ଭଗବାନ କହିଛନ୍ତି କି ଆମେ କାମ କରିବା ନିହାତି ଦରକାର । ଆମେ ନିଜ କମ କରିବା ପାଇ ଏକ ରାସ୍ତା ନିହାତି ଭାବେ ବାଛି ନେଇ ଥାଉ । ଆଜି କାଲୀ ଯଦି କେହି ଭି କିଛି କମ ବୀନା ଅବକହ୍ନିବା ଅସମ୍ଭବ ହୋଇ ଯାଇଛି ସବୁ ଆଦର ଚିନ୍ତା ସହ ମଣିଷ ନିଜ ଖର୍ଛ ଉଠାଇବା ଖୁବ କଷ୍ଟ ହୋଇ ଯାଇଛି । କିନ୍ତୁ କିଛି ଲୋକମାନେ ଏହାକୁ ଅନ୍ୟ ନଜରରେ ନେଉଛନ୍ତି ଯେଉଁ ମାନଙ୍କ ପାଖରେ ଯେତିକୀ ଧନି ଅଛି କିମ୍ବା ଯେଉଁ ଲୋକମାନେ ଯେତିକି ଜଣା ଶୁଣା ଅଛନ୍ତି ସମୟରେ ସେମାନଙ୍କ ନାମ ଓ ପରିଚୟ ସେତେ ଭଲ ।

ଆପଣମାନେ ଜାଣି ରଖନ୍ତୁ କି ଏହା ଭୁଲ ଧାରଣା ଅଟେ କାରଣ ହେଉଛି କି ଭଗବାନ କହିଛନ୍ତି କି କର୍ମ କରିବା ଲୋକ ସବୁ ଠାରୁ ବଡ ହୋଇଥାଏ । ଆପଣାମନେ ଯଦି ନିଜ କାମ କରୁ ନାହାଁନ୍ତି କିମ୍ବା ନିଜ କାମ ପାଇଁ ଆପଣମାନେ ଯଦି ଏହାକୁ ସାଧାରଣ କଥା ଅବୋଲି ଭାବିବେ । ତେବେ ଆପଣ ନିଜେ ଭାବି ଦେଖନ୍ତୁ କି ଜଣା ଶୁଣା ଅନେକ ଲୋକଙ୍କ ସହ ମିଶିବାରେ ଆମେ ଯେତିକି ସମୟ ନଷ୍ଟ କରିଥାଉ କିମ୍ବା ଆମେ ଯେତିକି କିଛି ହରାଇ ଦେଇଥାଉ ତାହା କଣ ଠିକ କଥା ଅଟେ ।
ଆମେ କଣ ଜାଣିକି ନିଜ ସମୟର ଖରାପ ବ୍ୟବହାର କରୁନେ । ସମୟ ବିତାଇବା ସମାଜରେ ଥିବା ଲୋକଙ୍କ ସହ କଥା ବାରତା ହେବା ଭଲ କଥା ହୋଇଥାଏ କିନ୍ତୁ ଏହାର ମାନେ ଏହା ନୁହେଁ କି ଆମେ ସେମାନଙ୍କୁ ହିନ କହିବା କି ସେମାନ ଏସମାଜରେ ପରିଚିତ ଅଟେ । ଆମ କଥା ବ୍ୟବହାର କିଭଳି ଅଟେ । ଆମେ କେଉଁ ଭଳି କାମ କରୁଛେ ଏହା ହିନ ଆମ ପ୍ରକୃତ ପରିଚୟ ଅଟେ ।

ସମୟ ନଷ୍ଟ କରୁଥିବା ଲୋକମାନେ ଠାରେ ଭାବିକି ଦେଖନ୍ତୁ ତ ଆପଣଙ୍କ ସମୟ ର ମୂଲ୍ୟ କଣ ସେହି ଲୋକମାନେ ଦେବେ ଯେଉଁ ମାନେ ଆପଣଙ୍କ ସହ ସମୟ ବିତାଉଛନ୍ତି ବହୁତ କମ ଲୋକମାନେ ଥାନ୍ତି କି ଯେଉଁ ମାନେ ଆପଣଙ୍କୁ ବୁଝି ଥାନ୍ତି ଓ ସେମାନେ ଆପଣଙ୍କୁ ଦ୍ଵିତୀୟ ମଉକା ଦେଇଥାନ୍ତି । ଆପଣମାନେ ଯଦି ଏହି ଭଳି ଧାରଣା ରଖିବେ କି ଆମେ ଏହି ଭଳି କାମ କରିବା ଆଲୋକଙ୍କୁ କହିବ ଆକି ସେମାନେ ନିଜ ପରିଚୟ କେବଳ ନିଜ ଚିହ୍ନା ଲୋକଙ୍କ ମାନଙ୍କ ଦ୍ଵାରା ପାଇବେ ଏହା ଭୁଲ ଅଟେ ।

କାରଣ ମଣିଷ ଜନ୍ମ ହେବ ଅପରେ ତାର ପରିଚୟ ଆସିଯାଇଥାଏ କେହି ବାପା ମା ଙ୍କ ନାମରେ ପରିଚିତ ହୋଇଥାଏ ତ କେହି ଏହା ପାଇ ନଥାଏ କିନ୍ତୁ ତାର ଏକ ନାମ ଥାଏ ଯାହା ତାର ପରିଚୟ ଥାଏ । ଆପଣମାନେ jଆଦି ନିଜ ପରିଚୟ ଖୋଜିବେ ତେବେ ଆପଣ ମନ ଏମଧ୍ୟ ନିଜ କାମକ ନେଇ ପରିଚୟ ଦେବେ କିମ୍ବା ଆପଣଙ୍କ ଭିତରେ ଥିବା କଳା ଯାହାଭି ଅଛି ଆପଣ ତାହା ଦ୍ଵାରା ଆପଣ ନିଜ ପରିଚୟ ଆରମ୍ଭ କରି ପାରିବେ ।