ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଥରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।
୧- କେଉଁ ଦେଶରେରେ ସର୍ବପ୍ରଥମେ ନୋଟବନ୍ଦୀ ଆରମ୍ଭ ହୋଇଥିଲା ?
ଉ: ଘାନା
୨- ବାସ୍କେଟ ବଲରେ କେତୋଟି ଖେଳାଳି ରହିଥାନ୍ତି ?
ଉ: ୫ଜଣ
୩- ହୀରାକୁ ଉତ୍ତପ୍ତ କଲେ କେଉଁଥିରେ ପରିଣତ ହୁଏ ?
ଉ: ଗ୍ରାଫାଇଟ
୪- ମଣିଷର ନାକ ପ୍ରାୟ କେତେ ପ୍ରକାର ବାସ୍ନା ଶୁଙ୍ଘିପାରେ ?
ଉ: ୪ ହଜାର
୫- ଲାଲ ଓ ସବୁଜ ରଙ୍ଗ ମିଶିଲେ ଯେଉଁ ରଙ୍ଗ ତିଆରି ହୁଏ ?
ଉ: ହଳଦିଆ
୬- ଆମ ଶରୀରର କେଉଁ ଅଙ୍ଗ କଂକ୍ରିଟ ଭଳି ଶକ୍ତ ହୋଇଥାଏ ?
ଉ: ଜଙ୍ଘ
୭- କେଉଁ ଜିଲ୍ଲାରେ ମା ଶାରଳା ମନ୍ଦିର ଅବସ୍ଥିତ ?
ଉ: ଜଗତସିଂପୁର
୮- ମନୀଷ ସର୍ବପ୍ରଥମେ କେଉଁ ଫଳ ଖାଇଥିଲା ?
ଉ: ଖଜୁରୀ
୯- ମଶାର ଆୟୁଷ କେତେ ଦିନ ?
ଉ: ୫୬ ଦିନ
୧୦- କେଉଁ ଦେଶରେ ଅଧିକ ଧନୀଲୋକ ଅଛନ୍ତି ?
ଉ: ଲଣ୍ଡନ
୧୧- କେଉଁ ପରିବା ଖାଇଲେ ଦନ୍ତ ସଫା ହୁଏ ?
ଉ: ଅମୃତଭଣ୍ଡା
୧୨- ଶରୀରର କେଉଁ ଅଙ୍ଗ ସବୁବେଳେ ଓଦା ରୁହେ ?
ଉ: ଜିଭ
୧୩- ମୁଁ ସମୁଦ୍ରରେ ଜନ୍ମ ହୁଏ କିନ୍ତୁ ଆପଣଙ୍କ ଘରେ ରୁହେ । ମୁଁ କିଏ ?
ଉ: ଲୁଣ
୧୪- ଏମିତି କେଉଁ ଜିନିଷ ଅଛି ଆଲୋକରେ ଆପଣଙ୍କ ପିଛା ଛାଡି ନଥାଏ ?
ଉ: ଆପଣଙ୍କ ଛାଇ
୧୫- ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ବନାଯାଏ ନାହିଁ ?
ଉ: କାଶ୍ମୀର
୧୬- ତାହା କଣ ଯାହା ଗାଁରୁ ସହର ବୁଲିଥାଏ, ହେଲେ ମନ୍ଦିର ଯିବାକୁ ଡରିଥାଏ ?
ଉ: ଚପଲ
୧୭- କେଉଁ ଦେଶର ଲୋକମାନେ ସାପ ଖାଇଥାନ୍ତି ?
ଉ: ଚୀନ
୧୮- କେଉଁ ଜିନିଷକୁ ପୁଅମାନେ ଲୁଚେଇକି କିନ୍ତୁ ଝିଅମାନେ ଦେଖେଇକି ବୁଲିଥାନ୍ତି ?
ଉ: ପର୍ସ
୧୯- ସପ୍ତାହରେ ଦୁଇଥର ଆସେ କିନ୍ତୁ ମାସରେ ଥରେ ମଧ୍ୟ ଆସେ ନାହିଁ, ତାହା କଣ ?
ଉ: ଇଂରାଜୀ ଅକ୍ଷର ‘E’
୨୦- ଭାରତର କେଉଁ ରାଜ୍ୟରେ ମାତ୍ର ଦୁଇଟି ଜିଲ୍ଲା ରହିଛି ?
ଉ: ଗୋଆ
୨୧- କାହାର ଦନ୍ତ ଅଛି ହେଲେ କାମୁଡି ପାରେ ନାହିଁ ?
ଉ: ପାନିଆ
୨୨- ତାହା କଣ ଯାହାକୁ ଆମେ ଆଖି ବନ୍ଦ କରି ମଧ୍ୟ ଦେଖିପାରିବା ?
ଉ: ସ୍ଵପ୍ନ
୨୩- ତାହା କେଉଁ ଭାଷାର ନାମ ଯାହାକୁ ଆମେ ଖାଇଥାଉ ?
ଉ: ଚିନି
୨୪- ଇଂରାଜୀରେ କେଉଁ ଶବ୍ଦଟି ଦେଢ କିଲୋମିଟର ଲମ୍ବା ?
ଉ: Mile
୨୫- କେଉଁ ମାସରେ ପିଲା କମ୍ କାନ୍ଦେ ?
ଉ: ଫେବୃୟାରୀ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେଯାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।