ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ଅନେକ ପ୍ରଶ୍ନ ପଚରା ଯାଉଛି । ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏଭଳି ପଚରା ଯାଉଛି । ଅନେକ ସମୟରେ ପିଲାଙ୍କୁ ସାମାନ୍ଯ ପ୍ରଶ୍ନର ଉତ୍ତର ଦେଇ ନପାରିବା ଯୋଗୁଁ ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି । ତେଣୁ ଅନ୍ୟ ସବୁ ବିଷୟ ସହିତ ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ଭଲ ଥିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ ।
୧- ଏମିତି କେଉଁ ଜିନିଷ ଅଛି ଯାହାର ଡେଣା ନାହିଁ ତଥାପି ସେ ଉଡିପାରେ ?
ଉ: ଗୁଡିର ଡେଣା ନାହିଁ, ତଥାପି ସେ ଉଡେ ।
୨- କେଉଁ ପ୍ରାଣୀର ତିନୋଟି ହୃଦୟ ଥାଏ ?
ଉ: ଅକ୍ଟୋପସ ର ତିନୋଟି ହୃଦୟ ଥାଏ ।

୩- କେଉଁ ଦେଶ ସବୁଠୁ ଅଧିକ ସୁନା ଉତ୍ପାଦନ କରେ ?
ଉ: ଚୀନ ସବୁଠୁ ସର୍ବାଧିକ ସୁନା ଉତ୍ପାଦନ କରେ ।
୪- ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ଥିଲେ ?
ଉ: ଜାକିର ହୁସେନ
୫- କାହାକୁ ପରିବା ମାନଙ୍କର ରାଣୀ ବୋଲି କୁହାଯାଏ ?
ଉ: ମରିଚ ବା ଲଙ୍କା କୁ
୬- କେଉଁ ପଶୁକୁ ସବୁଠୁ ବିଶ୍ଵସ୍ତ ବୋଲି କୁହାଯାଏ ?
ଉ: କୁକୁର ସବୁଠୁ ବିଶ୍ଵସ୍ତ ପଶୁ ।
୭- କେଉଁ ଭିଟାମିନ ଆମ ଶରୀରରେ ହେଉଥିବା କ୍ଷତ ବା ଖଣ୍ଡିଆକୁ ଭରିବାରେ ସାହାଯ୍ୟ କରିଥାଏ ?
ଉ: ଭିଟାମିନ-K
୮- କେଉଁ ଦେଶରେ ସର୍ବ ପ୍ରଥମେ ପାଣି ଜାହାଜ ନିର୍ମାଣ କରା ଯାଇଥିଲା ?
ଉ: ବ୍ରିଟେନ ରେ

୯- ବିହାର ରାଜ୍ୟର ସବୁଠୁ ମୁଖ୍ୟ ପର୍ବ କଣ ?
ଉ: ଛଠ ପୂଜା
୧୦- ଭାରତରେ ପ୍ରଥମ ଥର କେଉଁ ପ୍ରଧାନମନ୍ତ୍ରୀ ନୋଟବନ୍ଦୀ କରିଥିଲେ ?
ଉ: ଅଟଳ ବିହାରୀ ବାଜପେୟୀ
୧୧- କେଉଁ ଦେଶରେ ସବୁଠୁ ଅଧିକ ମସଜିଦ ରହିଛି ?
ଉ: ଭାରତ ସବୁଠୁ ଅଧିକ ମସଜିଦ ଅଛି ।
୧୨- କେଉଁ ଜୀବ କେବଳ ଭାରତରେ ହିଁ ଦେଖିବାକୁ ମିଳିଥାଏ ?
ଉ: ଥଣ୍ଟିଆ କୁମ୍ଭୀର
୧୩- ମହାତ୍ମା ଗାନ୍ଧୀଙ୍କ ପତ୍ନୀଙ୍କ ନାମ କଣ ଥିଲା ?
ଉ: କସ୍ତୁରବା ଗାନ୍ଧୀ
୧୪- କେଉଁ ଜୀବକୁ ଭୋକ ଲାଗିଲେ ସେ ନିଜ ଶରୀରକୁ ଖାଇ ଦେଇଥାଏ ?
ଉ: ମୂଷା

୧୫- ଭାରତରେ ସର୍ବ ପ୍ରଥମେ କେଉଁ ବ୍ଯାଙ୍କ ସ୍ଥାପିତ କରା ଯାଇଥିଲା ?
ଉ: ବ୍ଯାଙ୍କ ଅଫ ହିନ୍ଦୁସ୍ଥାନ
୧୬- କେଉଁ ଜୀବର ଗୋଡ ନଥାଏ ?
ଉ: ସାପ ର ଗୋଡ ନଥାଏ ।
୧୭- ସବୁଠୁ କମ୍ ଭୂକମ୍ପ କେଉଁ ଦେଶରେ ହୋଇଥାଏ ?
ଉ: ଭାରତରେ ସବୁଠୁ କମ୍ ଭୂକମ୍ପ ହୁଏ ।
୧୮- କେଉଁ ଦେଶର ଲୋକ ଷଣ୍ଢ ସହ ଲଢେଇ କରିଥାନ୍ତି ?
ଉ: ସ୍ପେନ ର ଲୋକମାନେ
୧୯- ଗାଈ ର ସବୁଠୁ ପ୍ରିୟ ରଙ୍ଗ କଣ ଅଟେ ?
ଉ: ସବୁଜ ରଙ୍ଗ
୨୦- ଭାରତର କେଉଁ ପ୍ରଧାନମନ୍ତ୍ରୀ ତିନି ଥର ବିବାହ କରିଥିଲେ ?
ଉ: ମୋରାରଜୀ ଦେଶାଇ ତିନିଥର ବିବାହ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।