ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।
୧- ଏମିତି କେଉଁ ପକ୍ଷୀ ଅଛି ଯାହାର ପଙ୍ଖ ନାହି ?
ଉତ୍ତର- କିବୀ ପକ୍ଷୀ
୨- ସବୁଠାରୁ ଅଧିକ କାର କେଉଁ ଦେଶରେ ଅଛି ?
ଉତ୍ତର – ଆମେରିକା
୩- ଏମିତି କେଉଁ ଜୀବ ଅଛି ଯାହାର ମୁଣ୍ଡ କାଟିଦେଲେ ସେ ଅନେକ ଦିନ ଯାଏଁ ବଞ୍ଚିଥାଏ ?
ଉତ୍ତର- ଅସରପା
୪- ଏମିତି କେଉଁ ପ୍ରାଣୀ ଅଛି ଯିଏ ଆକାଶକୁ କେବେ ଦେଖେ ନାହି ?
ଉତ୍ତର- ଘୁଷୁରି
୫- ମଣିଷର ଶରୀରର କେଉଁ ଅଙ୍ଗ ନିଆଁରେ ଜଳେ ନାହି ?
ଉତ୍ତର- ନଖ
୬- ଏମିତି କେଉଁ ପ୍ରାଣୀ ଅଛି ଯାହାର ରକ୍ତ ନୀଳ ହୋଇଥାଏ ?
ଉତ୍ତର- ଅକ୍ଟୋପସ
୭- ଏମିତି କେଉ ଜୀବ ଅଛି ଯିଏ ଛୁଆ ଜନ୍ମ କରିବା ପରେ ତୁରନ୍ତ ମରିଯାଏ ?
ଉତ୍ତର- ବିଛା
୮- ଦୁନିଆରେ ସବୁଠାରୁ ବୁଦ୍ଧିମାନ ଦେଶ କଣ ଅଟେ ?
ଉତ୍ତର- ହଙ୍ଗକଙ୍ଗ
୯- ଏମିତି କେଉଁ ପଶୁ ଅଛି ଯାହାକୁ ସବୁ ଜିନିଷ ଦୁଇ ଗୁଣା ଦେଖାଯାଏ ?
ଉତ୍ତର- ହାତୀ
୧୦- ଏମିତି କେଉଁ ପ୍ରାଣୀ ଅଛି ଯିଏ ଆଖି ବନ୍ଦ କରି ଦେଖିପାରେ ?
ଉତ୍ତର- ଓଟ
୧୧- ଆମ ଶରୀର ର କେଉଁ ଅଙ୍ଗ ବିଜୁଳି ତିଆରି କରିପାରେ ?
ଉତ୍ତର- ମସ୍ତିସ୍କ
୧୨- ଏମିତି କେଉଁ ଜୀବ ଅଛି ଯିଏ ନିଜ ଜିଭରେ କାନ ସଫା କରିଥାଏ ?
ଉତ୍ତର- ଜିରାଫ
୧୩- ବିଶ୍ଵ ସୁନ୍ଦରୀ ହୋଇଥିବା ଭାରତର ପ୍ରଥମ ମହିଳା କିଏ ଥିଲେ ?
ଉତ୍ତର- ରୀତା ଫାରିୟା
୧୪- ଏମିତି କଣ ଅଛି ଯାହା ଝିଅ ନିଜର ସ୍ବାମୀର ଦେଖିପାରେ କିନ୍ତୁ ନିଜ ପିତାଙ୍କ ଦେଖିପାରେ ନାହି ?
ଉତ୍ତର- ବିବାହ
୧୫- ଏମିତି କେଉଁ ଜିନିଷ ଅଛି ଯାହା ଯେତେ ବଢୁଥାଏ ସେତିକି କମ ହୋଇଯାଏ ?
ଉତ୍ତର- ବୟସ
୧୬- କେଉଁ ଦେଶରେ ସବୁଠାରୁ ଅଧିକ ପୋଲିସ ଅଛନ୍ତି ?
ଉତ୍ତର- ଆମେରିକା
୧୭- ଭାରତରେ କେତେ ପ୍ରତିଶତ ଭାଗରେ ଚାଷ କରାଯାଏ ?
ଉତ୍ତର- ୫୧ ପ୍ରତିଶତ
୧୮- ସବୁଠାରୁ କମ ଗଛ କେଉଁ ରାଜ୍ୟ ରେ ଅଛି ?
ଉତ୍ତର- ହିମାଚଳ ପ୍ରଦେଶ
୧୯- କେଉଁ ଦେଶରେ ଗୋଟିଏ ବି ଗାଈ ନାହି ?
ଉତ୍ତର- ସିରିୟା
୨୦- ପହିଲବାନ ଙ୍କ ସହର କେଉଁ ସହରକୁ କୁହାଯାଏ ?
ଉତ୍ତର- କୋଲହାପୂର
୨୧- କେଉଁ ଦେଶରେ ସବୁଠାରୁ ଅଧିକ ଗରମ ହୋଇଥାଏ ?
ଉତ୍ତର- ଲିବିୟା
୨୨- ତାରା ଉପରେ ଦୌଡୁଥିବା ଏମିତି କିଏ ଯିଏ ବାଦଲ ଉପରେ ଖେଳିଥାଏ ?
ଉତ୍ତର- ବିଜୁଳି
୨୩- ଏମିତି କଣ ଜିନିଷ ଅଛି ଯାହାକୁ ଝିଅ ଶୋଇବା ପୂର୍ବରୁ ବଦଳି ଦେଇଥାଏ ?
ଉତ୍ତର- ଜୋତା ଚପଲ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।