ଦୋଳ ପୂର୍ଣ୍ଣିମା ଠାରୁ ଏହି 5 ରାଶିରେ ଘଟିବାକୁ ଯାଉଛି ମହାସଂଯୋଗ, ହେବେ ଧନବାନ… ଦେଖନ୍ତୁ ଆପଣଙ୍କ ରାଶି ଅଛି କି ?

ଦୋଳଯାତ୍ରା ହିନ୍ଦୁ ମାନଙ୍କର ଗୋଟିଏ ପ୍ରଧାନ ପର୍ବ । ଦୋଳି ବା ଝୁଲଣ ଭଳି ବିମାନରେ ରାଧାକୃଷ୍ଣଙ୍କୁ ବସାଇ ପରିକ୍ରମା କରୁଥିବାରୁ ଏହାର ନାମ ଦୋଳଯାତ୍ରା ରଖାଯାଇଛି । ଏହି ବିମାନରେ ଆମ୍ବ ପେନ୍ଥା, ଆମ୍ବ ବଉଳ ଓ ନାନା ଜାତିର ଫୁଲ ସଜା ଯାଇଥାଏ । ଦୋଳପୂର୍ଣ୍ଣିମା ପରଦିନ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ କରାଯାଏ । ଏଥର ଏହି ଦୋଳପର୍ବରେ ଏକ ରାଜଯୋଗ ନିର୍ମାଣ ହେବାକୁ ଯାଉଛି ଯାହାର ପ୍ରଭାବ ୫ଟି ଭାଗ୍ୟଶାଳୀ ରାଶିଙ୍କ ଉପରେ ପଡି । ଚାଳନ୍ତୁ ଦେଖିବା କଣ ରହିଛି ଏମାନଙ୍କ ଭାଗ୍ୟରେ ।

ବୃଷ ରାଶି । ଏହି ଦୋଳପୂର୍ଣ୍ଣିମା ଦିନ ଠାରୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ଆପଣଙ୍କ ଉପରେ ପଡିବାକୁ ଯାଉଛି । ଆପଣ ଏହି ସମୟରେ ଧନ ପ୍ରାପ୍ତି କରିବେ ଓ ଆପଣଙ୍କ ରୋଜଗାରରେ ଜବରଦସ୍ତ ଉନ୍ନତି ଦେଖିବାକୁ ମିଳିବ । ଧନରେ ମାଲାମାଲ ହେବାରୁ ଆପଣଙ୍କୁ କେହିବି ରୋକିପାରିବେ ନାହିଁ । ଯଦି ବ୍ୟବସାୟ କରୁଛନ୍ତି ତେବେ ସେଥିରୁ ଆପଣଙ୍କୁ ଦୁଇ ଗୁଣ ଧନ ଲାଭ ହେବ । ଚାକିରିରେ ମଧ୍ୟ ପଦୋନ୍ନତି ହେବା ସହ ବୈବାହିକ ଜୀବନରେ ଖୁସି ବଜାୟ ରହିବ ।

କନ୍ୟା ରାଶି । ଆପଣଙ୍କ ଉପରେ ମଧ୍ୟ ଦୋଳପୂର୍ଣ୍ଣିମା ପର ଠାରୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ବର୍ଷିବାକୁ ଯାଉଛି । ତେଣୁ ଏହା ପରଠାରୁ ଆପଣ ଧନରେ ମାଲାମାଲ ହେବ । ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଯଦି ଆପଣ ବ୍ୟବସାୟରେ ବୃଦ୍ଧି କରିବାକୁ ଚାହୁଁଛନ୍ତି କିମ୍ବା ଚାକିରୀରେ ପଦୋନ୍ନତି ଚାହୁଁଛନ୍ତି ତେବେ ଏବେ ତାହା ନିଶ୍ଚୟ ସଫଳ ହେବ । ଅନେକ ଦିନରୁ ପଡି ରହିଥିବା କାର୍ଯ୍ୟ ସଫଳ ହେବ ଓ ଅଚାନକ ଧନ ପ୍ରାପ୍ତି ହେବ ।

ସିଂହ ରାଶି । ଆପଣଙ୍କ ଭାଗ୍ୟ ମଧ୍ୟ ଦୋଳପୂର୍ଣ୍ଣିମା ପରଠାରୁ ଦ୍ଵିଗୁଣା ଚମକି ଉଠିବ । ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିବ । ସମସ୍ତ କାର୍ଯ୍ୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହେବେ ଓ ପଡି ରହିଥିବା କାର୍ଯ୍ୟ ପୂରଣ ହେବ । ଧନ ଲାଭ ହେବା ସହ ଜମିବାଡି ମାମଲାରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ । ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ ।

ତୁଳା ରାଶି । ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି । ଅନେକ ସ୍ଥାନରୁ ଧନ ଲାଭ ହେବା ସହ ବ୍ୟବସାୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିବ । କୌଣସି ବଡ କମ୍ପାନୀରୁ ଆପଣଙ୍କୁ ଚାକିରି ମିଳିପାରେ । ଘର ପରିବାରରେ ସକରାତ୍ମକ ମାହୋଲ ଦେଖିବାକୁ ମିଳିବ । ଏହି ସମୟରେ ଆପଣ ନୂଆ ଘର, ନୂଆ ଜମି କିମ୍ବା ନୂଆ ଗାଡି କିଣି ପାରନ୍ତି । କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ପକ୍ଷରେ ଆସିବ ।

କୁମ୍ଭ ରାଶି । ଆପଣଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଅନେକ ସ୍ଥାନରୁ ଧନ ଲାଭ ମିଳିବ । ଆୟରେ ଜବରଦସ୍ତ ଲାଭ ହେବା ସହ ଅନେକ ଦିନରୁ ଅଟକି ରହିଥିବା ଧନ ଫେରି ଆସିବ । ଯଦି କୌଣସି ବ୍ଯାଙ୍କରେ ଋଣ ପାଇଁ ଆବେଦନ କରିଛନ୍ତି ତେବେ ତାହା ମଞ୍ଜୁର ହେବ । ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।