍ଡ ଓ ଆଧାରକାର୍ଡ ନେଇ ଯିବାକୁ ହେବ । ଆପଣ ଫାଇନାନ୍ସରେ ଆଇଫୋନ ନେବାକୁ ଏଲିଜିବଲ କି ନୁହେଁ ଚେକ୍ କରିବା ପରେ ୨୪ ମାସ ବା ଦୁଇ ବର୍ଷର EMI ସହ ଆପଣ ସହଜରେ ଏହି ଆଇଫୋନ କିଣିବାକୁ ପଡିବେ । ମନେକର ଆପଣ ୮୦ ହଜାର ଟଙ୍କାର ଏକ ଫୋନ ଫାଇନାନ୍ସରେ କିଣୁଛନ୍ତି ତେବେ ଆପଣଙ୍କୁ ମାସିକ କେବଳ ୩ ହଜାର ପାଖାପାଖି EMI ଭରିବାକୁ ହେବ ।

ଏହାସହ ଫୋନ କିଣିବା ବେଳେ ଆପଣଙ୍କୁ କିଛି ବି ଟଙ୍କା ଦେବାକୁ ହେବନାହିଁ । ଜିରୋ ଡାଉନ ପେମେଣ୍ଟରେ ଏଥର ଆପଣ ନିଜ ମନ ପସନ୍ଦର ଆଇଫୋନ କିଣିବାକୁ ସକ୍ଷମ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।