ପୁରା ଚୁର୍… ନାଚି ନାଚି ଯୁବକ କରି ପକାଇଲେ କିଛି ଏମିତି ହରକତ ଆପଣ ବି ଦେଖିଲେ ଆଖି ବୁଜି ଦେବେ, ଦେଖନ୍ତୁ ଏହି ଭାଇରାଲ Video

ଏହି ଭିଡିଓର ଦୃଶ୍ୟଟି ଆପଣ ଦେଖି ପାରୁଥିବେ । କିପରି ନାଚି ନାଚି ଜଣେ ଭାଇ ନିଶାରେ ଟଳମଳ ହେବା ସହ ତାଙ୍କୁ ସମ୍ଭାଳୁ ଥିବା ଆଉ ଜଣେ ଭାଇଙ୍କୁ ଚୁମା ବି ଦେଉ ପକାଉଛନ୍ତି । ନାଚିବା ସହ ଟଳି ପଡୁଥିବା ବେଳେ ତାଙ୍କୁ ଭାଇ ଜଣଙ୍କ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି ଓ ଆଉ ନିଶାରେ ଚୁର୍ ଥିବା ଭାଇଜଣକ ତାଙ୍କୁ କୁଣ୍ଢେଇ ପକେଇବା ସହ କେତେବେଳେ ହାତକୁ ତ କେବେବେଳେ ତାଙ୍କ ଛାତିରେ ଚୁମା ଦେଉଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ଦେଖି ଦର୍ଶକେ ହସିବା ସହ ଅଣବେକ ପ୍ରକାରର କମେଣ୍ଟ ମଧ୍ୟ କରୁଛନ୍ତି । ତାଙ୍କ ପାଖପାଖରେ ମଧ୍ୟ ଅନେକ ଲୋକ ଅଛନ୍ତି ଓ ଗୀତାର ତାଳେ ତାଳେ ସମାସତେ ଡ୍ୟାନ୍ସ କରି ଚାଲିଛନ୍ତି । ଏମିତି ଲାଗୁଛି ଯେମିତି ସେଠାରେ ଥିବା ସବୁ ଲୋକ ନିଶାରେ ଚୁର୍ ଅଛନ୍ତି । ଆଖପାଖରେ ମଧ୍ୟ ବହୁର ଭିଡ ଜମିଛି ଓ ପିଲାରୁ ବୁଢା ଓ ମହିଳାମାନେ ସମସ୍ତେ ଏମାନଙ୍କ ନାଚ ଦେଖୁଛନ୍ତି ।  ଆଗରେ ଏକ ଟ୍ରକ ଉପରେ ଡେକ୍ ବାଜିଛି ଓ ତା’ ଉପରେ ମଧ୍ୟ କିଛି ଯୁବତୀ ନାଚୁଥିବାର ଦେଖି ପାରୁଥିବେ ।

ତେବେ ଆପଣ ଅଭବୁଥିବେ ଏହି ନାଚ କଣ ପାଇଁ ହେଉଛି । ଏହା ହେଉଛି ଦୋଳ ପୂର୍ଣ୍ଣିମା ସମୟ ଦୃଶ୍ୟ । ଦୀର୍ଘ ଦୁଇ ବର୍ଷ ପରେ ବର୍ତ୍ତମାନ କୋଭିଡ କଟକଣା ସଂପୂର୍ଣ୍ଣ ଭାବେ ହଟିଯାଇଛି କହିଲେ ଚଳେ । ଆଉ ଏମିତିରେ ଲୋକମାନେ ଏବେ ସବୁ ପର୍ବପର୍ବାଣିର ମଜା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଯାଜପୁରରେ ମଧ୍ୟ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଏହିପରି ମେଳଣର ଆୟୋଜନ କରା ଯାଇଥିଲା । ଯେଉଁଠି ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି । ଆଗରେ ଠାକୁର ରାଧାକୃଷ୍ଣ ଅଛନ୍ତି ଆଉ ପଛରେ ମଡର୍ଣ୍ଣ ଗୀତରେ ନାଚୁଛନ୍ତି ସ୍ଥାନୀୟ ଯୁବକମାନେ । ଏଥିପାଇଁ କିଛି ଯୁବତୀଙ୍କୁ ମଧ୍ୟ ଆଣିଥିବାର ଦେଖିବାକୁ ମିଳିଛି ଯେଉଁମାନେ ଟ୍ରକ ଉପରେ ଥାଇ ନାଚି ନାଚି ସମସ୍ତଙ୍କ ମନୋରଞ୍ଜନ କରୁଛନ୍ତି ।

କିନ୍ତୁ ଏହି ଯେଉଁ ଭାଇଜଣକ ତାଙ୍କର ଜଣେ ପୁରୁଷ ସାଥୀଙ୍କୁ ବାରମ୍ବାର ଚୁମା ଦେଇ ଚାଲିଛନ୍ତି ତାଙ୍କ ବିଷୟରେ ସବୁଠୁ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି । ତେବେ ହି ଦୃଶ୍ୟକୁ ନେଇ ଆପଣଙ୍କ ମତ କମ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।