ରାଜେଶ୍ଵରୀଙ୍କ ମଥାରେ ଶେଷ ଥର ପାଇଁ ସିନ୍ଦୁର ଦେଇ ବିଦାୟ ଦେଲେ ସ୍ଵାମୀ, ଦେଖନ୍ତୁ Rajeswari ଙ୍କ ଅନ୍ତିମ ଯାତ୍ରା ସମୟର ଦୃଶ୍ୟ…

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଟେଲି ଅଭେନେତ୍ରୀ ରାଜେଶ୍ଵରୀ ରାଏ ମହାପାତ୍ରଙ୍କର ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ଦିନରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ମାତ୍ର ୩୬ ବର୍ଷ ବୟସରେ ସେ ତାଙ୍କର ପରଲୋକ ଘଟିଛି । ତେବେ ଶେଷ ଥରକ ପାଇଁ ରାଜେଶ୍ଵରୀ ଙ୍କ ସ୍ଵାମୀ ଙ୍କୁ ତାଙ୍କ ମଥା ରେ ସିନ୍ଦୁର ଦେଇ ପାଦ ରେ ପାଉଁଜି ପିନ୍ଧାଇ ଦେଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ନିଜ ସ୍ତ୍ରୀ ଙ୍କୁ ଏତେ କମ ସମୟରେ ହରାଇଛନ୍ତି ରାଜେଶ୍ଵରୀଙ୍କ ସ୍ଵାମୀ । ସେଥିପାଇଁ ତ ସେ ଦୁଖରେ ଭାଙ୍ଗି ପଡିଛନ୍ତି । ତେବେ ନିଜ ସ୍ତ୍ରୀ ଙ୍କୁ ନିଜ ହାତରେ ପୁଣି ସଧବା ବେଶରେ ସଜାଇ ଦେଇଛନ୍ତି ରାଜେଶ୍ଵରୀ ଙ୍କ ସ୍ଵାମୀ । ଏମିତି କରିବା ସମୟରେ ରାଜେଶ୍ଵରୀ ଙ୍କ ସ୍ଵାମୀ ଙ୍କ ଆଖି ରେ ଲୁହ ଝରି ଆସୁଛି ଯାହା ହୃଦୟ ବିଦାରକ ଦୃଶ୍ୟ ଅଟେ ।

ତେବେ ରାଜେଶ୍ଵରୀଙ୍କ ଅନ୍ତିମ ଶୋଭା ଯାତ୍ରା ଖୁବ ଭଲ ଭାବେ ହେବାର ଏହି ଭିଡିଓ ରେ ନଜର ଆସୁଛି । ତାଙ୍କୁ ବୋହୁ ବେଶରେ ସଜବାଜ କରି ତାଙ୍କ ଘରୁ ତାଙ୍କର ଅନ୍ତିମ ଶୋଭା ଯାତ୍ରା ଆରମ୍ଭ ହୋଇଛି । ତେବେ ଏଥିରେ ଓଡିଆ କଳାକାର ମାନେ ମଧ୍ୟ ଯୋଗ ଦେବାର ନଜର ଆସିଛନ୍ତି । ତାଙ୍କ ଶାଶୁ ଓ ପରିବାର ଲୋକେ ରାଜେଶ୍ଵରୀ ଙ୍କୁ ହରାଇ ଦୁଖ ରେ ଭାଙ୍ଗି ପଡିଛନ୍ତି । ଆପଣ ମାନେ ଦେଖି ପାରିବେ ଏହି ଭିଡିଓ ରେ କିପରି ଭାବେ ରାଜେଶ୍ଵରୀ ଙ୍କ ଶାଶୁ ଓ ପରିବାର ଲୋକେ ତାଙ୍କୁ ଝୁରି ହେଉଛନ୍ତି ।

କାନ୍ଦି କାନ୍ଦି ସମସ୍ତଙ୍କର ଅବସ୍ଥା ନ କହିଲେ ଭଲ ହେବ ରାଜେଶ୍ଵରୀ ଙ୍କୁ ହରାଇ । ତେବେ ରାଜେଶ୍ଵରୀ ଭଉବନେଶ୍ବରର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ । ଗତ କାଲି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ହସପିଟାଲ ନେବାରେ ବିଳମ୍ବ ହେବା କାରଣରୁ ଟଙ୍କାର ପରଲୋକ ଘଟିଛି ବୋଲି ପରିବାର ଲୋକେ କହିଛନ୍ତି । ତେବେ ଟେଲି ଜଗତରେ ଶୋକର ବାଦଲ ଖେଳି ଯାଇଛି ଜଣେ ପ୍ରତିଭାବାନ କଳାକାର ଙ୍କୁ ହରାଇ ।

ତାଙ୍କ ଭଳି କଳାକାର ଆଉ ଓଲିଉଡ ଜଗତରେ ମିଲବେ ନାହି ବୋଲି ସମସ୍ତେ ମତ ଦେଇଛନ୍ତି । ତେବେ ଅନ୍ତିମ ଶୋଭା ଯାତ୍ରା ର ଦୃଶ୍ୟ ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ । ବନ୍ଧୁ ବାନ୍ଧବଙ୍କ ଠାରୁ ଆରମ୍ଭ କରି ପରିବାର ତଥା ସାଙ୍ଗ ସାଥି ମାନେ ସମସ୍ତେ ଶେଷ ଦର୍ଶନ କରିବା ପାଇ ଆସିଛନ୍ତି । ଟେଲିଭିଜନ ଜଗତରେ ଅନେକ ସାରା ସିରିଏଲ ଓ ଫିଲ୍ମ ରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଥିଲେ ରାଜେଶ୍ଵରୀ ।

ଆମେ ମାନେ ସମସ୍ତେ ରାଜେଶ୍ଵରୀଙ୍କ ଆତ୍ମା ର ସଦଗତି ନିମନ୍ତେ ଭଗବାଙ୍କ ନିକଟରେ ପ୍ରାର୍ଥନା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଜେଶ୍ଵରୀ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।