ଆଜିର ରାଶିଫଳ, 12 ଜୁଲାଇ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଇଚ୍ଛା ପୂରଣ ହେବାର ସମୟ ପାଖେଇ ଆସୁଛି । ମିଠା ଖାଦ୍ଯ ଖାଇବା ପାଇଁ ଆଗ୍ରହ ବଢିପାରେ । କିଛି ମିଶି କରି ଅନେକ ଜିନିଷ ଆପଣଙ୍କ ପକ୍ଷରେ ରହିବ । କଥାବାର୍ତ୍ତା ରେ ସଂଯମ ରଖନ୍ତୁ । ବ୍ୟବସାୟରେ ବେପାର ମାନ୍ଦା ଥିବାରୁ ଧର୍ଯ୍ୟ ରଖନ୍ତୁ । ସନ୍ତାନଙ୍କର ବିବାହକୁ ନେଇ ଚିନ୍ତିତ ରହିବେ । ଆଜି ଉଚ୍ଚ ପଦ ଓ ସରକାରୀ ଚାକିରି ମିଳିବାର ପ୍ରବଳ ଯୋଗ ରହିବ । ଆଧ୍ୟାତ୍ମିକ ବିକାଶର ଯୋଗ ବଣୁଛି । କଥାରେ ବରିଷ୍ଠଙ୍କର ହୃଦୟ ଜିଣିବେ ।

ବୃଷ ରାଶି : ବିତ୍ତୀୟ ସ୍ତର ରେ ପୂର୍ବ ପେକ୍ଷା ଭଲ ସ୍ଥିତି ଆସିବ । ପ୍ରିୟଜନ ଲୋକଙ୍କ ସହ ସମୟ ବ୍ଯତୀତ କରିବାରୁ ଖୁସି ଅନୁଭବ କରିବେ । ଚାକିରିରେ କୌଣସି କାମକୁ ନେଇ ପ୍ରଶଂସା ହେବ ଯାହା ଦ୍ଵାରା ଆପଣଙ୍କ ମନ ଖୁସି ହେବ । କୌଣସି ପୁରୁଣା କଥାକୁ ନେଇ ସହଯୋଗୀ ମାନଙ୍କ ସହ ବିବାଦ ହୋଇପାରେ । ତେଣୁ ସାବଧାନ ସହକାରେ କାମ କରିଲେ ବିବାଦ ଟଳିପାରେ । ମାତା ପିତାଙ୍କ ଠାରୁ ଆପଣଙ୍କୁ ଗିଫ୍ଟ ରେ ଘର ବା ଗାଡି ମିଳିପାରେ । ପରିବାରର ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ମିଥୁନ ରାଶି : ଆଜି ଆପଣଙ୍କର ଅଟକି ଥିବା ସବୁ କାମ ଜଲ୍ଦି ପୂରଣ ହେବ । ଚାକିରୀରେ ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ । କିଛି ନୂଆ ଯୋଜନାରେ ଆପଣ ଅସମର୍ଥ ଅନୁଭବ କରିବେ । ସ୍ଵାସ୍ଥ୍ୟକୁ ନେଇ ଅଣଦେଖା କରନ୍ତୁ ନାହି । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ମିତ୍ରଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣଙ୍କୁ ମିତ୍ର ଙ୍କ ଠାରୁ ସାହାଜ୍ଯ ମିଳିପାରେ । ବିଜେନେସରେ ବିରୋଧୀଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଫିଟ ରଖିବା ପାଇଁ ଆପଣଙ୍କୁ ଯୋଗ ଓ ଏକ୍ସସାଇଜର ସାହାରା ନେବକୁ ହେବ ।

କର୍କଟ ରାଶି : ଆଜି ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆର୍ଥିକ ଲାଭର ଅବସର ମିଳିପାରେ । ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଆଜି ଅନୁଭବି ଲୋକଙ୍କ ପରାମର୍ଶ ମିଳିପାରେ । ରାଗରେ କରା ଯାଇଥିବା କାମ ବିଗିଡି ଯାଇପାରେ । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ସହଯୋଗ ଦେବେ । ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିବ । ଯେଉଁ କାମ ଆରମ୍ଭ କରିବେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ଭାବେ ମିଳିବ ।

ସିଂହ ରାଶି : ଆଜି ଆପଣଙ୍କର ଅନେକ ମାମଲା ସମାଧାନ ହୋଇପାରେ । ଆର୍ଥିକ ସ୍ତର ରେ ବେହତର ହେବାରୁ ଆପଣ ଜରୁରୀ ବସ୍ତୁ କ୍ରୟ କରିବେ । ଘରେ ସାମାଜିକ କାର୍ଯ୍ୟ ରେ ଆପଣ ବ୍ୟସ୍ତ ରେ ରହିବେ । ପଇସା ମାମଲାରେ କାହା ଉପରେ ଭରସା କରନ୍ତୁ ନାହି । କୌଣସି ସରକରୀ ମାମଲାରେ ଫଶୀ ପାରନ୍ତି । ଅଧିକ କ୍ରୋଧ କରିଲେ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଏହି ସମୟରେ ପରିବାର ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ । ଆମଦାନୀରେ କୌଣସି ନୂଆ ଯୋଜନା ମିଳିପାରେ ।

କନ୍ୟା ରାଶି : ପଇସା ମାମଲାରେ ସମାଧାନ ହୋଇପାରେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗ ଦର୍ଶନ ବା ସହଯୋଗ ପ୍ରାପ୍ତି ହେବ । ଆପଣ ଓ ଆପଣଙ୍କ ଜୀବନ ସାଥି ମିଶି ବୈବାହିକ ଜୀବନକୁ ବେହତର ସ୍ମୃତି କରିବେ । ଆଜି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିବାର ସମ୍ଭାବନା ରହିଛି । କିନ୍ତୁ ଏହି ମୂଲ୍ୟବାନ ସମୟର ଅପବ୍ୟବହାର କରନ୍ତୁ ନାହି । ଛୋଟ ଛୋଟ କଥା ରେ ରାଗିଲେ କାମ ବିଗିଡିପାରେ । କିଛି କାମର ଟେନସନ ରହିବ । ମୂଲ୍ୟବାନ ବସ୍ତୁକୁ ସମ୍ଭାଳିକରି ରଖନ୍ତୁ । ଆର୍ଥିକ୍ଷ ସ୍ଥିତିରେ ସୁଧାର ଆସିବ ।

ତୁଳା ରାଶି : ଆଜି ଆପଣଙ୍କର ଜମିବାଡି ମାମଲାରେ ଗତି ଆସିବ । ଭୂମି ଓ ବାହନ ସମ୍ବଦ୍ଧ କାମ ପୁରା ହେବ । ରୋଜଗାର ବଢିବ । ଭଲ କାମର ଫଳ ମିଳିବ । ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ଆପଣ ନିଜକୁ ନୂଆ ରୋମାଞ୍ଚକର ସ୍ଥିତିରେ ପାଇବେ ଯେଉଁଥିରେ ଆପଣଙ୍କୁ ଫାଇଦା ମିଳିବ । ସନ୍ଧ୍ୟାରେ ରୋଷେଇ ପାଇଁ ଜରୁରୀ ଜିନିଷ କ୍ରୟ କରିବାରେ ବ୍ୟସ୍ତ ରହିବେ । ଲୋକଙ୍କୁ ସାହାଜ୍ଯ କରିବା ପାଇଁ ଉଦାରତା ମନୋଭାବ ରଖନ୍ତୁ ।

ବିଛା ରାଶି : ଆଜି ଘରେ କାହା ସହ ଝଗଡା ହୋଇପାରେ । ବ୍ଯବସାୟିକ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ବିଜେନ୍ସ ବଢିବା ପାଇଁ ଚେଷ୍ଟା କରିବେ । ମିତ୍ର ଙ୍କ ସହ ବାହାରକୁ ଯାଇ ସମୟ ବ୍ଯତୀତ କରନ୍ତୁ । ପାରିବାରିକ ମାମଲାକୁ ଗମ୍ଭୀରତାର ସହ ନିଅନ୍ତୁ । କିନ୍ତୁ ବେକାର ଚିନ୍ତା ଆପଣ ମାନସିକ ଚାପ କାରନ୍ତୁ କରିବେ । କୌଣସି ପୁରୁଣା କାମ ଆଜି ହୋଇପାରେ । ଆପଣଙ୍କ ମନରୁ ଚିନ୍ତାର ଭାର ହାଲକା ହେବ । ଆପଣ ମାନସିକ ରୂପରେ ପ୍ରଫୁଲ୍ଲିତ ଅନୁଭବ କରିବେ ।

ଧନୁ ରାଶି : ଆଜି ବହୁତ ସାରା ଗତି ବିଧି ସମ୍ପନ୍ନ ହୋଇପାରେ । ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ । କୌଣସି ସନ୍ଥ ପୁରୁଷଙ୍କ ଆଶୀର୍ବାଦ ମାନସିକ ଶାନ୍ତି ପ୍ରଦାନ କରିବ । ଆର୍ଥିକ ଯୋଜନାରେ ଫସିବା କାରଣରୁ ନିବେଶ କରିବାରେ ସାବଧାନ ରୁହନ୍ତୁ । ନିବେଶ ଲାଭକରି ସାବ୍ୟସ୍ତ ହେବ । ଘରେ ବାହାରେ ସବୁ ଆଡେ ପ୍ରସନ୍ନତାର ବାତାବରଣ ରହିବ । ଏକାଗ୍ରତା ପୂର୍ବକ କାର୍ଯ୍ୟ କରିଲେ ସଫଳତା ଜରୁରୀ ମିଳିବ । କୌଣସି ଉଚ୍ଚ ଅଧିକାରୀଙ୍କ ସହ ବୌଧିକ ଚର୍ଚ୍ଚା କରନ୍ତୁ ନାହି ।

ମକର ରାଶି : ଆଜି ସନ୍ତାନ ଓ ପ୍ରିୟଜନ ଙ୍କ ସହ ବ୍ଯତୀତ କରିଥିବା ସମୟ ସମ୍ପର୍କରେ ମଜବୁତି ଆଣିବ । ବ୍ୟବସାୟ ଓ ବେପାରୀ ବର୍ଗ ଙ୍କ ପାଇଁ ସକାଳର ସମୟ ଅନୁକୂଳ ନୁହେଁ । ନିଜ ବୁଦ୍ଧି ରେ କରିଥିବା କାମ ହାନି ଓ ନିରାଶା ମିଳିପାରେ । କିଛି ଲୋକଙ୍କୁ ଅଚାନକ ଯାତ୍ରା କରିବାକୁ ପଡିପାରେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଆଜି ଆଖ ପାଖର ଲୋକଙ୍କୁ ଭେଟିବା ପାଇଁ ସମୟ ବାହାର କରିବେ । ହନୁମାନ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରନ୍ତୁ ।

କୁମ୍ଭ ରାଶି : ଆଜି କୋର୍ଟ କଚେରୀ ମାମଲାରେ ସାବଧାନ ରୁହନ୍ତୁ । ଆଜି ଦିନରେ କୌଣସି ପୁରୁଣା ମିତ୍ର ଙ୍କ ସହ ଭେଟ ହୋଇପାରେ । ତାଙ୍କ ସହ ଆପଣଙ୍କର ସମୟ ଆନନ୍ଦ ପ୍ରମୋଦ ରହିବ । ଛାତ୍ରଙ୍କୁ ଆଜି ମେହନତ କରିଲେ ସଫଳତା ମିଳିବ । ଆଜି ଆପଣଙ୍କୁ ତାଙ୍କ ମିଳିପାରେ । ପର୍ଯ୍ୟାପ୍ତ ମାତ୍ରାରେ ଧନ ଆସିବାରୁ ଆପଣଙ୍କୁ ଖୁସି ମିଳିବ । ବିରୋଧୀଙ୍କର ପ୍ରଭାବ ରହିବ । ଆଜି ପଦୋନ୍ନତି ର ଯୋଗ ରହିଛି ।

ମୀନ ରାଶି : ଦିନର ଆରମ୍ଭ ବ୍ୟସ୍ତତା ପୂର୍ବକ ରହିବ । କାରୋବାରରେ ସଫଳତା ମିଳିବ । ଶୈକ୍ଷିକ କାମରେ କଠିନତା ଆସିପାରେ । ପିତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ । ରାଜନୈତିକ କ୍ଷେତ୍ରରେ କରା ଯାଇଥିବା ପ୍ରୟାସରେ ସଫଳା ମିଳିବ । ଆଜି ଦିନରେ କୌଣସି ପ୍ରକାରର ନୂଆ ଅନୁବନ୍ଧ ରେ ଆପଣଙ୍କୁ ଲାଭ ମିଳିପାରେ । କାର୍ଯ୍ୟ କ୍ଷେତ୍ର ବ୍ୟବଧାନ ଆସିପାରେ । ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।