ଜ୍ୟୋତିଷୀଙ୍କ ଅନୁସାରେ ଆସନ୍ତା ଦିନରେ ଏହି ୫ ଟି ରାଶିର କାନ୍ଦିବାର ଦିନ ସମାପ୍ତ ହୋଇ ଯାଇଛି । ଏହି ରାଶିମାନଙ୍କର ସମସ୍ତ ଦୁଃଖ ବର୍ତ୍ତମାନ ମାତା ଲକ୍ଷ୍ମୀ ଦୂର କରିବାକୁ ଯାଉଛନ୍ତି । ମାତା ଲକ୍ଷ୍ମୀ ଏହି ରାଶି ଉପରେ ପ୍ରସନ୍ନ ହୋଇ ଯାଇଛନ୍ତି । ଆପଣଙ୍କର ସବୁ ଗ୍ରହ ଦୋଷ ଗୁଡିକ ସମାପ୍ତ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଖୁସିର ଦିନ ଆସିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ସେହି ୫ ଟି ରାଶି ବିଷୟରେ ।

କନ୍ୟା ରାଶି
ଆପଣ ଧର୍ଯ୍ୟ ଧରନ୍ତୁ ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ । ଆପଣଙ୍କୁ ସ୍ଵତନ୍ତ୍ର ହୋଇ କାର୍ଯ୍ୟ କରିବାର ସୁଯୋଗ ମିଳିବ । ଆପଣଙ୍କୁ ଆସନ୍ତା ସମୟରେ ସଫଳତା ମିଳିବ । କିଛି ଲୋକମାନଙ୍କ ଉପସ୍ଥିତି ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇବ । ବୁଲା ବୁଲିରେ ଟଙ୍କା ଖର୍ଚ ହୋଇପାରେ । ନୂଆ ବସ୍ତ୍ର ଓ ଗହଣା କିଣି ପାରନ୍ତି । ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ । ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଓ ତାକୁ ନିଜର ମନ କଥା କହିବାକୁ ଚାହୁଁଛନ୍ତି ତେବେ ଏହି ସମୟ ବହୁତ ଭଲ ଅଟେ ।
ତୁଳା ରାଶି
ଆପଣଙ୍କ ଭାଗ୍ୟ ଅଚାନକ ଚମକିବାକୁ ଯାଉଛି । ଆପଣଙ୍କୁ ଆପଣଙ୍କ ଭଲ ପାଇବା ମିଳିବାକୁ ଯାଉଛି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ସର୍ବଦା ରହିଛି । ପ୍ରେମ ମାମଲାରେ ବି ଆପଣ ସଫଳ ହେବେ । ଆପଣଙ୍କୁ ଭଲ ପାଇବା ନିଶ୍ଚିତ ରୂପରେ ମିଳିବ । ଆପଣ ଶାରୀରିକ ଓ ମାନସିକ ରୂପରେ ଶାନ୍ତି ଅନୁଭବ କରିବେ । ଆପଣ ନିଜ ଜୀବନରେ ଆଗକୁ ବଢିବେ ।

ସିଂହ ରାଶି
ଏହି ରାଶିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଛି । ଯେଉଁ କାରଣରୁ ଏମାନଙ୍କର ଭଣ୍ଡାର ଧନରେ ଭରପୁର ହୋଇଯିବ । ବିଦ୍ୟାର୍ଥୀମାନଙ୍କ ମନ ପାଠ ପଢାରେ ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ । ପରିବାର କୌଣସି ମହିଳା ପ୍ରଚୁର ଟଙ୍କା ଆୟ କରିବେ । ଆପଣଙ୍କ ଜୀବନରେ ପାରିବାରିକ କଳହର ଅନ୍ତ ହେବ । କୌଣସି ଦୂର ସ୍ଥାନକୁ ଯାଇ ପାରନ୍ତି ଓ ସେଠି ଆପଣଙ୍କୁ ଲାଭ ମଧ୍ୟ ମିଳିବ ।
ମେଷ ରାଶି
ଆପଣଙ୍କ କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଯିବ । କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ । ବ୍ୟାପାର କ୍ଷେତ୍ରରେ ଆପଣ ଭଲ ନିଷ୍ପତି ନେବେ । ଆପଣ ଯେଉଁ କାର୍ଯ୍ୟ ବି କରିବେ ସେଥିରେ ଲାଭାନ୍ଵିତ ହେବେ । ମହିଳାମାନଙ୍କ ଠାରୁ ଆପଣଙ୍କୁ ଭଲ ସାହାର୍ଯ୍ୟ ଓ ସହଯୋଗ ମିଳିବ । ଆପଣଙ୍କର ଅଟକି ଥିବା ସବୁ କାର୍ଯ୍ୟ ଆରମ୍ଭ ହୋଇଯିବ ।

କର୍କଟ ରାଶି
ଆସନ୍ତା ଦିନରେ ଆପଣ କୌଣସି ବଡ ସଂସ୍ଥା ସହ ଯୋଡି ହୋଇ ପାରନ୍ତି । ଆପଣଙ୍କର ପ୍ରଶଂସା ହେବ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେଇ ପାରିବେ । ଶ୍ଵଶୁର ଘର ଯିବାର ସମ୍ଭାବନା ଅଛି । ଆପଣଙ୍କ ଚିନ୍ତାଧାରା ଆପଣଙ୍କୁ ଆଗକୁ ବଢିବାରେ ସାହାର୍ଯ୍ୟ କରିବ । ସନ୍ତାନ ସୁଖ ପ୍ରାପ୍ତ ହେବାର ସମ୍ଭାବନା ଅଛି । ପିଲାମାନେ ପାଠ ପଢାରେ ଭଲ କରିବେ ।