ସ୍ଵାମୀ ତା’ ସ୍ତ୍ରୀ ର କଣ ଦେଖିପାରେ ନାହିଁ ? ଏହା ସହ ଆହୁରି 20 Interesting GK ପ୍ରଶ୍ନୋତ୍ତର

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।

୧- ଭାରତର ଜାତୀୟ ସଙ୍କେତ କଣ ?

ଉ: ଅଶୋକ ଚକ୍ର ଭାରତର ଜାତୀୟ ସଙ୍କେତ ।

୨- ସ୍କଟଲାଣ୍ଡର ଜାତୀୟ ସଙ୍କେତ କଣ ?

ଉ: ଥିଲାଲ (ଏକ ପ୍ରକାରର କଣ୍ଟା ଜାତୀୟ ଗଛ) ।

୩- ସ୍ପେନର ଜାତୀୟ ସଙ୍କେତ କଣ ?

ଉ: ଇଗଲ ସ୍ପେନର ଜାତୀୟ ସଙ୍କେତ ।

୪- ଋଷିଆ ର ଜାତୀୟ ସଙ୍କେତ କଣ ?

ଉ: ଦାଆ, ହାତୁଡି ଏବଂ ତାରା ହେଉଛି ଋଷିଆର ଯତୋୟ ସଙ୍କେତ ।

୫- ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସଙ୍କେତ କଣ ?

ଉ: ସୁନାଦଣ୍ଡ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସଙ୍କେତ ।

୬- ମିଶର ଦେଶର ଜାତୀୟ ସଙ୍କେତ କଣ ?

ଉ: ପଦ୍ମ ଫୁଲ ହେଉଛି ମିଶରର ଜାତୀୟ ସଙ୍କେତ ।

୭- ଫ୍ରାନ୍ସର ଜାତୀୟ ସଙ୍କେତ କଣ ?

ଉ: କଇଁ ଫୁଲ ହେଉଛି ଫ୍ରାନ୍ସର ଜାତୀୟ ସଙ୍କେତ ।

୮- ଆମ ପଡୋଶୀ ଦେଶ ପାକିସ୍ତାନ ର ଜାତୀୟ ସଙ୍କେତ କଣ ?

ଉ: ଅର୍ଦ୍ଧ ଚନ୍ଦ୍ର ହେଉଛି ପାକିସ୍ତାନର ଜାତୀୟ ସଙ୍କେତ ।

୯- ପାରସ୍ୟର ଜାତୀୟ ସଙ୍କେତ କଣ ?

ଉ: ରକ୍ତ ଗୋଲାପ ପାରସ୍ୟର ଜାତୀୟ ସଙ୍କେତ ।

୧୦- ଦକ୍ଷିଣ ଆଫ୍ରିକା ର ଜାତୀୟ ସଙ୍କେତ କଣ ?

ଉ: ସ୍ଵିଙ୍ଗବକ ହେଉଛି ଦକ୍ଷିଣ ଆଫ୍ରିକାର ଜାତୀୟ ସଙ୍କେତ ।

୧୧- ଡେନମାର୍କ ର ଜାତୀୟ ସଙ୍କେତ କଣ ?

ଉ: ବୁଡାଜାହାଜ ହେଉଛି ଡେନମାର୍କର ଜାତୀୟ ସଙ୍କେତ ।

୧୨- ଜର୍ମାନୀର ଜାତୀୟ ସଙ୍କେତ କଣ ?

ଉ: ଜର୍ମାନୀର ଜାତୀୟ ସଙ୍କେତ ହେଉଛି ଗହମ ଫୁଲ ।

୧୩- ଚୀନ ର ଜାତୀୟ ସଙ୍କେତ କଣ ?

ଉ: ନାରସିସ ହେଉଛି ଚୀନ ରଜାତୀୟ ସଙ୍କେତ ।

୧୪- କାନାଡା ର ଜାତୀୟ ସଙ୍କେତ କଣ ?

ଉ: ସୁଗାର ଗେପଲ୍ (ଏକ ପ୍ରକାର ଗଛ) ।

୧୫- ଇଂଲଣ୍ଡର ଜାତୀୟ ସଙ୍କେତ କଣ ?

ଉ: ଗୋଲାପ ଇଂଲଣ୍ଡର ଜାତୀୟ ସଙ୍କେତ ।

୧୬- ଅଷ୍ଟ୍ରେଲିଆର ଜାତୀୟ ସଙ୍କେତ କଣ ?

ଉ: କଙ୍ଗାରୁ

୧୭- କେଉଁ ଦେଶର ଜାତୀୟ ସଙ୍ଗୀତ ସବୁଠୁ ପୁରୁଣା ?

ଉ: ଜାପାନ

୧୮- କିଭି କେଉଁ ଦେଶର ଜାତୀୟ ପଶୁ ?

ଉ: ନ୍ୟୁଜିଲାଣ୍ଡ

୧୯- ଭାରତର ଜାତୀୟ ପତାକାକୁ କଣ କୁହନ୍ତି ?

ଉ: ତ୍ରିରଙ୍ଗା

୨୦- ସ୍ଵାମୀ ତା’ ସ୍ତ୍ରୀ ର କଣ ଦେଖିପାରେ ନାହିଁ ?

ଉ: ବିଧବା ବେଶ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।