ଶିକ୍ଷୟତ୍ରୀ Mamita Meher ମୃତ୍ୟୁ ମାମଲା: ଇଏ ସେହି ଗୁପ୍ତ କୋଠରୀ, ଯେଉଁଠି ହେଉଥିଲା ଏମିତି ସବୁ କାରନାମା, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନି-ଖୋ-ଜ ମ୍ୟାଡାମ ମମିତାଙ୍କୁ ହ-ତ୍ୟା କରା ଯାଇଥିବା ଖବର ସାମନାକୁ ଆସିବା ପରେ ଘ-ଟ-ଣା-କୁ ନେଇ ଅନେକ ପ୍ରକାର ତଥ୍ୟ ମଧ୍ୟ ସାମନାକୁ ଆସୁଛି । ଏଠି ମଧ୍ୟରେ ସ୍କୁଲକୁ ପ୍ରବେଶ କରିବା ବେଳେ ଏକ ପ୍ରକାର ଗୁ-ପ୍ତ ତଥା ଅ-ଣ୍ଡ-ର-ଗ୍ରା-ଉ-ଣ୍ଡ କୋଠରିର ଖୁଲାସା କରିଛି ପୋ-ଲି-ସ । କୋଠରିର ସାମନାରେ ଏକ ଶକ୍ତ ଗେଟ୍ ଲଗାଯାଇଛି ଓ କୋଠରି ସାମନାରେ ପ୍ଲାଏ ମଧ୍ୟ ଲଗାଯାଇଛି । ଏହିଭଳି କିଛି ପ୍ଲାଏ ଖଣ୍ଡ ନିର୍ମାଣଧୀନ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ଖୋଳା ଯାଉଥିବା ବେଳେ ମଧ୍ୟ ଦେଖିବାକୁ ମିଳିଥିଲା ।

କୋଠରି ଭିତର ଏକଦମ ଅନ୍ଧାର ରହିଛି । ମମିତାଙ୍କ ପରିବାର ଲୋକଙ୍କ ଅ-ଭି-ଯୋ-ଗ ଅନୁଯାୟୀ ସ୍କୁଲର ଏହି ଗୁ-ପ୍ତ କୋଠରି ମଧ୍ୟରେ ଚାଲିଥିବା କିଛି ଅ-ନୈ-ତି-କ କାର୍ଯ୍ୟକଳାପ ବିଷୟରେ ନିଶ୍ଚୟ ମମିତାଙ୍କ ପାଖେ କିଛି ପ୍ରମାଣ ଥିଲା ଓ ସେହି ସବୁ ଗୁମର ଖୋଲିଯିବା ଭୟରେ ହିଁ ମମିତାଙ୍କୁ ହ-ତ୍ୟା କରାଯାଇଛି । ମମିତାଙ୍କ ଭାଇ ଏବଂ ତାଙ୍କ ବନ୍ଧୁ ମଧ୍ୟ ଏହି ଗୁପ୍ତ କୋଠରି ବିଷୟରେ କଥା ହେଉଥିବାର ଶୁଣିବାକୁ ମିଳିଥିଲା ।

ସ୍କୁଲ ପରିସର ମଧ୍ୟରେ ଏହି ଗୁ-ପ୍ତ କୋଠରିରେ ଅନେକ ଅ-ନୈ-ତି-କ କାର୍ଯ୍ୟକଳାପ ହୁଏ ବୋଲି ସାଧାରଣ ଲୋକେ ମଧ୍ୟ ସୁ-ରା-କ ପାଇଥିବା ସୂଚନା ମିଳୁଛି । ଛାତ୍ରୀ ମାନଙ୍କ ସହ ଅ-ସ-ଦା-ଚ-ର-ଣ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯୌ-ନ ଶୋ-ଷ-ଣ କାର୍ଯ୍ୟ ଏହି ଅନ୍ଧାରିଆ ଗୁପ୍ତ କୋଠରି କରାଯାଏ । ଗୋବିନ୍ଦ ସାହୁ ତିଆରି କରିଥିବା ଏହି ସ୍କୁଲ ଚାରିପାଖେ ବଡ ପାଚେରି ତିଆରି କରାଯାଇଛି । ବାହାର ଲୋକ ଏହି ସ୍ଥାନକୁ ଦେଖିବା ବା ଯିବା ଆସିବା କରି ପାରନ୍ତି ନାହିଁ ।

ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁର ବିନା ଅନୁମତିରେ କେହି ମଧ୍ୟ ଏହି ସ୍ଥାନକୁ ଯାଆନ୍ତି ନାହିଁ । ସ୍କୁଲ, କଲେଜ ଓ ହଷ୍ଟେଲ ମଧ୍ୟରେ ଏତେ ସୁରକ୍ଷା କାନ୍ଥ ତିଆରି କରାଯାଇଛି ଯେ ବାହାର ଲୋକ ସ୍କୁଲ ଭିତରେ କଣ ହେଉଛି ଜାଣିବା ମଧ୍ୟ କଷ୍ଟକର ଅଟେ । ମମିତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ମମିତାଙ୍କ ପାଖେ କିଛି ପ୍ରମାଣ ରହିଥିଲା ଯାହା ସେ ନିଜ ଲ୍ୟାପଟପ୍ ରେ ରଖିଥିଲେ ଓ ତାଙ୍କ ପାଖେ ଦୁଇଟି ଭି-ଡି-ଓ ମଧ୍ୟ ଥିଲା ।

ଗୋବିନ୍ଦ ସାହୁଙ୍କ ବି-ରୁ-ଦ୍ଧ-ରେ ମମିତାଙ୍କ ପାଖରେ ଠୋ-ସ ପ୍ରମାଣ ଥିବା ଜାଣିବା ପରେ ସେ ମମିତାଙ୍କୁ ବାରମ୍ବାର କାମ ବାହାନାରେ କଲେଜକୁ ଡାକୁଥିଲେ । କିନ୍ତୁ ମମିତା ଆସୁ ନଥିଲେ । ତେବେ ଗତ ୮ ତାରିଖ ଦିନ ମିଟିଂ ବାହାନାରେ ମମିତାଙ୍କୁ ଡାକିବା ପରେ ମମିତା ଆସିଥିଲେ ଓ ତାଙ୍କ ସହ ଏପରି ଘ-ଟି-ଥି-ଲା । ତେବେ ଆଗକୁ ପୋଲିସ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।