କୁହାଯାଏ କି ଯଦି ଭଗବାନ ଶନିଦେବ କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ଜୀବନରେ ବହୁତ ଖୁସି ପାଆନ୍ତି, କିନ୍ତୁ ଯଦି ତାଙ୍କର ବକ୍ରଦୃଷ୍ଟି କାହା ଉପରେ ପଡିଯାଏ ତେବେ ତାହା ରାଜାଙ୍କୁ ମଧ୍ୟ ଭିକାରି ବନେଇ ଦିଏ । ନ୍ୟାୟଦେବତା ଶନିଦେବ କେବେ ନା କେବେ ସମସ୍ତଙ୍କ ଉପରେ ତାଙ୍କ କୃପାଦୃଷ୍ଟି ରଖିଥାନ୍ତି । ତେବେ ଗ୍ରହମାନଙ୍କ ଚଳନରେ ଏକ ବିରାଟ ପରିବର୍ତ୍ତନ ଯୋଗୁଁ ଶନିଦେବ କିଛି ରାଶିଙ୍କ ଉପରେ ପ୍ରସନ୍ନ ହୋଇଥିବାର ଦେଖିବାକୁ ମିଳୁଛି । ଚାଲନ୍ତୁ ଜାଣିବା କଣ ସବୁ ସେହି ରାଶି ।
ମକର ରାଶି । ଏହି ରାଶିର ସ୍ଵାମୀ ହେଉଛନ୍ତି ଶନି ଗ୍ରହ । ତେଣୁ ଆଜି ଠାରୁ ପୁରା ୧୦ ବର୍ଷ ଯାଏଁ ଆପଣଙ୍କ ଉପରେ ଶନିଦେବ କୃପା ବର୍ଷ କରିବାକୁ ଯାଉଛନ୍ତି । ଏବେ ଆପଣଙ୍କୁ ଜୀବନରେ ପ୍ରତ୍ଯେକ ପ୍ରକାରର ସୁଖ ଦେଖିବାକୁ ମିଳିବ । ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବା ସହ ସନ୍ତାନ ପ୍ରାପ୍ତିର ପ୍ରବଳ ଯୋଗ ମଧ୍ୟ ବନୁଛି । ଅବିବାହିତ ଜାତକଙ୍କ ପାଇଁ ନୂଆ ବିବାହ ପ୍ରସ୍ତାବ ଆସିପାରେ । ତା’ ସହ ଆପଣ କୌଣସି ନୂଆ ଯୋଜନା ମଧ୍ୟ କରିପାରନ୍ତି, ଯାହା ସଫଳ ହେବ ଓ ସମାଜରେ ମାନ ସମ୍ମାନ ବଢିବ ।
ମୀନ ରାଶି । ଆପଣଙ୍କ ଉପରେ ମଧ୍ୟ ଭଗବାନ ଶନିଦେବ ପ୍ରସନ୍ନ ଥିବାରୁ ଆଜି ଠାରୁ ୧୦ ବର୍ଷ ଯାଏଁ କୃପା ବର୍ଷା କରିବାକୁ ଯାଉଛନ୍ତି । ଆପଣଙ୍କୁ ଶନିଦେବଙ୍କ କୃପାରୁ ଅନେକ ଧନ ସମ୍ପତ୍ତି ପ୍ରାପ୍ତ ହେବ । ଘରେ ଅବିବାହିତ ଥିବା ଜାତକଙ୍କୁ ବିବାହ ପ୍ରସ୍ତାବ ଆସିପାରେ । ଆପଣଙ୍କୁ ଭାଇ-ଭଉଣୀଙ୍କ ସଂପୂର୍ଣ୍ଣ ସହଯୋଗ ମଧ୍ୟ ପ୍ରାପ୍ତ ହେବ । ଆପଣଙ୍କୁ କୌଣସି ଏକ ବଡ ଯୋଜନାରେ ଭାଗ ନେବାକୁ ପଡିପାରେ କିମ୍ବା କୌଣସି କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିବାକୁ ପଡିପାରେ । ବେପାର ବାଣିଜ୍ୟରେ ମଧ୍ୟ ବିଶେଷ ଲାଭ ପାଇବେ ।
ମିଥୁନ ରାଶି । ଏବେ ଆପଣଙ୍କୁ ବିଶେଷ ଲାଭ ଦେଖିବାକୁ ମିଳିବ ଓ ଜୀବନରେ ଚାଲିଥିବା ସମସ୍ଯା ଦୂର ହୋଇଯିବ । ଅନେକ ଯୋଜନରୁ ଆପଣଙ୍କୁ ଲାଭ ମିଳିବା ସହ ପାଠ ପଢୁଥିବା ପିଲାଙ୍କ ପାଇଁ ମଧ୍ୟ ଏହି ସମୟ ବେଶ ଭଲ ରହିବ । ପରୀକ୍ଷାରେ ଭଲ ଫଳ ମିଳିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ଆପଣ ଯାହାବି କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚୟ ସଫଳତା ପାଇବେ ଓ ଜୀବନରେ ଉନ୍ନତି ହେବ ।
କନ୍ୟା ରାଶି । ଆଜି ରାତି ଠାରୁ ପୁରା ୧୦ ବର୍ଷ ଯାଏଁ ବାଗାବାନ ଶନିଦେବଅଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ବର୍ତ୍ତିବ । ଯାହାଫଳରେ ଆପଣ ଜୀବନରେ ସବୁ ପ୍ରକାର ସୁଖ ସୁବିଧା ହାସଲ କରିବେ ଓ ଯାହା ବି ଯୋଜନା କରିଛନ୍ତି ତାହା କାର୍ଯ୍ୟକାରୀ କରିବାରେ ସଫଳ ହେବ ଓ ଆପଣଙ୍କ ପାଇଁ ଶୁଭ ଫଳଦାୟକ ସାବ୍ୟସ୍ତ ହେବ । ଜୀବନରେ ଚାଲିଥିବା ସମସ୍ଯା ସମାପ୍ତ ହେବା ସହ ଘର ପରିବାରରେ ସୁଖଶାନ୍ତି ବଢିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।