ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।
୧- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଶାଗୁଆନ ବନ ଦେଖା ଯାଇଥାଏ ?
ଉ: ମଧ୍ୟପ୍ରଦେଶ ରେ ।
୨- ଆହୋମ ବିଦ୍ରୋହ କେଉଁଠି ହୋଇଥିଲା ?
ଉ: ଆସାମରେ ହୋଇଥିଲା ।
୩- ବିଶ୍ଵର ସବୁଠୁ ବଡ ଘଣ୍ଟା ଘର କେଉଁଠାରେ ଅବସ୍ଥିତ ?
ଉ: ଋଷିଆ ରେ ଅବସ୍ଥିତ ।
୪- ଶହୀଦ ଦିବସ କେବେ ପାଳନ କରାଯାଏ ?
ଉ: ଜାନୁୟାରୀ ୩୦ ତାରିଖରେ ।
୫- ବସନ୍ତ ରୋଗର ଟୀକା କିଏ ଆବିଷ୍କାର କରିଥିଲେ ?
ଉ: ଏଡୱାର୍ଡ ଜେନର ଆବିଷ୍କାର କରିଥିଲେ ।
୬- ଦୁନିଆର ସବୁଠୁ ଛୋଟ ଫୁଲର ନାମ କଣ ?
ଉ: ବୋଲିଫିଆ ସବୁଠୁ ଛୋଟ ଫୁଲ ।
୭- ମହାବିସ୍ଫୋର ସିଦ୍ଧାନ୍ତ କାହା ଶୀତ ସମ୍ବନ୍ଧିତ ଅଟେ ?
ଉ: ବିଶ୍ଵର ଉତ୍ପତ୍ତି ସହ ସମ୍ବନ୍ଧିତ ।
୮- ଖିଲଜି ବଂଶର ସ୍ଥାପନ କିଏ କରିଥିଲେ ?
ଉ: ଆଲାଉଦ୍ଦୀନ ଖିଲଜି ।
୯- ଫ୍ରାନସିସ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ପ୍ରତିଷ୍ଠିତ ହୋଇଥିଲା ?
ଉ: ୧୬୬୪ ମସିହାରେ ।
୧୦- ନୋବେଲ ପୁରସ୍କାର କିଏ ପ୍ରଦାନ କରିଥାନ୍ତି ?
ଉ: ସ୍ଵିଡେନ ଏକାଡେମି (ଦି ରୟାଲ ସ୍ଵେଡିସ ଏକାଡେମୀ ଅଫ ସାଇନ୍ସ)
୧୧- ଗୁଲାମ ବଂଶର ସ୍ଥାପନ କେବେ ହୋଇଥିଲା ?
ଉ: ୧୨୦୬ ମସିହାରେ ।
୧୨- ରେଡକ୍ଲିପ ରେଖା କେଉଁ ଦେଶ ମଧ୍ୟରେ ଅବସ୍ଥିତ ?
ଉ: ଭାରତ ଓ ପାକିସ୍ତାନ ମଧ୍ୟରେ ଅବସ୍ଥିତ ।
୧୩- ହାଇଦର ଅଲ୍ଲୀ ର ଉତ୍ତରାଧିକାରୀ କିଏ ଥିଲେ ?
ଉ: ଟିପୁ ସୁଲତାନ ।
୧୪- ହଂକଂ ର ମୁଦ୍ରାର ନାମ କଣ ?
ଉ: ଡଲାର ।
୧୫- କେଉଁ ଜୀବର ପାଦ ନାହିଁ ହେଲେ ଚାଲିପାରେ, କାନ ନାହିଁ ହେଲେ ଶୁଣିପାରେ ?
ଉ: ସାପ
୧୬- ମୀରାତ- ଉଲ- ଅଖବାର ର ସଂସ୍ଥାପକ କିଏ ଥିଲେ ?
ଉ: ରାଜା ରାମ ମୋହନ ରାୟ
୧୭- ଜଙ୍ଘରେ କେତୋଟି ହାଡ ଦେଖିବାକୁ ମିଳିଥାଏ ?
ଉ: ମାତ୍ର ୨ଟି ।
୧୮- କାହାର ପାଦ ନାହିଁ ହେଲେ ସେ ବୁଲିଥାଏ ?
ଉ: ପଙ୍ଖା ।
୧୯- ମହାତ୍ମା ଗାନ୍ଧୀଙ୍କ ପତ୍ନୀଙ୍କ ନାମ କଣ ଥିଲା ?
ଉ: କସ୍ତୁରବା ଗାନ୍ଧୀ
୨୦- କେଉଁ ଗଛର ପତ୍ରରେ ହନୁମାନଙ୍କର ଛବି ଅଛି ?
ଉ: ହନୁମାନଙ୍କ ବୀର ପତ୍ରରେ ତାଙ୍କର ଛବି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।