ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ଅନେକ ପ୍ରଶ୍ନ ପଚରା ଯାଉଛି । ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏଭଳି ପଚରା ଯାଉଛି । ଅନେକ ସମୟରେ ପିଲାଙ୍କୁ ସାମାନ୍ଯ ପ୍ରଶ୍ନର ଉତ୍ତର ଦେଇ ନପାରିବା ଯୋଗୁଁ ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି । ତେଣୁ ଅନ୍ୟ ସବୁ ବିଷୟ ସହିତ ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ଭଲ ଥିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ ।
୧- ଏସିଆର ଆଲୋକ (Light of Asia) କାହାକୁ କୁହାଯାଏ ?
ଉ: ଗୌତମ ବୁଦ୍ଧଙ୍କୁ କୁହାଯାଏ ।
୨- ଭାରତର ସବୁଠୁ ଥଣ୍ଡା ଜିଲ୍ଲା କଣ ଅଟେ ?
ଉ: ଶ୍ରୀନଗର

୩- ଗାଡିର ନମ୍ବର ପ୍ଳେଟ କେଉଁ ଦେଶରେ ପ୍ରଥମେ ଜାରି ହୋଇଥିଲା ?
ଉ: ଫ୍ରାନ୍ସ ରେ ପ୍ରଥମେ ହୋଇଥିଲା ।
୪- ବିଶ୍ଵର ସବୁଠୁ ଉଚ୍ଚ ପର୍ବତ ଶିଖର କେଉଁଠି ଅବସ୍ଥିତ ?
ଉ: ନେପାଳ, ମାଉଣ୍ଟ ଏଭରେଷ୍ଟ
୫- ଘଡି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉ: ଭାରତରେ ହୋଇଥିଲା ।
୬- ସାତ ପାହାଡର ନଗର କାହାକୁ କୁହାଯାଏ ?
ଉ: ରୋମକୁ କୁହାଯାଏ ।
୭- କେଉଁ ଦେଶରେ କୁକୁର ପାଳିବା ଏକ ଦଣ୍ଡନୀୟ ଅପରାଧ ଅଟେ ?
ଉ: ଆଇସଲ୍ୟାଣ୍ଡରେ କୁକୁର ପାଳିବା ଅପରାଧ ଅଟେ ।
୮- ଆଳୁ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉ: ପେରୁ ରେ ଆଳୁ ଆବିଷ୍କାର ହୋଇଥିଲା ।

୯- କେଉଁ ଦେଶର ଲୋକ ସବୁଠୁ କମ୍ ମାଂସ ଖାଆନ୍ତି ?
ଉ: ଭୁଟାନ ର ଲୋକ ସବୁଠୁ କମ୍ ମାଂସ ଖାଆନ୍ତି ।
୧୦- କେଉଁ ଜିନିଷ ପାଣିରେ ବି ଜଳିଯାଏ ?
ଉ: ସୋଡିୟମ
୧୧- କଳା ରଙ୍ଗର ହଂସ କେଉଁଠି ଦେଖିବାକୁ ମିଳନ୍ତି ?
ଉ: ଅଷ୍ଟ୍ରେଲିଆରେ କଳା ରଙ୍ଗର ହଂସ ଦେଖାଯାନ୍ତି ।
୧୨- ସୁନା ର ଆବିଷ୍କାର କିଏ କରିଥିଲେ ?
ଉ: ଆର୍ଯ୍ୟଭଟ୍ଟ ସୁନା ଆବିଷ୍କାର କରିଥିଲେ ।
୧୩- ଅଷ୍ଟ୍ରେଲିଆରେ ପ୍ରଚଳିତ ମୁଦ୍ରାକୁ କଣ କୁହନ୍ତି ?
ଉ: ଅଷ୍ଟ୍ରେଲିଆନ ଡଲାର କୁହାଯାଏ ।
୧୪- କ୍ୟୁବାରେ ପ୍ରଚଳିତ ମୁଦ୍ରାକୁ କଣ କୁହନ୍ତି ?
ଉ: ପେସୋ ହେଉଛି କ୍ୟୁବାରେ ପ୍ରଚଳିତ ମୁଦ୍ରା ।

୧୫- ଲାଲ ପତାକା କାହାର ପ୍ରତୀକ ?
ଉ: ଯୁଦ୍ଧ ଓ ବିପଦର ପ୍ରତୀକ ହେଉଛି ଲାଲ ପତାକା ।
୧୬- କପୋତ କାହାର ପ୍ରତୀକ ?
ଉ: କପୋତକୁ ଶାନ୍ତିର ପ୍ରତୀକ ବୋଲି ମାନାଯାଏ ।
୧୭- ଆମ ଶରୀରର କେଉଁ ଅଙ୍ଗରେ ରକ୍ତ ନଥାଏ ?
ଉ: ନଖ ଏବଂ ବାଳ ରେ ରକ୍ତ ନଥାଏ ।
୧୮- କେଉଁ ଜୀବ ବଞ୍ଚିଥିବା ଯାଏଁ ତା’ର ଦାନ୍ତ ବଢିଥାଏ ?
ଉ: ଠେକୁଆର ଦନ୍ତ ସବୁବେଳେ ବଢିଥାଏ ।
୧୯- କେଉଁ ଜୀବ ବୋହୁଥିବା ପାଣିକୁ ପିଏ ନାହିଁ ?
ଉ: ମେଣ୍ଢା
୨୦- ଶ୍ଵଶୁର, ଜ୍ଵାଇଁ, ଶଳା, ଭିଣୋଇ କଂସା 3 ଟି, କେହି କାହା ସହ ଖାଇବେ ନାହିଁ । କିପରି ?
ଉ: ଶ୍ଵଶୁରଅଙ୍କ ଜ୍ଵାଇଁ ଯିଏ ଶଳାର ଭିଣୋଇ ସିଏ । ସମୁଦାୟ 3 ଜଣ ଲୋକ ତେଣୁ ୩ଟି କଂସାରେ ଖାଇବା ସମ୍ଭବ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।