ସ୍ତ୍ରୀ ନିଜ ସ୍ଵାମୀକୁ ସବୁକିଛି ଦେଇଥାଏ କିନ୍ତୁ ଗୋଟିଏ ଜିନିଷ କେବେ ବି ଦିଏ ନାହିଁ, କୁହନ୍ତୁ ତାହା କଣ ? Interesting GK Q&A

ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ଅନେକ ପ୍ରଶ୍ନ ପଚରା ଯାଉଛି । ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏଭଳି ପଚରା ଯାଉଛି । ଅନେକ ସମୟରେ ପିଲାଙ୍କୁ ସାମାନ୍ଯ ପ୍ରଶ୍ନର ଉତ୍ତର ଦେଇ ନପାରିବା ଯୋଗୁଁ ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି । ତେଣୁ ଅନ୍ୟ ସବୁ ବିଷୟ ସହିତ ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ଭଲ ଥିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ ।

୧- ଏମିତି କେଉଁ ପକ୍ଷୀ ଅଛି ଯାହାର ଡେଣା ନଥାଏ ?

ଉ: କିୱି ପକ୍ଷୀ

୨- ସବୁଠୁ ଅଧିକ କାର୍ କେଉଁ ଦେଶରେ ରହିଛି ?

ଉ: ଆମେରିକା ପାଖରେ

୩- ଏମିତି କେଉଁ ପଶୁ ଅଛି ଯିଏ କେବେ ବି ଆକାଶକୁ ଦେଖେ ନାହିଁ ?

ଉ: ଘୁଷୁରି

୪- ଏମିତି କେଉଁ ଜୀବ ଅଛି ଯିଏ ପିଲା ଜନ୍ମ କରିବା ପରେ ସାଙ୍ଗେ ସାଙ୍ଗେ ମରିଯାଏ ?

ଉ: ବିଛା

୫- ଦୁନିଆର ସବୁଠୁ ବୁଦ୍ଧିମାନ ଦେଶ କିଏ ?

ଉ: ହଂକଂ କୁ ସବୁଠୁ ବୁଦ୍ଧିମାନ ଦେଶ କୁହାଯାଏ ।

୬- କେଉଁ ପ୍ରାଣୀ ଆଖି ବନ୍ଦ କରି ମଧ୍ୟ ସବୁ ଦେଖିପାରେ ?

ଉ: ଓଟ ଆଖି ବନ୍ଦ କରି ବି ସବୁ ଦେଖିପାରେ ।

୭- ଆମ ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରିଥାଏ ?

ଉ: ଆମ ମସ୍ତିଷ୍କ

୮- ବିଶ୍ଵ ସୁନ୍ଦରୀ ହୋଇଥିବା ପ୍ରଥମ ମହିଳା କିଏ ଥିଲେ ?

ଉ: ରୀତା ଫାରିଆ

୯- କେଉଁ ଦେଶରେ ସବୁଠୁ କମ୍ ଫାଶୀଦଣ୍ଡ ଶୁଣା ଯାଇଥାଏ ?

ଉ: ଆମ ଦେଶ ଭାରତରେ

୧୦- କେଉଁ ଦେଶରେ ସବୁଠୁ ଅଧିକ ପୋଲିସ ଅଧିକାରୀ ଅଛନ୍ତି ?

ଉ: ଆମେରିକା ରେ

୧୧- ଭାରତରେ କେତେ ପ୍ରତିଶତ ଭାଗରେ କୃଷିକାର୍ଯ୍ୟ କରାଯାଏ ?

ଉ: ୫୧ ପ୍ରତିଶତ ଭାଗରେ

୧୨- ପେଟ୍ରୋଲକୁ ଓଡିଆରେ କଣ କୁହାଯାଏ ?

ଉ: ଶୀତଳ ତେଲ

୧୩- କେଉଁ ପଶୁର କ୍ଷୀର ପିଇଲେ ବୁଦ୍ଧି ତେଜ ହୋଇଥାଏ ?

ଉ: ଗାଈ କ୍ଷୀର ପିଇଲେ

୧୪- ଉଡାଜାହାଜର ଆବିଷ୍କାର କେଉଁଠାରେ ହୋଇଥିଲା ?

ଉ: ଆମେରିକାରେ ଉଡାଜାହାଜ ଆବିଷ୍କାର ହୋଇଥିଲା ।

୧୫- ମାନବ ଶରୀରର ସବୁଠୁ ଲମ୍ବା କୋଷିକା କେଉଁଟି ?

ଉ: ତନ୍ତ୍ରିକା ହେଉଛି ସବୁଠୁ ଲମ୍ବା କୋଷିକା ।

୧୬- ଭାରତର କେଉଁ ରାଜ୍ୟରେ ଭାସମାନ ରାଷ୍ଟ୍ରୀୟ ଉଦ୍ୟାନ ରହିଛି ?

ଉ: ମଣିପୁରରେ ରହିଛି

୧୭- ଭାରତରେ ନିର୍ମିତ ପ୍ରଥମ କମ୍ପ୍ୟୁଟରର ନାମ କଣ ଥିଲା ?

ଉ: ସିଦ୍ଧାର୍ଥ

୧୮- ଡକ୍ଟର ଭୀମରାଓ ଆମ୍ବେଦକର ଙ୍କ ଜନ୍ମସ୍ଥାନ କେଉଁଠି ?

ଉ: ମଧ୍ୟପ୍ରଦେଶ ରେ

୧୯- ସେ କେଉଁ ଜୀବ ଯାହାର ହୃଦୟ କାର୍ ଭଳି ବଡ ହୋଇଥାଏ ?

ଉ: ତିମି ମାଛ

୨୦- ସ୍ତ୍ରୀ ନିଜ ସ୍ଵାମୀକୁ ସବୁକିଛି ଦେଇଥାଏ କିନ୍ତୁ ଗୋଟିଏ ଜିନିଷ କେବେ ବି ଦିଏ ନାହିଁ । ତାହା କଣ ?

ଉ: ସାଙ୍ଗିଆ (Surname)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।