କଟକ ଭୁବନେଶ୍ଵରର କାଠ ଜୋଡି ପୋଲ ଉପରୁ ଡେଇଁ ପଡିଲେ ଯୁବକ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

କଟକର ଜଣେ ଯୁବକ ପୋଲ ଉପରୁ ଡେ-ଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି । କଟକରୁ ଗୋପାଳପୁର ଯାଉଥିବା କାଠଯୋଡି ବ୍ରିଜର ମଝିରେ ଯୁବକ ଜଣକ ନିଜର ସ୍କୁଟି ଗାଡି ରଖି ନଦୀକୁ ଡେ-ଇଁ ପଡିଛନ୍ତି । ଏହା ପରେ ଅଗ୍ନିସମ ବାହିନୀ ଖୋଜାଖୋଜି କରୁଛନ୍ତି ଓ ଅନ୍ୟ ପଟେ ପୋଲିସ ବି ଯୁବକକୁ ଖୋଜିବାରେ ଲାଗିଛନ୍ତି । ସୂଚନା ଅନୁସାରେ ଯୁବକର ନାଁ ହେଉଛି ସପନ କୁମାର ବେହେରା । ବର୍ତ୍ତମାନ ନଦୀ ମଧ୍ୟରୁ ତାର ମୃ-ତ ଦେ-ହ ମିଳି ଯାଇଛି ।

ଗତକାଲି ରାତିରେ ଏହି ଘ-ଟ-ଣା ଘ-ଟି-ଥି-ଲା । ପରିବାର ଲୋକମାନଙ୍କ କହିବା ଅଟେ କି ସନ୍ଧ୍ୟା ସମୟରେ ସେ ଘରକୁ ଆସିଥିଲା ଓ ଖାଇବା ନବା ପାଇଁ କହିଥିଲା । କିନ୍ତୁ ଏହା ପରେ ହଠାତ ଫୋନ ସୁଇଚ ଅପ ହୋଇ ଗଲା । ଏହା ପରେ ଯୁବକର କୌଣସି ସ-ନ୍ଧା-ନ ମିଳି ନ ଥିଲା । କାଠଜୋଡି ବ୍ରିଜରେ ଏକ ଅଜଣା ସ୍କୁଟିର ବିଷୟରେ ଜଣା ପଡିବା ପରେ ସକାଳ ୬ ଟା ରେ ସଦର ଥା-ନା ପୋଲିସ ଖାରବେଳ ଥା-ନା-କୁ ଖବର ଦେଇ ଥିଲେ ।

ପୋଲିସ ଅନୁମାନ କରୁଥିଲେ କି ଯୁବକ ଜଣକ ଡେଇଁ ପଡିଥିବେ କିନ୍ତୁ ସଠିକ ସୂଚନା କିଛି ମିଳି ନ ଥିଲା । ଆଜି ସକାଳୁ ଅଗ୍ନିସମ ବାହିନୀ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ । ବର୍ତ୍ତମାନ ଯୁବକର ମୃତ ଦେହ ଉଦ୍ଧାର କର ଯାଇଛି । ଏହି ଯୁବକ ଜଣକ ଭୁବନେଶ୍ଵରର ଏକ କୋରିୟର ବୟ ରୂପରେ କାମ କରୁଥିଲେ । ତାଙ୍କର ବୟସ ପାଖାପାଖି ୨୮ ବର୍ଷ ହେବ । ଅନ୍ୟ ପଟେ ପରିବାର ଲୋକମାନଙ୍କୁ ଖବର ଦିଆ ଯାଇଛି ଓ ସେମାନେ ମୃ-ତ ଶ-ବ-କୁ ଚିହ୍ନଟ କରିବା ପରେ ପୋଲିସ ଆଗକୁ ତ-ଦ-ନ୍ତ କରିବ ।

ସୂଚନା ଅନୁସାରେ ଯୁବକର କୌଣସି ବି ପ୍ରକାରର ପାରିବାରିକ ସମସ୍ୟା ଓ ମା-ନ-ସି-କ ଅଶାନ୍ତିରେ ନ ଥିଲା । କିନ୍ତୁ କାହିଁକି ଯୁବକ ଜଣକ ଏହିଭଳି ପଦକ୍ଷେପ ନେଲେ ତାହା ବର୍ତ୍ତମାନ ଏକ ବଡ ପ୍ରଶ୍ନ । କାଠଜୋଡ ବ୍ରିଜ ତଳ ପାଣିର ଗଭୀରତା ୬ ରୁ ୮ ଫୁଟ ଅଟେ ଓ ପରିବାର ଲୋକମାନଙ୍କ ଅନୁସାରେ ଗୋବିନ୍ଦ ପହଁରା ଜାଣି ନ ଥିଲା । ବର୍ତ୍ତମାନ ସପନର ମୃ-ତ-ଦେ-ହ ମିଳିଛି ଓ ଗୋପାଲପୁର ବ୍ରିଜ ପାଖରେ ବାଲିରେ ତାର ମୃ-ତ ଦେ-ହ ରଖା ଯାଇଛି ।

ଗତକାଲି ରାତିରେ ଏହି ଘ-ଟ-ଣା ଘ-ଟି-ଛି ଓ ଯୁବକ ଜଣକ ଯେଉଁ ପୋଲ ଉପରୁ ଡେ-ଇଁ-ଛ-ନ୍ତି ତାକୁ ଡେ-ଡ ପୋଲ କୁହାଯାଏ । ଅର୍ଥାତ ଏହି ପୋଲ ଦେଇ ଯିବା ଆସିବା ବନ୍ଦ କରି ଦିଅ ଯାଇଛି । ସୂଚନା ଅନୁସାରେ ଯୁବକ ଜଣକ ରାତି ୧୧ ରୁ ୧୨ ଟା ମଧ୍ୟରେ ଏହି ପୋଲକୁ ଆସି ସ୍କୁଟି ରଖି ପୋଲ ଉପରୁ ହଠାତ ଡେ-ଇଁ ପ-ଡି-ଥିଲେ । ଯୁବକର ନି-ଖୋ-ଜ ଖବର ସାମ୍ନାକୁ ଆସିବା ପରେ ସଦର ଥାନା ପୋଲିସ ଘ-ଟ-ଣା ସ୍ଥାଲକୁ ପହଞ୍ଚି ଯାଇ ଥିଲା ।