ଚନ୍ଦ୍ର ଗ୍ରହଣ 2022: ଏହି 7 ଟି ରାଶିରେ ଭୟଙ୍କର ଘଟଣା, ଦେଖନ୍ତୁ କଣ ସବୁ ଘଟିବାକୁ ଯାଉଛି…

ସୂର୍ଯ୍ୟପରାଗର ଠିକ ୧୫ଦିନ ପରେ ବୈଶାଖ ପୂର୍ଣ୍ଣିମା ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଫଳରେ ସମସ୍ତ ରାଶିଙ୍କ ଭାଗ୍ୟକୁ ଏହା ବିଶେଷ ଭାବେ ପ୍ରଭାବିତ କରିବାକୁ ଯାଉଛି । ଏହା ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅଟେ, ତେଣୁ ଏହାର ସୂତକ କାଳ ଓଡିଶାରେ ମାନ୍ୟ ହେବ । ଚନ୍ଦ୍ରଗ୍ରହଣ ପ୍ରଭାବରେ କିଛି ୭ଟି ରାଶିଙ୍କ ଉପରେ ଏହାର ଭୟଙ୍କର ପ୍ରଭାବ ପଡିବାକୁ ଯାଉଛି। ଅର୍ଥାତ ଶୁଭଫଳ ମିଳିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

ବୃଷ ରାଶି । ଆପଣ ନିଜ କାର୍ଯ୍ୟରେ ଲଗାତାର ପ୍ରଗତି ହାସଲ କରିବେ ଓ ଜୀବନସାଥିଙ୍କ ସହ ସମ୍ବନ୍ଧ ମଜବୁତ ହେବ । ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇଯିବ ଓ ସାମାଜିକ କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଲାଭ କରିବେ । ଆପଣଙ୍କ ସମସ୍ତ ମନୋସ୍କାମନା ଏବେ ପୂରଣ ହେବାକୁ ଯାଉଛି ।

ତୁଳା ରାଶି । ପୂର୍ବରୁ ଥିବା ସମସ୍ଯା ଖୁବ ଶୀଘ୍ର ସମାଧାନ ହେବା ସହ ଆପଣଙ୍କ ଜୀବନର ସବୁଠୁ ଭଲ ସମୟର ଆଗମନ ହେବାକୁ ଯାଉଛି । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ ଓ କୋର୍ଟ କଚେରୀରେ ବାକି ଥିବା କାର୍ଯ୍ୟ ମଧ୍ୟ ସଫଳତାପୂର୍ବକ ଶେଷ ହେବାକୁ ଯାଉଛି । ଏହି ସମୟରୁ ଆପଣଙ୍କ ପାଇଁ ଅପାର ଧନ ପ୍ରାପ୍ତିର ଯୋଗ ବନୁଅଛି ।

କନ୍ୟା ରାଶି । ଏହି ଗ୍ରହଣର ଶୁଭ ପ୍ରଭାବ ଯୋଗୁଁ ଆପଣଙ୍କୁ ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳିବ ଏବଂ ସମସ୍ତ ମାନସିକ ଓ ଶାରୀରିକ କଷ୍ଟ ଦୂର ହେବାକୁ ଲାଗିବ । ପୁରୁଣା ବିବାଦର ଅନ୍ତ ଘଟିବ ଓ ବେପାର ବାଣିଜ୍ୟ କ୍ଷେତ୍ରରେ ଅଚାନକ ଯାତ୍ରା କରିବାକୁ ପଡିପାରେ । ସେଥିରୁ କିନ୍ତୁ ପ୍ରଚୁର ଲାଭ ପ୍ରାପ୍ତ ହେବ ।

କୁମ୍ଭ ରାଶି । ଏହି ଚନ୍ଦ୍ରଗ୍ରହଣ ପରଠାରୁ ଆପଣଙ୍କ ପାଇଁ ରାଜଯୋଗର ସମୟ ଆସୁଛି । ଦୀର୍ଘ ସମୟରୁ ଲାଗି ରହିଥିବା ସମସ୍ଯା ଦୂର ହେବ ଓ ନୂଆ ଅବସର ପ୍ରାପ୍ତ ହେବ । ଆଗାମୀ ସମୟରେ ବଡ ଖୁସି ଖବର ପ୍ରାପ୍ତ ହେବାକୁ ଯାଉଛି ଓ ଅଚାନକ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି ।

ସିଂହ ରାଶି । ଆପଣଙ୍କ ଜୀବନରେ ପ୍ରଚୁର ଧନର ଆଗମନ ହେବାକୁ ଯାଉଛି ଓ ଏହି ଦିନ ଠାରୁ ଆପଣଙ୍କ ପରିବାରରେ ସୁଖଶାନ୍ତି ଲାଗି ରହିବ । ପାଠପଢାରେ ଉତ୍ତମ ଫଳ ପ୍ରାପ୍ତି ହେବ ଓ ବେପାର ବାଣିଜ୍ୟରେ ବିଶେଷ ଲାଭବାନ ହେବେ । ଆପଣଙ୍କ ଧନଜନିତ ସମସ୍ଯା ସବୁଦିନ ପାଇଁ ଦୂର ହେବାକୁ ଲାଗିବ ।

ମିଥୁନ ରାଶି । ଆପଣଙ୍କ ଜୀବନରେ ସଫଳତାର ଆଗମନ ହେବାକୁ ଯାଉଛି ଓ ପ୍ରେମ ଜୀବନ ପାଇଁ ଏହି ସମୟ ବେଶ ଶୁଭ ରହିଛି । ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ନିଶ୍ଚିତ ଭାବେ ସଫଳତା ପାଇବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବାକୁ ଯାଉଛି ।

ମକର ରାଶି । ଏହି ସମୟ ମଧ୍ୟରେ ଆପଣ କୌଣସି ଦିଗରୁ ଧନ ପ୍ରାପ୍ତି କରିବେ ଓ ଆର୍ଥିକ ସମସ୍ଯା ଦୂର ହେବାକୁ ଲାଗିବ । ପରିବାରରେ ହସଖୁସିର ବାତାବରଣ ଲାଗି ରହିବ ଓ ଆପଣଙ୍କ ଜୀବନ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହେବାକୁ ଯାଉଛି । ଧନଜନିତ ସମସ୍ଯା ସବୁଦିନ ପାଇଁ ଦୂର ହେବ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ