ଉତ୍ତର ପ୍ରଦେଶର ଜୋନପୁର ସହରରୁ ପାଖାପାଖି ୩୫ ରୁ ୪୦ କିମି ଦୂରରେ ଗୋଟିଏ ଗାଁ ଅଛି । ଯାହାର ନାଁ ସାହପୁର । ଏଠି ଗୋଟିଏ ଛୋଟ ପରିବାର ମଧ୍ୟରେ ଗୋଟିଏ ସାପ ପଶି ଯାଇଛି । ଘର ଭିତରେ ମୂଷା ଲୁ-ଚି ବସିଥାନ୍ତି ଓ ଏହି ମୂଷାଙ୍କୁ ଖାଇବା ପାଇଁ ସାପ ଘର ଭିତରକୁ ପ-ଶି ଆସନ୍ତି । ସେଥିପାଇଁ ଘରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖନ୍ତୁ । ସାପ ପ୍ରତି ସବୁବେଳେ ସାବଧାନ ରୁହନ୍ତୁ ।
ଏହି ପରିବାରର ଗୋଟିଏ ଟ୍ରଙ୍କରେ ବହୁତ ମୂଷା ରହୁ ଥିଲେ । ଯେଉଁମାନେ ଡ୍ରେସକୁ କା-ଟି କା-ଟି ଖରାପ କରିଦେଇଛି । ଏହି ମୂଷାମାନଙ୍କୁ ଖାଇବା ପାଇଁ ଗୋଟିଏ କୋବ୍ରା ସାପ ଏହା ଭିତରକୁ ଚାଲି ଆସିଛି । ସାପର ପସନ୍ଦିତା ଭୋଜନ ମୂଷା ଅଟେ ଓ ମୂଷାକୁ ପିଛା କରୁ କରୁ ସାପ ଏହି ଟ୍ରଙ୍କ ଭିତରକୁ ଚାଲି ଆସିଛି । ସାପକୁ ବାହାର କରିବା ବହୁତ ହିଁ କଷ୍ଟକର ଥିଲା । କାରଣ ସାପ ବହୁତ ଛୋଟ ଛୋଟ ଜାଗାରେ ବି ଲୁ-ଚି ରହି ପାରିବେ ।
ସାପ ଏହି ଟ୍ରଙ୍କରେ ଥିବା ଗୋଟିଏ ସିଲଭର ହାଣ୍ଡି ଭିତରକୁ ପ-ଶି ଯାଇଛି । ଏହା ଏକ କୋବ୍ରା ସାପ ଅଟେ । ଏହି ସାପ ଯଦି କାହାକୁ ଚୋ-ଟ ମା-ରୁ-ଛି ସେହି ବ୍ୟକ୍ତି ପାଖରେ ୪୦ ରୁ ୫୦ ମିନିଟ ସମୟ ଥାଏ । ଏହିଭଳି ସ୍ଥିତି ଆପଣ ବ୍ୟକ୍ତିକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଆନ୍ତୁ । ନଚେତ ଆପଣଙ୍କ ସହିତ କିଛି ବି ହୋଇପାରେ । ସେଥିପାଇଁ ଆପଣ ସବୁବେଳେ ନିଜ ଘରକୁ ସଫା ରଖନ୍ତୁ । ନଚେତ ଆପଣଙ୍କ ସହିତ କିଛି ବି ହୋଇପାରେ ।
ଗରମ ଦିନରେ ପ୍ରାୟତଃ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଯାଏ । ଏହା ଗୋଟିଏ Indian spectacled cobra ଅଟେ । ଯାହାକୁ ନାଗ ସାପ ବୋଲି ବି କୁହାଯାଏ । ବିଭିନ୍ନ ରାଜ୍ୟରେ ବିଭିନ୍ନ ନାଁରେ ଏହାକୁ ଲୋକମାନେ ଜାଣିଛନ୍ତି । ଏହି ସାପ ଫଣା ମା-ରି-ବା ପାଇଁ ସବୁବେଳେ ପ୍ରସ୍ତୁତ ଥାଏ । ଏହି ସାପ ସହିତ ଯେତେବେଳେ ବି ଯିଏ ଲାଗିଥାଏ ସେ ତାକୁ ନିଶ୍ଚିତ ରୂପରେ ଚୋ-ଟ ମା-ରି-ଥା-ଏ । ଏହି ସାପର ଫୁଙ୍କାର ଆବାଜ ବି ବହୁତ ଭ-ୟ-ଙ୍କ-ର ଅଟେ ।
ଘର ଲୋକମାନଙ୍କ କହିବା ଅଟେ କି ସେମାନେ କିଛି ଦିନ ତଳେ ତାଙ୍କ ଘର ଭିତରେ ଗୋଟିଏ ସାପକୁ ଦେଖିଥିଲେ । ସେମାନେ ସଠିକ ସମୟରେ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ଅଧିକାରୀ ଆସି ସଠିକ ସମୟରେ ସାପକୁ ଉଦ୍ଧାର କରି ନେଇଛନ୍ତି । ସାପ କାହାର ବି କ୍ଷ-ତି ପହଞ୍ଚାଇ ନାହିଁ । ଏହିଭଳି ଭାବରେ ଘର ଭିତରେ ଥିବା ଟ୍ରଙ୍କ ଭିତରେ ସାପ ପଶିବା ବହୁତ ହିଁ ଭ-ୟ-ଙ୍କ-ର ଘ-ଟ-ଣା ଅଟେ ।