ନମସ୍କାର ବନ୍ଧୁଗଣ, କିଛି ସଂଖ୍ୟା ମଧ୍ୟ ଆମ ଜୀବନ ସହିତ ଜଡିତ ଥାନ୍ତି । ଶୁଭରେ ହେଉ ବା ଅଶୁଭରେ ହେଉ । ଆମେ ସେହି ସଂଖ୍ୟା ସାହାର୍ଯ୍ୟରେ ଜାଣିଥାଉ ଆଗକୁ ଘଟିବାକୁ ଯାଉଥିବା ଘଟଣା ବିଷୟରେ । ପ୍ରାୟ ସମସ୍ତଙ୍କର ଜିଜ୍ଞାସା ଥାଏ ନିଜ ଆଗାମୀ ସମୟ ବିଷୟରେ ଜାଣିବା ପାଇଁ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ କିଭଳି ଆପଣ ନମ୍ବର ବାଛି ଜାଣିବେ ଆଗକୁ ଆସୁଥିବା ସମୟ ବିଷୟରେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
୧ ୨ ୩ ୪ ୫ ଏହି ପାଞ୍ଚଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛନ୍ତୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି । ୧: ଯେଉଁ ବ୍ୟକ୍ତି ଏହି ନମ୍ବରଟି ବାଛି ଥିଲେ ଜାଣିରଖନ୍ତୁ କି ଆପଣ ଯେଉଁ କମ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚୟ ହେବ କିନ୍ତୁ ଉଚିତ ସମୟରେ ହେବ । ଭଗବାନ ସମସ୍ତଙ୍କୁ ଫଳ ଦେଇଥାନ୍ତି ସେମାନଙ୍କ କଷ୍ଟ ଅନୁସାରେ ତେଣୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।
ଧର୍ଯ୍ୟର ସହ ସମୟକୁ ଠିକ ସମୟ ଆସିବାକୁ ଅପେକ୍ଷା କାରନ୍ତୁ । ୨: ଯେଉଁ ବ୍ୟକ୍ତି ଏହି ନମ୍ବରଟିକୁ ବାଛିଥିଲେ ଜାଣିରଖନ୍ତୁ କି ଆପଣ ଅଟକି ଯାଅନ୍ତୁ ନାହିଁ । ଆପଣଙ୍କ ଇଚ୍ଛା ନିଶ୍ଚୟ ପୁଅର ହେବ । ତେଣୁ ଆପଣ ମଧ୍ୟ ସମୟର ଅପେକ୍ଷା କରନ୍ତୁ । କାମ କରି ସମୟକୁ ଅପେକ୍ଷା ନକରି କାମକୁ ଛାଡି ଦିଅନ୍ତି । ଏବଂ ମିଳିବାକୁ ଯାଉଥିବା ସଫଳତା ପୂର୍ବରୁ ହିଁ ଆପଣ କାମ ଛାଡି ଦିଅନ୍ତି । ତେଣୁ ସବୁବେଳେ ଧର୍ଯ୍ୟ ରଖନ୍ତୁ ନିଜ ଭିତରେ । ତେଣୁ ସବୁବେଳେ ନିଜ କାର୍ଯ୍ୟ କରିଚାଲନ୍ତୁ ।
୩: ଯେଉଁ ବ୍ୟକ୍ତି ଏହି ନମ୍ବର ଟି ବାଛିଥିଲେ ଜାଣିରଖନ୍ତୁ କି ଯେଉଁ କାମ ଏବେ ଆପଣ କରୁଛନ୍ତି ତାହା ଆପଣଙ୍କ ନିଜ ଇଚ୍ଛାରେ କରୁନାହାନ୍ତି । କାହାଠୁ ଦେଖି କରୁଛନ୍ତି ବା ନିଜ ଘର ଲୋକଙ୍କ ଇଚ୍ଛାରେ କରୁଛନ୍ତି । ତେଣୁ ଯେଉଁ କାମ କରୁଛନ୍ତି ସେହି କାମରେ ନିଜର ୧୦୦ ପ୍ରତିଶତ ଦିଅନ୍ତୁ । ଭଗବାନ ନିଶ୍ଚୟ ଆପଣଙ୍କ ଇଚ୍ଛାକୁ ପୁରା କରିବେ ।
୪: ଯେଉଁ ବ୍ୟକ୍ତି ଏହି ନମ୍ବରଟିକୁ ବାଛିଛନ୍ତି ଜାଣି ରଖନ୍ତୁ କି ଆପଣ ଯଦି ସ୍ଵାସ୍ତ ସମ୍ବନ୍ଧୀୟ କୌଣସି ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କର ସେହି ଇଚ୍ଛା ନିଶ୍ଚୟ ପୁରା ହୋଇଯିବ । ଯଦି ଅନ୍ୟ କୌଣସି ଇଚ୍ଛା ଆପଣ ରଖିଛନ୍ତି ତେବେ ତାହା ପୁରା ହେବା ପାଇଁ ସମୟ ଲାଗିବ । ୫: ଯଦି ଆପଣ ଏହି ନମ୍ବରଟି ବାଛିଛନ୍ତି ତେବେ ଜାଣିରଖନ୍ତୁ କି, ଯେଉଁ ଇଚ୍ଛା ଆପଣ ରଖିଛନ୍ତି ତାହା ପୁରା ହେବ କିନ୍ତୁ ସମୟ ଲାଗିବ ।
ଏବଂ ହୁଏତ ଆପଣଙ୍କ ଇଚ୍ଛା ପୁରଣ ପାଇଁ ଆପଣ ଯେଉଁ ରାସ୍ତା ବାଛିଛନ୍ତି ତାହା ଭୁଲ । ତେଣୁ ଆପଣଙ୍କୁ ଅଲଗା ରାସ୍ତା ବାଛିବାକୁ ପଡିପାରେ ଆପଣଙ୍କ ଇଚ୍ଛାକୁ ପୁରଣ କରିବା ପାଇଁ । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲେଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।