ଆଜିର ରାଶିଫଳ, 23 ନଭେମ୍ବର 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ନଭେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ନୂଆ ନିବେଶ କରିବେ । ପାରିବାରିକ ମାହୋଲ ଆପଣଙ୍କର ହସ ଖୁସିର ରହିବ । ଆପଣଙ୍କର ଅଟକି ଥିବା କାମ ପୂରଣ ହେବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିନ୍ତ ଭାବେ ସଫଳ ହେବେ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବାକୁ ଯାଉଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହେବ । ଆପଣଙ୍କ ଜୀବନରେ ଚାଲିଥିବା ସବୁ ଦୁଖ କଷ୍ଟର ନିବାରଣ ହେବ । ବେପାର କ୍ଷେତ୍ର ରେ ଆପଣ ଲାଭବାନ ହେବ ସହ ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବ । ସନ୍ତାନ ମାନାଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କର ରୋଜଗାର ରେ ବୃଦ୍ଧି ହେବ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଘର ପରିବାର ରେ ହସ ଖୁଶିର ମାହୋଲ ରହିବ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଭଲ ସମୟ ରହିବ । ଛାତ୍ର ମାନେ ପାଠ ପଢା ରେ ଆଗରେ ରହିବେ । ଘର ପରିବାରରେ ହସ ଖୁଶିର ମାହୋଲ ରହିବ । ଆପଣ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଜୀବନରେ କିଛି କରିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଅଧିକ ଆୟ କରିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଗୃହକୁ କୌଣସି ନୂଆ ଅତିଥିଙ୍କ ଆଗମନ ହୋଇପାରେ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ପାରିବାରିକ ବାତାବରଣ ହସ ଖୁଶିର ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୂ ପାଇବେ । ଜୀବନରେ ଆପଣ ପ୍ରତେକ ଟି କ୍ଷେତ୍ର ରେ ସଫଳତା ହାସଲ କରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ପ୍ରେମ ଜୀବନରେ ଆପଣ ନିଜ ମନ କଥା ନିଜ ପାର୍ଟନର ଙ୍କୁ କହି ପାରିବେ । ଆପଣଙ୍କର ସ୍ୱାସ୍ଥ୍ୟ  ଉତ୍ତମ ରହିବ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ଜୀବରେ ଅଚାନକ ଧାନ ର ବୃଦ୍ଧି ହେବ । ଯାହାର କଳ୍ପନା ଆପଣ କେବେ କରି ନ ଥିବେ । ପରିବାର ରେ ହସ ଖୁଶିର ମାହୋଲ ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଶିକ୍ଷକ ମାନେ ନୂଆ ପଦ ହାସଲ କରିବେ ।

ବିଛା ରାଶି : ଏହି ରାଶିର ଲୋକ ମାନଙ୍କର ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆପଣ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମାନଙ୍କର ବହୁତ ଜଲ୍ଦି ବିବାହ ହେବାକାଉ ଯାଉଛି । ଛାତ୍ର ମାନେ କୌଣସି ଇଣ୍ଟରବିୟୁ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ରେ ବୃଦ୍ଧି ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିପାରେ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଆପଣଙ୍କର ଯେଉଁ ଯୋଜନା କରି ରଖିଛନ୍ତି ତାହା କାର୍ଯ୍ୟ କାରୀ କରି ପାରିବେ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହି ପାରିବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମକର ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ବିତାଇବେ । ପରିବାର ତରଫରୁ ଆପଣଙ୍କୁ ଉଚ୍ଚ ସମାନ ପ୍ରାପ୍ତ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଜୀବନରେ କିଛି କରିବାକୁ ହେଲେ କଠିନ ମେହନତ କରନ୍ତୁ । ସମାଜ ରେ ଆପଣଙ୍କର ଯଶ ଓ କୀର୍ତି ସ୍ଥାପନ ହେବେ । ଯାହା ଦ୍ଵାରା ଆପଣ ସମସ୍ତଙ୍କର ପ୍ରିୟ ହୋଇ ପାରିବେ । ଆପଣ ଜୀବନରେ କିଛି ଖାସ ବ୍ୟକ୍ତି ଙ୍କ ସହ ଭେଟ କରିବେ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ସମୟ ଭଲରେ କଟିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ସାଙ୍ଗ ସାଥି ଙ୍କ ଗହଣରେ ଦିନ ତମାମ ସମୟ କାଟିବେ । ପାରିବାରିକ ବାତାବରଣ ହସ ଖୁଶିର ରହିବ । ଆପଣଙ୍କର ଅଟକି ଥିବା କମା ପୁରା ହେବ । ଛାତ୍ର ମାନେ ପାଠ ପଢା ରେ ରୁଚି ରଖିବେ । ଦାଂପତ୍ଯ ଜୀବନରେ ଜୀବନସାଥି ଙ୍କ ସହ ଦୂର ଜାଗା କୁ ଯାତ୍ରା କରିବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।

ମୀନ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଭଲ ସମୟ ବିତାଇବେ । ଗୃହରେ କୌଣସି ଶୁଭ କାମ ଆରମ୍ଭ ହୋଇପାରେ । ଯେଉଁ ମାନେ ଚାକିରି ଖୋଜୁଥିଲେ ସେମାନେ ନୂଆ ଚାକିରି ପାଇବେ । ଆପଣଙ୍କର ସନ୍ତାନ ସୁଖ ର ଯୋଗ ରହିଛି । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ ହେବ । ସମାଜ ରେ ଆପଣଙ୍କର ମାନ ସମାନ ରେ ବୃଦ୍ଧି ହେବ । ଆପଣ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।