ପ୍ରେମିକ ସହ ପ୍ରେମିକା କରିଦେଲା କିଛି ଏଭଳି କାଣ୍ଡ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ video

କେଉଁଝରରେ ଜଣେ ପ୍ରେମିକା ତା’ ପ୍ରେମିକକୁ ମଦୟ ପାନ କରାଇ ତାଙ୍କ ଗଉପ୍ତଅଙ୍ଗକୁ କାଟିଦେବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ୧୭ ଜଣ ସାକ୍ଷୀଙ୍କ ସାକ୍ଷୀପ୍ରମାଣକୁ ଭିତ୍ତି କରି ଏହି ମାମଲାର ବିଚାର କରି ପ୍ରେମିକ କମଳା ପାତ୍ରଙ୍କୁ ମାନ୍ୟବର ସିଜିଏମ ରଞ୍ଜୁଲତା ଲେଙ୍କା ୩୦୭ ଓ ୩୭୦ ଦଫାରେ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ କରିଛନ୍ତି । ଏହାସହ ୬ ମାସ ଅଧିକ ଜେଲ୍ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ।

୭ ଜାନୁୟାରୀ ୨୦୦୦ ମସିହାରେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ହରିଚନ୍ଦନପୁର ଥାନା ଅଞ୍ଚଳର ଝାରବେଡା ଗାଁର ରାଜେନ୍ଦ୍ର ନାୟକ ବାହାର ରାଜ୍ୟରେ ରହି କାମ କରନ୍ତି । ସେ ୭ ଜାନୁୟାରୀ ୨୦୦୦ ରେ କେନ୍ଦୁଝର ଫେରି ପ୍ରଥମେ ହରିଚନ୍ଦନପୁର ଥାନା ଅଞ୍ଚଳର ନୂଆଗାଁରେ ରହୁଥିବା ତାଙ୍କ ବିବାହିତା ପ୍ରେମିକା କମଳା ପାତ୍ରଙ୍କ ଘରକୁ ଯାଇଥିଲେ ।

ସେଠାରେ କମଳା ତାଙ୍କୁ ପ୍ରଚୁର ମଦୟ ପାନ କରାଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଉପ୍ତଅଙ୍ଗକୁ କାଟି ଦେହରୁ ଅଲଗା କରି ଦେଇଥିଲେ । ସେତେବେଳେ ରାଜେନ୍ଦ୍ରଙ୍କ ବୟସ ୨୨ ବର୍ଷ ହୋଇଥିଲା । ପରେ ରାଜେନ୍ଦ୍ରଙ୍କ ବାପା ଅଭିମନ୍ୟୁ ନାୟକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଯାହାପରେ କମଳା ଗିରଫ ହୋଇଥିଲେ ଓ ବର୍ତ୍ତମାନ ସେ ହାଇକୋର୍ଟରୁ ବେଲ୍ ରେ ଅଛନ୍ତି ।

ହାଇକୋର୍ଟରେ କମଳାଙ୍କ ମାମଲା ବିଚାରଧିନ ଥିବା ବେଳେ ଏବେ ଏହି ଘଟଣାକୁ ନେଇ ଶେଷ ଶୁଣାଣି କରିଛନ୍ତି ହାଇକୋର୍ଟ । ଯାହାକୁ ଭିତ୍ତି କରି କମଳାଙ୍କୁ ସମୁଦାୟ ୧୪ ବର୍ଷର ଜେଲ୍ ଦଣ୍ଡ ଶୁଣାଯିବା ସହ ସମୁଦାୟ ୪୦ ହଜାର ଟଙ୍କା ଜୋରିମାନା ମଧ୍ୟ ପକାଯାଇଛି । ଏହାସହ ହାଇକୋର୍ଟ ତାଙ୍କର ଜେଲ୍ ଦଣ୍ଡାଦେଶକୁ ଅତିରିକ୍ତ ୬ ଯାଏଁ ମଧ୍ୟ ବୃଦ୍ଧି କରିଛନ୍ତି । କମଳା ଓ ରାଜେନ୍ଦ୍ରଙ୍କର କୌଣସି କାରଣକୁ ନେଇ ଯୁକ୍ତିତର୍କ ବା ମନୋମାଳିନ୍ୟ ହେବା ପରେ ଟାଙ୍କି ନିଶାଶକ୍ତ କରାଇ ଏଭଳି ଏକ ଜଘନ୍ୟ କାଣ୍ଡ କରିଥିଲେ ପ୍ରେମିକା କମଳା ।

ପୁଅ ଘରକୁ ନ ଫେରିବାରୁ ତାଙ୍କ ବାପା ଆସି ତାଙ୍କୁ ଖୋଜିଥିଲେ । ପୁଅଠୁ ସବୁ କଥା ଶୁଣିବା ପରେ ବାପା ଅଭିମନ୍ୟୁ ଥାନାରେ ଏତଲା ଦେଇଥିଲେ । ଦୀର୍ଘ ବର୍ଷର ଅପେକ୍ଷା ପରେ ବର୍ତ୍ତମାନ ଦୋଷୀକୁ ଉଚିତ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।