IAS Interview Questions: ନୀଳ ରଙ୍ଗର ସଡକ କେଉଁଠି ଦେଖିବାକୁ ମିଳିଥାଏ ? କଣ ଆପଣ ଜାଣିଛନ୍ତି ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଗୋରିଏ ରେଳଗାଡିର ଇଞ୍ଜିନର ଦାମ୍ କେତେ ହୋଇଥାଏ ?

ଉ: ୨୦ କୋଟି

୨- କେଉଁ ଦେଶ ୨୦୧୧ ମସିହାରେ ସ୍ଵାଧୀନ ହୋଇଥିଲା ?

ଉ: ସୁଡାନ

୩- ଆମ ପୃଥିବୀରେ କେତୋଟି ମହାସାଗର ରହିଛି ?

ଉ: ୫ଟି

୪- ଭାରତର ସବୁଠୁ ଛୋଟ କେନ୍ଦ୍ରଶାସିତ ଅଞ୍ଚଳର ନାମ କଣ ?

ଉ: ଲାକ୍ଷାଦ୍ଵୀପ

୫- ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାରର ନାମ କଣ ?

ଉ: ଭାରତରତ୍ନ

୬- ଚାହା ପିଇବା ପରେ କେଉଁ ଜିନିଷ ସାଙ୍ଗେ ସଙ୍ଗେ ଖାଇଲେ ମୃତ୍ୟୁ ହେବାର ସମ୍ଭାବନା ଥାଏ ?

ଉ: ଚବନପ୍ରାସ

୭- ଦୁନିଆର ସବୁଠୁ ପୁରୁଣା ଖେଳର ନାମ କଣ ?

ଉ: ପୋଲୋ

୮- କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ?

ଉ: ଜଳହସ୍ତୀ

୯- ଗରିବର ଗାଈ କାହାକୁ କୁହାଯାଏ ?

ଉ: ଛେଳି

୧୦- ଜନସଂଖ୍ୟା ଦୃଷ୍ଟିରୁ ଭାରତର ସବୁଠୁ ବଡ ରାଜ୍ୟ କିଏ ?

ଉ: ଉତ୍ତର ପ୍ରଦେଶ

୧୧- ଭାରତର କେଉଁ ରାଜ୍ୟ ସର୍ବାଧିକ ଦୁଗ୍ଧ ଉତ୍ପାଦନ କରିଥାଏ ?

ଉ: ଉତ୍ତର ପ୍ରଦେଶ

୧୨- ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଭାଜନ ହୋଇଥିବା ସୀମାରେଖା ର ନାମ କଣ ?

ଉ: ରେଡକ୍ଲିଫ ଲାଇନ

୧୩- ଦୁନିଆର ସବୁଠୁ ବଡ ପକ୍ଷୀ କିଏ ?

ଉ: ଓଟପକ୍ଷୀ

୧୪- କେଉଁ ଦେଶରେ ବିଶ୍ଵର ସବୁଠାରୁ ବଡ ବିମାନ ବନ୍ଦର ରହିଛି ?

ଉ: ଚୀନ

୧୫- ଭାରତ ରତ୍ନ ପୁରସ୍କାରର ଶୁଭାରମ୍ଭ କେବେ ହୋଇଥିଲା ?

ଉ: ୧୯୫୪

୧୬- ଭାରତୀୟ ସିନେମା ଜଗତର ମୁଖ୍ୟ କେନ୍ଦ୍ର କେଉଁଠି ?

ଉ: ମୁମ୍ବାଇ

୧୭- ଭାରତୀୟ ସିନେମାର ପିତା କାହାକୁ କୁହାଯାଏ ?

ଉ: ଦାଦା ସାହେବ ଫାଲକେ

୧୮- ମୁମ୍ବାଇର ପୁରାତନ ନାମ କଣ ଥିଲା ?

ଉ: ବମ୍ବେ

୧୯- ବର୍ତ୍ତମାନ ଭାରତର ସବୁଠୁ ସ୍ବଚ୍ଛ ସହ କଣ ?

ଉ: ଇନ୍ଦୋର

୨୦- ମାଛ କାହା ସାହାଯ୍ୟରେ ଶ୍ଵାସକ୍ରିୟା କରେ ?

ଉ: ଗାଲିଶି

୨୧- ଚାରମିନାର ନିର୍ମାଣ ପାଇଁ କେତେ ସମୟ ଲାଗିଥିଲା ?

ଉ: ୨ ବର୍ଷ

୨୨- ଭାରତର କେଉଁ ରାଜ୍ୟ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ?

ଉ: ଛତିଶଗଡ

୨୩- ଭାରତର କେଉଁ ରାଜ୍ୟରେ ପାକିସ୍ତାନ ନାମକ ଏକ ଗ୍ରାମ ଅଛି ?

ଉ: ବିହାର

୨୪- ସାପ ବିଷ କେଉଁ ରଙ୍ଗର ହୋଇଥାଏ ?

ଉ: ହଳଦିଆ

୨୫- ନୀଳ ରଙ୍ଗର ସଡକ କେଉଁଠି ଦେଖିବାକୁ ମିଳିଥାଏ ?

ଉ: କତାର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।