Interesting Odia GK: ସ୍ତ୍ରୀ ସବୁବେଳେ ତାର ସ୍ବାମୀର ବାମପଟେ କାହିଁକି ଶୋଇଥାଏ ?

ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ଗୁଡିକରେ ଆବେଦକଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରିବା ପାଇଁ ଅନେକ ପ୍ରକାର ପ୍ରଶ୍ନ ପଚରା ଯାଉଛି । ବେଳେବେଳେ ଅତି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ପିଲା ଫେଲ ହୋଇ ଯାଉଛନ୍ତି । ଆପଣ ଯଦି କୌଣସି  ସରକାରୀ କିମ୍ବା ବେସରକାରୀ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ସାଧାରଣ ଜ୍ଞାନ ସମ୍ବଳିତ କୌତୁହଳ ପ୍ରଶ୍ନୋତ୍ତର । ତା’ହେଲେ ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଦେଶର ଲୋକମାନେ ବିଲକୁଲ ବି ଗାଧାନ୍ତି ନାହିଁ ?

ଉ: ଧୃବ ପ୍ରଦେଶ

୨- ଗୋଟିଏ ଫିଲ୍ମ ଆରମ୍ଭ ହୋଇ ଶେଷ ଯାଏଁ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ମୋଟ କେତେ ଦିନ ସମୟ ଲାଗିଥାଏ ?

ଉ: ୬ରୁ ୮ ମାସ

୩- ଗୋଟିଏ ଏଟିଏମ ମେସିନରେ ମୋଟ କେତେ ଟଙ୍କା ରହିଥାଏ ?

ଉ: ୨୦ ଲକ୍ଷ

୪- ଗୋଟିଏ ଦିନ ମଧ୍ୟରେ ମୋବାଇଲ ଫୋନକୁ ଅତି ବେଶିରେ କେତେ ଥର ଚାର୍ଜ କରିବା ଆବଶ୍ୟକ ?

ଉ: ତିନିରୁ ଚାରିଥର

୫- ସମଗ୍ର ଭାରତ ବର୍ଷରେ ମୋଟ କେତୋଟି ଗ୍ରାମ ରହିଛି ?

ଉ: ୬ ଲକ୍ଷ ୨୮ ହଜାର ୨ ଶହ ୩୧ ଟି

୬- ମନୁଷ୍ୟ ମାଛ ଖାଇବା ପରେ ଯଦି କ୍ଷୀର ପିଇ ଥାଏ ତେବେ କଣ ହୋଇଥାଏ ?

ଉ: ଚର୍ମ ଉପରେ ଧଳା ଚିହ୍ନ ପଡି ଯାଇଥାଏ

୭- କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉ: ଇଲାହାବାଦ

୮- କମ୍ପ୍ୟୁଟର କିବୋର୍ଡର ପ୍ରଥମ ଧାଡିରେ ଥିବା କି ଗୁଡିକରେ ଲେଖା ଯାଇଥିବା “F” ର ଫୁଲଫର୍ମ କଣ ?

ଉ: ଫଙ୍କସନ

୯- ଭାରତରେ ଏମିତି ଗୋଟେ ପର୍ବର ନାମ କୁହ ଯାହା ଫସଲ ଅମଳ ସହ ସମ୍ବନ୍ଧିତ ?

ଉ: ପୋଙ୍ଗଲ

୧୦- ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଦ୍ଵାରା କେଉଁ ନଦୀ କୂଳରେ ଅହଲ୍ୟା ଦୁର୍ଗ ନିର୍ମାଣ କରା ଯାଇଥିଲା ?

ଉ: ନର୍ମଦା

୧୧- ଅସଲାମ ଆଲିକୁମ କହିବା ପରେ ସାଧାରଣତଃ ମୁସଲମାନ ମାନେ କଣ ଉତ୍ତର ଦେଇଥାନ୍ତି ?

ଉ: ୱା ଆଲିକୁମ ଅସଲାମ

୧୨- ଭଗବାନ ରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣ ବନବାସରେ କେତେ ବର୍ଷ ବିତାଇଥିଲେ ?

ଉ: ୧୪ ବର୍ଷ

୧୩- କୁରୁକ୍ଷେତ୍ର ଯୁଦ୍ଧରେ ସବୁଠୁ ଶେଷରେ କିଏ ମରିଥିଲେ ?

ଉ: କର୍ଣ୍ଣ

୧୪- ନୀଳ, କଳା, ହଳଦିଆ ଓ ନାରଙ୍ଗି ରଙ୍ଗ ମଧ୍ୟରୁ କେଉଁ ରଙ୍ଗଟି ଅଲମ୍ପିକରେ ନାହିଁ ?

ଉ: ନାରଙ୍ଗି

୧୫- WHATSAPP କେଉଁ ଦେଶର କମ୍ପାନୀ ଅଟେ ?

ଉ: ଆମେରିକା

୧୬- ବିଶ୍ଵର ସର୍ବବୃହତ ନଦୀ ଦ୍ଵୀପ ‘ମାଜୁଲି’, ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଆସାମ

୧୭- କୁରୁକ୍ଷେତ୍ର ଯୁଦ୍ଧ ଚାଲିଥିବା ସମୟରେ କିଏ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧର ସମସ୍ତ ବିବରଣୀ ଶୁଣାଉଥିଲେ ?

ଉ: ସଞ୍ଜୟ

୧୮- ସୀତା ସ୍ଵୟଂବରରେ ପ୍ରଭୁ ରାମଚନ୍ଦ୍ର ଭାଙ୍ଗିଥିବା ଶିବ ଧନୁଟିକୁ କିଏ ରାଜା ଜନକଙ୍କୁ ଉପହାର ଦେଇଥିଲେ ?

ଉ: ପର୍ଶୁରାମ

୧୯- ୧୯୪୯ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ଵରେ ‘ଆଜାଡ ହିନ୍ଦ ରେଡିଓ’ ନାମକ ରେଡିଓ ସେବା କେଉଁ ଦେଶରେ ଆରମ୍ଭ କରା ଯାଇଥିଲା ?

ଉ: ଜର୍ମାନୀ

୨୦- ସ୍ତ୍ରୀ ସବୁବେଳେ ତାର ସ୍ବାମୀର ବାମପଟେ କାହିଁକି ଶୋଇଥାଏ ?

ଉ: ସ୍ତ୍ରୀ ସ୍ବାମୀର ବାମାଙ୍ଗୀ ହୋଇଥିବାରୁ ସ୍ବାମୀର ବାମପଟେ ଶୋଇଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।